ଦେଖନ୍ତୁ ଭିଡ଼ିଓ – cctv ରେ ରେକର୍ଡ ହୋଇଗଲା ଅଦ୍ଭୁତ ଦୃଶ୍ୟ ଦେଖିଲେ ଆପଣଙ୍କ ଗୋଡ ତଳୁ ମାଟି ଖସିଯିବ…

0

ତେବେ ବନ୍ଧୁଗଣ ଆଜିକାଲି ଲୋକ ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଏକଦମ ଲୋପ ପାଇଗଲାଣି। ତା ଛଡା ଏବେ ଲୋକ ମାନେ କିଏ ପରିବାର କୁ ନେଇକି ତୋ କିଏ ନିଜ ଚାକିରି କୁ ନେଇ। ପୁଣି କେହି ନିଜ ପିଲାଛୁଆ ଙ୍କ ପାଇଁ ତ କିଏ ନିଜ ଦାମ୍ପତ୍ୟ ଜୀବନ କୁ ନେଇ ସମସ୍ତେ ଚିନ୍ତିତ ରହୁଛନ୍ତି। ଏବଂ ଏହି ଦରକାର ରୁ ଅଧିକ ଚିନ୍ତା ଲୋକ ମାନଙ୍କର ମୁଣ୍ଡ ବ୍ୟଥାର କାରଣ ବନି ସାରିଲାଣି।

ସେଥି ପାଇଁ ତୋ ଉକ୍ତ ରକ୍ତଚାପ, ପ୍ରେସର୍ ଓ ହୃଦ୍ ଗତ ଜନିତ ରୋଗ ସବୁ ଲୋକ ଙ୍କୁ ହେବାରେ ଲାଗିଛି। ଏହା ପାଇଁ ଲୋକ ଙ୍କୁ ଜୀବନ ସାରା ଔଷଧ ସେବନ କରିବାକୁ ପଡ଼ିବ। ଏବଂ କେବଳ ଏତିକି ନୁହଁ ଏହାର ପାର୍ଶ୍ବ ପ୍ରତିକ୍ରିୟା ଭି ରହୁଛି। ଯାହା ଫଳରେ ଲୋକ ମାନେ ଚଳ ପ୍ରଚଳ କରୁ କରୁ ହଠାତ୍ ଚେତା ଶୂନ୍ୟ ହୋଇ ନିଜର ଭାରସାମ୍ୟ ହରାଇ ପଡି ଯାଉଛନ୍ତି। ତେବେ କେରଳ ରେ ଘଟିଛି ଏମିତି ଏକ ଲୋମ ଟଙ୍କୁରା ଘଟଣା ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ଘଟଣା ଟି ଘଟିଛି କେରଳ ରାଜ୍ୟ ର ଏକ ଛୋଟ ସହର। ଯେଉଁ ଜାଗା ଟି ର ନାଆଁ ହେଉଛି କୋଜିଖୋଡେ। ସେଠିକାର ଲାଗିଥିବା ସି.ସି.ଟି.ଭି ଫୁଟେଜ କୁ ଦେଖି ଯାହା ଆମକୁ ଜଣା ପଡିଛି ଅଚେତ୍ ହୋଇ ପଡିଥିବା ଲୋକ ଟି ନାଁ ହେଉଛି ବିନୁ। ଯିଏ କି ବ୍ୟାଙ୍କ୍ ଯାଇକି ଶ୍ରମିକ ଭତ୍ତା ନେବା ପାଇଁ ଅପେକ୍ଷା କରିଥିଲେ, ଯାହାକି ପ୍ରଥମ ତାଲା ରେ ଥିଲା। ସେ ଲାଲ୍ ରଙ୍ଗର ସାର୍ଟ ପିନ୍ଧିଥିଲେ। ଏବଂ ବାଲକୋନୀକୁ ଡେରି କି ଠିଆ ହୋଇଥିଲେ।

ତେବେ ଅଚାନକ ସେ ପଛ ପଟକୁ ଓଲଟି ପଡିଥିଲେ। ତାଙ୍କ କଡ଼ରେ ଠିଆ ହୋଇଥିବା ବାବୁ ନାମକ ଆଉ ଜଣେ ବ୍ୟକ୍ତି ଯିଏ କି ନୀଳ ରଙ୍ଗର ସାର୍ଟ ପିନ୍ଧିଥିଲେ। ସେ ସତର୍କ ରହିଥିଲେ ବୋଲି ସାଙ୍ଗେ ସଙ୍ଗେ ତାଙ୍କ ଗୋଡ଼ କୁ ଧରି ପକାଇଥିଲେ। ତେବେ ଆଖ ପାଖ ରେ ଆଉ କିଛି ଲୋକ ଜମି ଯାଇ ତାଙ୍କୁ ଉଦ୍ଧାର କରିଥିଲେ।

ତେବେ ଏମିତି ଅଘଟଣ ଘଟିବା ପରେ ବିନୁ କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ତାଙ୍କୁ କିଛି କଉଠି ଆଘାତ ଲାଗିଥିବାର ଜଣା ପଡ଼ି ନାହିଁ। କୁହନ୍ତି ନା ଯାହାକୁ ଭଗବାନ ସାହା ହେବେ ତାକୁ ମାରିବ କିଏ। ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।