ଓଡ଼ିଆ ସିରିଏଲ ରେ ଆକ୍ଟିଙ୍ଗ କରୁଥିବା Child Artist ମାନେ କେତେ ଟଙ୍କା ଦରମା ପାଆନ୍ତି ? କଣ ଆପଣ ଜାଣନ୍ତି ?

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ।

ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ଆଜି ଆମେ ଆପଣ ଙ୍କୁ ଓଡ଼ିଆ ସିରିଏଲ ରେ ଅଭିନୟ କରୁଥିବା କୁନି କୁନି କଳାକାର ମାନଙ୍କ ବିଷୟ ରେ ।ତେବେ ଓଲିଉଡ଼ କୁନି କଳାକାର ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ସେମାନଙ୍କ ସୁନ୍ଦର ଅଭିନୟ ବିଷୟ ରେ ମଧ୍ୟ ଜାଣିଥିବେ ଓ ଦେଖିଥିବେ।

*ବୀର:-

ସେମାନଙ୍କ ମଧ୍ୟ ରୁ ୯ ନଂ ରେ ଆସୁଛନ୍ତି ବୀର। ତାର ତାରିଣୀ ସିରିଏଲ୍ ରେ ବୀର ଙ୍କୁ ନିଶ୍ଚୟ ଦେଖିଥିବେ। ସେ ତାର ତାରିଣୀ ରେ ସୁଟିଂ କରିବା ପାଇଁ ଗୋଟିଏ ଏପିଶୋଡ୍ ପିଛା ୪୦୦୦ ଟଙ୍କା ନେଇ ଥାନ୍ତି।

*ଚିମ୍ପୁ:-

୮ ନଂ ରେ ଆସୁଛନ୍ତି ଚିମ୍ପୁ। ସମ୍ପର୍କ ହୃଦୟ ର ରେ ତାଙ୍କୁ ଦେଖିବାକୁ ପଇଥିବେ। ଏକ ରିଆଲିଟି ଶୋ ରେ ଆସିଥିଲେ। ଗୋଟିଏ ଏପିଶୋଡ଼ ପାଇଁ ଚିଂପୁ ୪୦୦୦ ଟଙ୍କା ନେଇ ଥାନ୍ତି।

*ସ୍ତୁତି ଓ ଦୂର୍ଯ୍ୟ:-


୭ ନଂ ରେ ଆସୁଛନ୍ତି ସ୍ତୁତି ଓ ଦୂର୍ଯ୍ୟ । ଏମାନଙ୍କୁ ଆପଣ ଦୁର୍ଗା ସିରିଏଲ୍ ରେ ଦେଖିବାକୁ ପାଇ ଥିବେ। ଗୋଟିଏ ଏପିଶୋଡ୍ ପାଇଁ ସେମାନେ ୬୦୦୦ ଟଙ୍କା ନେଉଥିଲେ। ବର୍ତ୍ତମାନ ସେହି ସି ଟି ସରି ଯାଇଛି।

*ମାନି:-

୬ ନଂ ରେ ଆସୁଛନ୍ତି ମାନି। ତେବେ ତାଙ୍କୁ ଆପଣ ମାନିନୀ ସିରିଏଲ୍ ରେ ଦେଖିବାକୁ ପାଇ ଥିବେ। ତାଙ୍କ ସୁନ୍ଦର୍ ଅଭିନୟ ଦ୍ଵାରା ସେ ସମସ୍ତଙ୍କୁ ଭଲ ପାଇବା ଦେଇ ପାରିଥିଲେ।ସେ ଏହି ସିରିଏଲ୍ ରେ ଗୋଟିଏ ସୁଟ କରିବା ପାଇଁ ୭୦୦୦ ଟଙ୍କା ନେଉ ଥିଲେ।

*ପରୀ:-

୫ ନଂ ରେ ଆସୁଛନ୍ତି ପରୀ। ତେବେ ସେ ଗୋଟିଏ ଏପିଶୋଡ୍ ପାଇଁ ୮୦୦୦ ଟଙ୍କା ନେଉ ଥିଲେ।

*ଅନିମେଶ ଘୋଷ:-


୪ ନଂ ରେ ଆସୁଛନ୍ତି ଅନିମେଶ ଘୋଷ । ଅନେକ ସିନେମା ରେ ଆପଣ ଦେଖିଥିବେ। ଗୋଟିଏ ଫିଲ୍ମ୍ ପାଇଁ ସେ ୨୫୦୦୦ ଟଙ୍କା ନେଇ ଥାନ୍ତି।

*ରାଜା:-

ତୃତୀୟ ରେ ଆସୁଛନ୍ତି ରାଜା ।ସେ ବର୍ତ୍ତମାନ ସମୟ ରେ ତାର ତାରିଣୀ ରେ ଦେଖିଥିବେ। ଗୋଟିଏ ସୁଟ ପାଇ। ସେ ୧୦୦୦୦ ଟଙ୍କା ନେଇ ଥାନ୍ତି ।

*ରାନୀ:-

ଦ୍ଵିତୀୟ ରେ ଆସୁଛନ୍ତି ରାନୀ। ରାନୀ ସିରିଏଲ୍ ରେ ସେ ଜବର୍ ଦସ୍ତ୍ ଅଭିନୟ କରିଥିଲେ। ଗୋଟିଏ ସୁଟ ପାଇଁ ସେ ୧୨୦୦୦ ଟଙ୍କା ନେଉ ଥିଲେ।

*ତାରିଣୀ:-


ପ୍ରଥମ ରେ ଆସୁଛନ୍ତି ତାରିଣୀ। ତାର ତାରିଣୀ ରେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ବର୍ତ୍ତମାନ ବେଶ୍ ପରିଚିତ। ଗୋଟିଏ ଏପିଶୋଡ୍ ପାଇଁ ସେ ୧୨୦୦୦ ଟଙ୍କା ନେଇ ଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।