ବିଗତ ଦୀର୍ଘ ୪୦ ବର୍ଷରେ ଥରେ ବି ଚନ୍ଦ୍ରକୁ ମୁହଁ ବୁଲାଇ ଚାହିଁନାହିଁ ନାସା, କାହିଁକି ? ଖୋଲିଲା ରହସ୍ୟ

0

ଆମର ଏହି ବିଶ୍ଵ ଗ୍ରହ ନକ୍ଷତ୍ର ଯୁକ୍ତ ଅଟେ।୯ ଟି ଗ୍ରହ କୁ ନେଇ ଆମ ସୌରଜଗତ ଗଠିତ। ତନ୍ମଧ୍ୟରୁ ପୃଥିବୀ ଗ୍ରହରେ ମଣିଷ ବସବାସ କରନ୍ତି।ପୃଥିବୀ ପୃଷ୍ଠରେ ସବୁ ପ୍ରକାର ସୁବିଧା ଥିବାରୁ ମଣିଷ ଜୀବନ ଯାପନ କରୁଛି।ତେବେ ପୃଥିବୀ ପୃଷ୍ଠରେ ଜନସଂଖ୍ୟା ବୃଦ୍ଧି ହେବାରେ ଲାଗିଛି।ତେଣୁ ଆଜିର ବିଜ୍ଞାନ ଯୁଗରେ ବୈଜ୍ଞାନିକ ମାନେ ଅନ୍ୟ ଗ୍ରହର ବସବାସ କରିହେବ କି ନାହିଁ ସେଥି ନିମନ୍ତେ ପରୀକ୍ଷା ନିରୀକ୍ଷଣ କରୁଛନ୍ତି।ପୃଥିବୀ ର ଉପଗ୍ରହ ହେଉଛି ଚନ୍ଦ୍ର।

ତେଣୁ ଏହି ଚନ୍ଦ୍ର ଉପଗ୍ରହର ପରୀକ୍ଷଣ ପାଇଁ ଅନେକ ମହାକାଶଚାରୀ ମାନେ ଚନ୍ଦ୍ର ପୃଷ୍ଠରେ ପାଦ ଦେଲେଣି।ତେଣୁ ନିକଟରେ ଶୁଣିବାକୁ ମିଳିଛି ଯେ ବିଗତ ଦୀର୍ଘ ୪୦ ବର୍ଷ ହେଲାଣି ନାସା କୌଣସି ମିଶନ କରିନାହିଁ ଚନ୍ଦ୍ର ଗ୍ରହ ଉଦ୍ଦେଶ୍ୟ ରେ,ତେବେ ଏହାର କାରଣ କଣ ଆସନ୍ତୁ ଜାଣିବା।

ମାନବ ଇତିହାସରେ ସବୁଠାରୁ ବଡ଼ କଥା ହେଲା ଯେ ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେବା। ଏ କଥା ଶୁଣିଲେ ଲୋମ ଟଙ୍କୁରି ଉଠେ।ମଣିଷ ଯାଇ କୋଉଠି ପହଞ୍ଚିଲାଣି।ଚନ୍ଦ୍ର ପୃଷ୍ଠର ବିଭିନ୍ନ ଫଟୋ ଦେଖି ଆମେ ଆଶ୍ଚର୍ଯ୍ୟ ହେଉ।ଆଜି ପୃଥିବୀ ପୃଷ୍ଠରୁ ଉଠି ମହାକାଶରେ ଯାଇ ପହଞ୍ଚି ଯାଇଛି ମଣିଷ। ଆପୋଲ -୧୧ ମହାକାଶକୁ ଯାଇଥିବା ଏକ ଯାନ ଅଟେ। ନିଲ୍ ଆର୍ମଷ୍ଟ୍ରଙ୍ଗ ଙ୍କ ସମେତ ବସ୍ ଅଲ୍ଟର ମଧ୍ୟ ପ୍ରଥମେ ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିଲେ।ହେଲେ ପ୍ରଶ୍ନ ଉଠୁଛି ଯେ ଚନ୍ଦ୍ରକୁ ଜିତିଥିବା ନାସା ୧୯୭୨ ପରେ ଆଉ କାହିଁକି ମାନବ ମିଶନ୍ ପ୍ରସ୍ତୁତ କରିନାହିଁ।

ଆପୋଲ-୧୧ ମିଶନ ରେ କଣ ଏମିତି ଘଟିଲା ଯାହା ସାଧାରଣ ଲୋକଙ୍କୁ ଲୁଚାଇଥିଲେ।କିଛି ବର୍ଷ ପୂର୍ବେ ଗୁଗଲ ମ୍ୟାପ ରେ ଦେଖାଯାଇଥିବା ଏକ ଫଟୋ ଯାହାକି ସୋସିଆଲ ମିଡିଆରେ ଭିରାଲ ହୋଇଥିଲା।ଏହି ଫୋଟରେ ଚନ୍ଦ୍ରପୃଷ୍ଠରେ ଏକ ଛାଇ ଭଳି ଦେଖାଯାଏ,ଯାହା ଅବିକଳ ଏକ ଛୋଟ ମଣିଷ ଭଳି।ଏହି ଫୋଟଟି ଭିରାଲ୍ ହେବ ପରେ ଲୋକଙ୍କ ମନରେ ବିଶ୍ୱାସ ଆସିଗଲା ଯେ ଏହା କୌଣସି ଏଲିଆନ ର ଛାଇ ହୋଇପାରେ।

ବର୍ଷ ବର୍ଷ ଧରି ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରରେ ଓହ୍ଲାଇଥିବା ଫୋଟ ଓ ଭିଡିଓ ଦେଖି ଆସୁଛୁ ।ଏବଂ ଏହି ଭିଡିଓ ଟି ସମ୍ପୂର୍ଣ୍ଣ ନୁହେଁ ବୋଲି ଦାବି କରାଯାଇଛି।କାରଣ ନିଲ ପହଞ୍ଚିବା ପରେ କିଛି ସମୟ ପରେ ତାଙ୍କ ରେଡ଼ିଓ ଟ୍ରଂସ୍ ମିଶନ ବନ୍ଦ ହୋଇଯାଇଥିଲା।ଏହି କାରଣରୁ ଆପୋଲ ର କିଛି ଅଡିଓ ଓ ଭିଡିଓ ଫାଇଲ୍ ମିଶିଂ ହୋଇଯାଇଥିଲା।ଏହି ଭିଡିଓ ଅଡିଓ ଚୋରି ହୋଇଯାଇଛି ବୋଲି ନାସା ମିଥ୍ୟା ସୂଚନା ଦେଇ ଆସୁଛି।ଏହି ଆପୋଲ୍ ମିଶନ ପୂର୍ବରୁ ୧୯୬୮ ମସିହାରେ ଆପୋଲୋ ୮ ରେ ଯାଇଥିବା ମାନବ ମହାକାଶ ରୁ ରହି ନାସା ସହ ଯେଉଁ ବାର୍ତ୍ତାଳାପ କରିଥିଲେ ତାହା ଏବେ ଶୁଣିବାକୁ ମିଳୁଛି।

ସେମାନେ ଇ ଏଫ୍ ଓ ଦେଖିଥିବାର ସୂଚନା ଦେଇଛନ୍ତି।ଏବଂ ଏହି ଅଡିଓ ନାସା ଲାଇବ୍ରେରି ରୁ ଲିକ୍ ହେଲା ବୋଲି ଆମେ ଜାଣିପାରିଲେ।ନାସା ରୁ ଶେଷ ଥର ଆପୋଲୋ ୧୭ ମିଶନ ପଠାଯାଇଥିଲା।ଆପୋଲୋ ୧୮,୧୯,୨୦ କୁ ରଦ୍ଦ କରାଯାଇଥିଲା।ଦୀର୍ଘ ୪୦ ବର୍ଷ ହେବ ନାସା କୌଣସି ବି ମାନବ ମିଶନ ପଠାଇନହି କାହିଁକି।ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।