ଦେଖନ୍ତୁ ଭିଡିଓ – ଜୀନା ଙ୍କ ସହ ମସ୍ତି କରୁ କରୁ ହଠାତ୍ ସ୍ୱାମୀ ରୁଦ୍ର ଏଭଳି ଏକ ଘଟଣା ଘଟାଇଲେ ସୋସିଆଲ ମିଡ଼ିଆ ଭାଇରଲ ହେଲା ଭିଡିଓ

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସବୁଠାରୁ କିଛି ଅଧିକ ମାତ୍ରରେ ଭାଇରଲ ବା ଚର୍ଚ୍ଚାର ବିଷୟ ପାଲଟିଛି କହିଲେ ତାହା ହେଉଛି ବଲିଉଡ, ଓଲିଉଡ , ଟଲିଉଡ଼ ଏବଂ ଜଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ ।ଏହି ସିନେମା ଜଗତର କଳାକାର ମାନେ ସବୁବେଳେ ନିଜର ର ଫୋଟ , ଆଲବମ ,ପୋଷାକ , ନିଜର ଅଭିନୟ , ପ୍ରେମ ତଥା ନିଜର ବୈବାହିକ ଜୀବନ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।

ଖାସ କରି ନିଜର ବୈବାହିକ ତଥା ପ୍ରେମ ସମ୍ପର୍କ କୁ ନେଇ ସେମାନେ ସର୍ବଦା ଚର୍ଚ୍ଚା ରେ ରହିଥାନ୍ତି ।ତେବେ ଭାବନ୍ତୁ ଯଦି ଜଣେ ଅଭିନେତ୍ରୀ ତାଙ୍କର ଜୀବନ ସାଥି ଙ୍କୁ ଏହି ଫିଲ୍ମ ବା ଟିଭି ରିଆଲିଟି ସୋ ମାଧ୍ୟମ ରେ ପାଇଥିବେ ତ ସେ କେତେ ମାତ୍ରରେ ଚର୍ଚ୍ଚାରେ ରହୁଥିବେ।

ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏମିତି ଏକ ଓଲିଉଡ ତଥା ଓଡ଼ିଆ ସିନେମା ଜଗତର ଯୋଡି ଙ୍କ ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ ।ତେବେ ଆମେ ଆଜି ଆପଣଙ୍କୁ ଜଣେ ଅଭିନେତ୍ରୀ ଏବଂ ତାଙ୍କର ସ୍ୱାମୀଙ୍କ ବିଷୟରେ ଏକ ମଜାଳିଆ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ଆପଣଙ୍କୁ ବହୁତ ହସେଇ ବୋଲି ଆଶା କରୁଛୁ ।

ତେବେ ଆପଣ ମାନେ ତ ସିନେମା ଜଗତର ଜଣେ ପ୍ରକ୍ଷାତ ଅଭିନେତ୍ରୀ ତଥା ଜୀନା ଙ୍କୁ ଜାଣିଥିବେ ନିଶ୍ଚିତ। ସେ ଦର୍ଶକ ଙ୍କ ଆଗକୁ ପ୍ରଥମେ ଫିଲ୍ମ ର ଅଭିନେତ୍ରୀ ଭାବରେ ଅଭିନୟ କରି ଆସିଥିଲେ ଏବଂ ଲୋକ ମାନଙ୍କର ମନ କୁ ଜିତି ପାରିଥିଲେ। ତେବେ କିଛି ବର୍ଷ ପୂର୍ବରୁ ସେ ଆଉ ଫିଲ୍ମ ରେ ନଜରରେ ଆସୁନଥିଲେ କିନ୍ତୁ ଟିଭି ରିଆଲିଟି ସୋ ରେ ଜଜ ଭାବରେ ଦେଖିବାକୁ ମିଳିଥିଲେ ।

ତେବେ ଜୀନା ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ମନଲୋଭା। ତାଙ୍କର ବ୍ୟବହାର ତାଙ୍କର ଚାଲିଚଳଣୀ , ପୋଷକ ପତ୍ର ମାଧ୍ୟମରେ ମଧ୍ୟ ସେ ଲୋକମାନ ଙ୍କର ପ୍ରିୟ ଅଟନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ତାଙ୍କ ସ୍ୱାମୀ ରୁଦ୍ର ଙ୍କ ସହ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ହସି ହସି ପାଗଳ ହୋଇଯିବେ ।

ତେବେ ଏହି ଭିଡିଓ ଟି କିଛି ଏପରି ଥିଲା କି ,ଜୀନା ଙ୍କର ସ୍ୱାମୀ ରୁଦ୍ର ତାଙ୍କୁ ଅଚାନକ ଭାବରେ ବହୁତ ଡ଼ରେଇ ଦେଇଛନ୍ତି ଆପ ଜୀନା ମଧ୍ୟ ଡ଼ରିକି ବହୁତ ଜୋରରେ ପାଟି କରୁଛନ୍ତି। ପ୍ରକୃତରେ ଜୀନା ଙ୍କୁ ଝିଟିପିଟି ବହୁତ ଡୋର ଲାଗେ ଆଉ ଏହାର ଫାଇଦା ଉଠେଇ ରୁଦ୍ର ଏକ ରବର ରେ ପ୍ରସ୍ତୁତ ଝିଟିପିଟି କୁ ଆଣି ହଟାତ ଜୀନା ରୋଷେଇ କରୁଥିବା ସମୟରେ ତାଙ୍କ ଉପରେ ପକାଇ ଦେଲେ ।

ଏହାକୁ ଦେଖି ଜୀନା ଏତେ ଡରି ଯାଇଥିଲେ କି ସେ ବହୁତ ଜୋରରେ ଚିଲେଇଲେ ଏବଂ ସ୍ୱାମୀ ଙ୍କୁ ଜାବୁଡ଼ି ଧରିଲେ ।ତେବେ ପରେ ରୁଦ୍ର ତାଙ୍କୁ ଜଣେଇଲେ କି ଏହା ସତ ଝିଟିପିଟି ନୁହେଁ ଏକ ରବର ତିଆରି ଝିଟିପିଟି ।ପରେ ଦୁହେଁ ହସିବାକୁ ଲାଗିଲେ। ତେବେ ଆମେ ଆପଣଙ୍କୁ ଜଣେଇଦେଉଛୁ ଯେ,ଜୀନା ରୁଦ୍ର ଙ୍କୁ ଏକ ରିଆଲିଟି ସୋ ମାଧ୍ୟମରେ ବିବାହ କରିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।