Breking News – ଏବେ ଏବେ ଓଡ଼ିଆ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତା ଙ୍କର ହେଲା ଆକସ୍ମିକ ମୃତ୍ୟୁ,

0

ମଣିଷ ଜୀବନ ଜନ୍ମ ମୃତ୍ୟୁ ମଧ୍ୟରେ ଅତିବାହିତ କରେ।ଜନ୍ମ ମୃତ୍ୟୁ ପରସ୍ପର ପରିପୂରକ।ସୃଷ୍ଟିରେ ସବୁ ଜିନିଷର ଜନ୍ମ ଅଛି ଏବଂ ତାରା ଅନ୍ତ ବି ମଧ୍ୟ ଅଛି।ଜୀବନରେ ସୁଖ ଦୁଃଖ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ।ମଣିଷ ର ଜୀବନ ଏକ ରଥର ଚକ ସଦୃଶ କେତେବେଳେ ଉପରେ ଥାଏ ତ କେତେବେଳେ ତଳେ ଥାଏ ।ଦୁନିଆ ଅର୍ଥାତ୍ ଦୁଇଟି ନିଆଁ ।ମଣିଷ ଜନ୍ମ ବେଳେ ଏନ୍ତୁଡ଼ିଶାଳ ରେ ନିଆଁ ଆଉ ଅନ୍ୟଟି ଶ୍ମଶାନ ର ନିଆଁ।

ସଂସାରରେ ଯାହାର ସୃଷ୍ଟି ଅଛି ତାହାର ବିଲୟ ମଧ୍ୟ ଅଛି।ଏହି ସୃଷ୍ଟି ଆଉ ବିଲୟ ମଧ୍ୟରେ ମଣିଷ ଜୀବନ ଶୈଳୀ ପରିଚାଳିତ।ମନୁଷ୍ୟ ନିଜର କର୍ମ ଅନୁସାରେ ନିଜର ମୃତ୍ୟୁ ଦଣ୍ଡ ଭୋଗ କରିଥାଏ।ନିଜର ଭଲ କର୍ମ ଦ୍ଵାରା ମନୁଷ୍ୟ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ।

ଶ୍ରୀମଦ୍ ଭଗବଦ୍ ଗୀତା ରେ କୁହାଯାଇଛି ଆତ୍ମା ଅବିନସ୍ୱର।ମୃତ୍ୟୁ ପରେ ଆତ୍ମା ର ଅନ୍ତ ଘଟେ ନାହିଁ।ମଣିଷ ଏକ ଦେହ ଧାରୀ ଜୀବ।ସମୟକ୍ରମେ ଏକ ଶରୀର ରେ ଜନ୍ମ କରିଥାଏ ପୁଣି ସେହି ଶରୀର ରେ ମୃତ୍ୟୁ ବରଣ ମଧ୍ୟ କରିଥାଏ।କିନ୍ତୁ ଆତ୍ମା ସ୍ଥିର ଥାଏ।ଗୋଟିଏ ଶରୀର ରୁ ଆଉ ଏକ ଶରୀର କୁ ଯାଇଥାଏ।ତେବେ ନିକଟରେ ଏକ ଦୁଃଖଦ ଘଟଣା ଘଟିଯାଇଛି।ସଙ୍ଗୀତ ଜଗତର ପ୍ରଖ୍ୟାତ ନିର୍ଦ୍ଦେଶକ ଜଳାଲ୍ ଆଦେନି ଆଉ ଆମ ଗହଣ ରେ ନାହାନ୍ତି।

ସେ ଆମକୁ ଚିରଦିନ ପାଇଁ ଛାଡ଼ି ଚାଲିଯାଇଛନ୍ତି।ଏହି ଘଟଣା କେମିତି ହୋଇଥିଲା ଆସନ୍ତୁ ଜାଣିବା।ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ଓଡ଼ିଆ ଫିଲ୍ମ ର ସଙ୍ଗୀତ ନିର୍ଦ୍ଦେଶକ ଜଳାଲ ଆଦେନୀ ଙ୍କ ପରଲୋକ ଘଟିଛି। କଟକ ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି।ଦୀର୍ଘ ଦିନରୁ ଅସୁସ୍ଥ ଥିବା କଥା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି।

କାଳ ର କରାଳ ଗତିରେ ସମସ୍ତେ କବଳିତ।ତେଣୁ କୁହାଯାଏ “କେହି ରହିନାହିଁ ରହିବେ ନାହିଁ କି ଭବ ରଙ୍ଗ ଭୂମି ତଳେ , ସର୍ବେ ନିଜ ନିଜ ଅଭିନୟ ସାରି ବହୁଡ଼ିବେ କାଳ ବଳେ”।ଯାଳାଲ ଆଡେନି ଏକ ଧାରାରେ ଜଣେ ପ୍ରଯୋଜକ ,ସଙ୍ଗୀତ ନିର୍ଦ୍ଦେଶକ,ଗାୟକ,ଗୀତିକାର,ଅଭିନେତା,ଚଳଚ୍ଚିତ୍ର ନିର୍ଦ୍ଦେଶକ ମଧ୍ୟ ଥିଲେ।’ ଅନୁତାପ ‘ ସହ ଅନେକ ଓଡ଼ିଆ ହିଟ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଜଲାଲ ଆଦେଣି ।

ନିଦ ଭରା ରାତି ମଧୁ ଝାରା ପ୍ରୀତି,ନୁପୁର କାହିଁକି ଆଜି ବାନ୍ଧିଲି,ମୁ ତୁମକୁ ଭଲ ପାଏ,ଋଷିଛି ଅଭିମନିନୀ ଭଳି ଅନେକ ଲୋକପ୍ରିୟ ସଙ୍ଗୀତ ର ସେ ନିର୍ଦ୍ଦେଶକ ଥିଲେ।୧୯୭୬ ମସିହାରେ ‘ ହୀରା ମୋତି ମାଣିକ ‘ ଫିଲ୍ମର ନିର୍ଦ୍ଦେଶନା ବି ଦେଇଥିଲେ ଏହି ମହାନ୍ ନିର୍ଦ୍ଦେଶକ ଜାଲାଲ ଅଦେନୀ । ମଣିଷର ଜୀବନ କେତେବଳେ କଣ ଘଟିବ ଏହା କେହି ବି ଜାଣିନାହାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।