ସୋସିଆଲ ମିଡ଼ିଆର ଭିଡିଓ ଭାଇରାଲ ହେଲା ଭିଡିଓ ଭାରତ-ଚୀନ ସୀମାରେ ଖୁସିରେ ନାଚିଲେ ଭାରତୀୟ ଯବାନ ଆମ ଯାବାନଙ୍କ ପାଇଁ ଗୋଟିଏ ସୋୟାର କରନ୍ତୁ

0

ଆମ ବିଶ୍ଵ ରେ ପ୍ରାୟ ୨୦୦ ରୁ ଅଧିକ ଦେଶ ରହିଛନ୍ତି ଏବଂ ସବୁ ଦେଶ ମାନଙ୍କ ର ନିଜ ନିଜର ସାର୍ବଭୌମ ରହିଥାଏ। ଅର୍ଥାତ ସବୁ ଦେଶର ନିଜର ଏକ ନିର୍ଦ୍ଦିଷ୍ଟ ସୀମା ରେଖା ରହିଥାଏ ଆଉ ଏହି ସୀମା ରେଖା ଦୁଇ ବା ତା ଠାରୁ ଅଧିକ ଦେଶର ସାଧାରଣ ସୀମା ରେଖା ହୋଇଥାଏ। ଏହି ସୀମା ରେଖା କୁ ନେଇ ଦେଶ ଦେଶ ମଧ୍ୟରେ ସର୍ବଦା ଅଶାନ୍ତି ଲାଗିରହିଥିବାର ।

ଖାଲି ଦେଶ ର ସୀମା ରେଖା କୁ ନେଇ ନୁହେଁ ବରଂ ଦେଶର ମାନବ ଶକ୍ତି, ଦେଶର ବାଣିଜ୍ୟ , ଅର୍ଥ , ଯୁଦ୍ଧସ୍ର କୁ ତଥା ରାଜନୈତିକ ଗଠନ କୁ ନେଇ ଦେଶ ଦେଶ ମଧ୍ୟରେ ତିକ୍ତତା ରହିଥାଏ।ତେବେ ଆମ ଦେଶ ଭାରତ ଯଦି ସବୁଠାରୁ ଅଧିକ କେଉଁ ଦେଶ ସହ ତିକ୍ତତା ରେ ରହିଥାଏ ତାହା ହେଉଛି ପାକିସ୍ତାନ

ଯିଏକି ସର୍ବଦା ଜାମୁ ଏବଂ କାରଶ୍ମିର କୁ ନେଇ ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଅନ୍ୟ ଟି ହେଉଛି ଚୀନ ଯିଏକି ବାଣିଜ୍ୟ ଠାରୁ ଆରମ୍ଭ କରି ଲାଦାଖ ର ସୀମା ରେଖା କୁ ନେଇ ସବୁବେଳେ ଭାରତ ସହ ତିକ୍ତତା ଚାଲିଥାଏ। ତେବେ ଲାଦାଖ ରେ ଥିବା ଭାରତ ଓ ଚୀନ ର ସୀମା ରେଖା କୁ ଲାଇନ ଅଫ ଆକଚୁଆଲ କଣ୍ଟରଲ ବା ଏଲ ଓ ସି ବୋଲି କୁହାଯାଏ।


ଲାଦାଖ ର ପୋଙ୍ଗଙ୍ଗ ହ୍ରଦ ଠାରେ ଏହି ଲାଇନ ଅଫ ଆକଚୁଆଲ କଣ୍ଟରଲ ରହିଛି ଯାହାକି ଭାରତ ଏବଂ ଚୀନ ମଧ୍ୟରେ ଶାନ୍ତି ସ୍ଥାପନ କରିବା ପାଇଁ ସରକାର ଙ୍କର ଦ୍ବାରା ପ୍ରଣୀତ ଏକ ନିୟମ ଅଟେ । ଏହି ସ୍ଥାନରେ ଉଭୟ ଚାଇନା ଏବଂ ଭାରତ ର ସୋଇନିକ ମାନେ ରହିଥାନ୍ତି ।ତେବେ ଗତ ମାର୍ଚ୍ଚ ୨୫ ତାରିଖ ଦିନ ଲାଦାଖ ର ଏହି ପୋଙ୍ଗଙ୍ଗ ହ୍ରଦ ଠାରେ ଅବସ୍ଥିତ ଥିବା ଯବାନ ମାନଙ୍କ ର ଏକ ଭିଡିଓ ସୋସିଆଲ ମିଡିଆ ରେ ବେଶ ଭାଇରଲ ହେବାରେ ଲାଗିଛି। ଯେଉଁ ଭିଡିଓ ଟି ପ୍ରାୟ ସାରା ଦେଶରେ ଖୁସିର ଲହରୀ ଆଣିଦେଇଛି।ତେବେ ସେହି ଭିଡିଓ ରେ ଭାରତ ର ଯବାନ ମାନେ ଯାହା କରୁଛନ୍ତି ତାହା ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ ।

କେନ୍ଦ୍ର ମନ୍ତ୍ରୀ ଏହି ଭିଡିଓ ଟି କୁ ଗତ ମାର୍ଚ୍ଚ ୨୫ ତାରିଖରେ ପୋଷ୍ଟ କରିଥିଲେ ଏବଂ କହିଥିଲେ କି ଏହା ଆମ ମାନଙ୍କୁ ବହୁତ ଆନନ୍ଦିତ ଓ ମୋହିତ କରିଛି ବୋଲି। ତେବେ ଭିଡିଓ ଟି କିଛି ଏପରି ଥିଲା କି , ଲାଦାଖ ର ଏହି ହ୍ରଦ ପାଖରେ ଭାରତୀୟ ସୋଇନିକ ମାନେ ଡ୍ୟାନ୍ସ କରୁଥିବା ର ଏବଂ ଗୀତ ବଜେଇ ମସ୍ତି କରୁଥିବାର ନଜକୁ ଆସିଥିଲେ। ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଯବାନ ମାନେ ଫ୍ରି ଥିଲେ ଏହିପରି ଗୀତ ବଜାଇ ଡ୍ୟାନ୍ସ କରିଥାନ୍ତି ।ତେବେ ଭିଡିଓ ଟିରେ ଦେଖା ଯାଇଛି ଯେ ଦୁଇ ଜଣ ଯବାନ ଆଗରେ ଡ୍ୟାନ୍ସ କରୁଛନ୍ତି ଏବଂ ଅନ୍ୟ ମାନେ ତାଙ୍କ ପଛରେ ରହି ବହୁତ ମଜା କରୁଛନ୍ତି ଏବଂ ଡ୍ୟାନ୍ସ କୁ ଉପଭୋଗ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।