ଦେଖନ୍ତୁ Live ଭିଡ଼ିଓ – ଏମିତି ବି ହୋଇପାରେ ମୃତ୍ୟୁ ଭିଡ଼ିଓ ଟି ଦେଖିଲେ ଆପଣଙ୍କ ଛାତି ଥରି ଉଠିବ

0

ବିପଦ ଆଗ-ପଛ ଓ ଭଲ-ମନ୍ଦ ଦେଖି ଆସେନି। ଏହା କେତେବେଳେ କାହା ସାମ୍ନାରେ ଆସି ଦଣ୍ତାୟମାନ ହେବ ତାର ପୂର୍ବାନୁମାନ କରିବା ସମ୍ଭବପର ନୁହେଁ। ଯାହାକୁ କେହି ବି ଜାଣି ପାରି ନଥାନ୍ତି।ଏହା ଆକସ୍ମିକ ଭାବରେ ଜୀବର ନିକଟତର ହୋଇଥାଏ। ତାପରେ ଏହା ମଣିଷକୁ ଏମିତି ଦୁଃଖ ପହଞ୍ଚାଇ ଥାଏ ଯେ ଯାହା ଭାବିଲେ ଆପଣଙ୍କୁ ବି ଅନୁଭବ ହେବ ଯେ ଏଭଳି ଦୁଃଖ କେତେ କଷ୍ଟ ଦାୟକ ଅଟେ।

ତାହା ବେଳେବେଳେ ଏମିତି ଅସହ୍ୟ ହୋଇ ପଡେ ଯେ ଯାହାକୁ ସହି ହୁଏ ନାହିଁ। ବେଳେବେଳେ ମଣିଷ ଉପରେ କଷ୍ଟ ର ବୋଝ ଏତେ ମାତ୍ରରେ ଲଦି ହୋଇ ଯାଏ ଯେ ତାହା ମଣିଷକୁ ବିଚଳିତ କରିଦିଏ, ଦିଗହରା କରିଦିଏ।ତେବେ ଦୁନିଆର ଏହି ଅଜିବ ବିଧାନ କୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି।

ସୃଷ୍ଟି କର୍ତ୍ତା ବ୍ରହ୍ମା ଙ୍କ ଦ୍ଵାରା ରଚା ଯାଇଥିବା ଏହି ଦୁନିଆରେ ମୃତ୍ୟୁ ଏକ ନିରାଟ ସତ୍ୟ ଅଟେ। ଯାହାକୁ କେହି କେବେ ଏଡାଇ ଦେଇ ପାରିବେ ନାହିଁ। ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଦୁଃଖ ଓ ସମସ୍ୟା ଭରି ରହିଛି ଏବଂ ସମସ୍ତଙ୍କୁ ମୃତ୍ୟୁର ମଧ୍ୟ ସମୁଖୀନ ହେବାକୁ ପଡ଼ିବ। ମୃତ୍ୟୁ ଦୁଃଖ ଦାୟକ କିନ୍ତୁ କିଛି ମୃତ୍ୟୁ ବେଳେବେଳେ ଏତେ ଦୁଃଖ ଦାୟକ ହୋଇପଡେ ଯେ ଯାହାକୁ ସମ୍ଭାଳିବା ବା ମଣିଷ ପକ୍ଷେ ସହିବା ଆଦୌ ସହଜ ନୁହଁ।

ଯାହାକୁ ଦେଖିଲେ ବା ତା ସଂସ୍ପର୍ଶରେ ଆସିଲେ ଛାତିରେ କୋହ ଆସି ଯାଇଥାଏ। କିଛି ସମୟରେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଦେଖିବା ଏବଂ ସହିବା କଷ୍ଟକର ହୋଇଥାଏ। ଏହା ସତ ଯେ ନିଜକୁ ଠିକ୍ ଭାବରେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିବାରେ ଲାଗିଛନ୍ତି।

କିନ୍ତୁ ବେଳେବେଳେ ଆମ ଚାରିପଟେ ଏମିତି ପ୍ରକାରର କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହା ସମସ୍ତଙ୍କୁ ଦୁଃଖୀ କରି ଦେଇଥାଏ ଓ ସମସ୍ତଙ୍କୁ ବହୁତ ଗମ୍ଭୀର ଦୁଃଖ ପହଞ୍ଚାଇ ଥାଏ। ତେବେ ସେହିଭଳି ଏକ ଦୁଃଖ, ଭାବପୂର୍ଣ୍ଣ ଓ ଅଭାବନୀୟ ଘଟଣା ଘଟିଛି ଓଡ଼ିଶାର ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ରେଙ୍ଗାଳି ଜଳ ଭଣ୍ତାର ରେ। ଏଠାରେ ଜଣେ ବ୍ୟକ୍ତି ଜଳ ଭଣ୍ଡାର କୁ ଡେଇଁ ଆତ୍ମହତ୍ୟା କରୁଥିବାର ଦେଖିବାକୁ ମିଳିଛି। ଆପଣ ଏହି ଭିଡିଓ କୁ ଦେଖିଲା ପରେ ଜାଣି ପାରିବେ ଯେ କିପରି ଭାବରେ ମୃତ୍ୟୁର ଲାଇଭ ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଏହି ମୁହୂର୍ତ୍ତକୁ କ୍ୟାମେରା ରେ ରେକର୍ଡ ମଧ୍ୟ କରିଛନ୍ତି।

 

ଗଭୀର ଜଳ ଭଣ୍ଡାର ଭିତରେ ପଡ଼ିବା ପରେ ବ୍ୟକ୍ତି ଜଣଙ୍କ ନିଜକୁ ବଞ୍ଚାଇବା ପାଇଁ ବହୁତ୍ ଚେଷ୍ଟା କରିଛନ୍ତି ଏବଂ କାନ୍ଥକୁ ଧରି ରଖିବାକୁ ଚେଷ୍ଟା କରି ଶେଷରେ ତାଙ୍କ ହାତ ଖସି ଯାଇ ଗଭୀର ଜଳରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି।ଏହି ଭିଡିଓ ଦେଖିଲେ ଛାତି ଭିତରେ ଯେମିତି ଏକ ଭୟ ସୃଷ୍ଟି ହେଉଛି। ସେଥିପାଇଁ ତ କଥାରେ ଅଛି ନା ” ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଓଟାରି ସେଣିକି ଯାଇ।”

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।