ଦେଖନ୍ତୁ ଭିଡ଼ିଓ – ଡିର୍ଭସ ପରେ ବି ହୋଲି ପର୍ବକୁ କେମିତି ପାଳନ କଲେ Ollywood ସୁପରଷ୍ଟାର ଅନୁଭବ ଏବଂ ଅଭିନେତ୍ରୀ ବର୍ଷା 2 ଦିନ ପରେ secret ଭିଡ଼ିଓ ହେଲା ଭାଇରାଲ

0

କିଛି ଦିନ ପୂର୍ବେ ପୁଣି ଚର୍ଚ୍ଚାରେ ଆସିଯାଇଥିଲେ ସେତେବଳ ର ସଫଳ ଯୋଡ଼ି ଓଡ଼ିଆ ସିନେମା ଜଗତର ଜଣାଶୁଣା ତଥା ଚର୍ଚ୍ଚିତ ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। କରୋନା ଯେତେବଳେ ସବୁଆଡେ ଲକ୍ଡ଼ାଉନ୍ ପଡିଥିଲା ସେତେବେଳେ ବର୍ଷା ନିଜ ପତି ଙ୍କ ବିରୋଧରେ ଏକ ସଂଗିନ ଅଭିଯୋଗ ଆଣି କୋର୍ଟ ଯାଇଥିଲେ ବର୍ଷା।

ଗତ ଅଗଷ୍ଟ ୭ ତାରିଖ ଦିନ କଟକ ଏସ.ଟି.ଜି.ଏମ୍ କୋର୍ଟ ରେ ଅଣ୍ଡର ଏକ ପ୍ରୋଟେକ୍ସନ୍ ଅଫ ୱିମେନ ଫ୍ରମ୍ ଡମେଷ୍ଟିକ୍ ଭାଇଓଲେନ୍ସ ଅଣ୍ଡର ସେକ୍ସନ ୧୨ ରେ ମାମଲା ରୁଜୁ କରିଥିଲେ। ଅନୁଭବ ତାଙ୍କୁ ମଦ ପିଇ ଶାରୀରିକ ତଥା ମାନସିକ ଭାବେ ଅତ୍ୟାଚାର କରୁଥିବାର ଅଭିଯୋଗ ମଧ୍ୟ ଆଣିଥିଲେ ବର୍ଷା। ଟା ଛଡା ସହ ଅଭିନେତ୍ରୀ ମାନଙ୍କ ସହ ମଧ୍ୟ ସମ୍ପର୍କ ରଖିଥିଲେ ବୋଲି କହିଥିଲେ ବର୍ଷା। ସେ ଏହା ମଧ୍ୟ କହିଥିଲେ କି ତାଙ୍କୁ କଟକ ରେ ଏକା ଛାଡ଼ି ଦେଇ ଅନୁଭବ ଆଉ ତାଙ୍କ ଘର ଲୋକେ ଦେଲ୍ହି ରେ ରହୁଥିଲେ।

ତା ପରେ ବର୍ଷା ଙ୍କୁ ଜବାବ୍ ଦେଇ ଦେଲ୍ହି ପଟିୟାଲା ହାଉସ କୋର୍ଟରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ତାଙ୍କର ଛାଡ ପତ୍ର ପିଟିସନ ଦାଖଲ କରିଥିଲେ। ସେ ମଧ୍ୟ ୪୭ ପୃଷ୍ଠା ର ପିଟିସନ ରେ ପତ୍ନୀ ବର୍ଷା ଙ୍କ ବିରୋଧରେ ଆଣିଥିଲେ ସଙ୍ଗିନ ଅଭିଯୋଗ। ବର୍ଷା କୁଆଡେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଦେଉ ନ ଥିଲେ। ପତ୍ନୀ ସହ ଶାରୀରିକ ସମ୍ପର୍କ ନ ହେଉଥିବାରୁ ନିଜକୁ ଅସହଜ ଓ ଅସୁଖି ମନେ କରୁଥିଲେ ବୋଲି ଏହି ପିଟିସନ ରେ ଉଲ୍ଲେଖ କରିଛନ୍ତି ସ୍ବାମୀ ଅନୁଭବ ମହାନ୍ତି।

ବାହାଘର ର ପ୍ରଥମ ଦିନ ହିଁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ୩ ରୁ ୪ ମାସ ସମୟ ମାଗିଥିଲେ ବର୍ଷା। ଓ ପତ୍ନୀ ଙ୍କ ଇଚ୍ଛା କୁ ସମ୍ମାନ ଦେଇ ସେ ମଧ୍ୟ ସେଥିରେ ରାଜି ହୋଇ ଯାଇଥିଲେ। ସାସଂଦ ହେବା ପରେ ଦେଲ୍ହି ରେ ରହିବା ପରେ ମଧ୍ୟ ବର୍ଷା ଅନବରତ ଭାବେ ମନା କରି ଆସୁଥିଲେ। ତେବେ ବର୍ଷା ତାଙ୍କୁ କେବେ ବୈବାହିକ ଖୁସି ଦେଇ ନ ଥିବାର ପିଟିସନ ରେ ସେ ଉଲ୍ଲେଖ କରିଥିଲେ।

ଶାଶୁ ଘରେ ନ ରହି ଅଧିକାଂଶ ସମୟ ବାପା ଘରେ ରହୁଥିଲେ ବର୍ଷା। ତା ସହିତ ଶାଶୁ ଘର ଖାଦ୍ୟ ପସନ୍ଦ କରୁ ନ ଥିବା ଏହି ପରି ଅଭିଯୋଗ ମଧ୍ୟ ଆଣିଥିଲେ। ଡାଉରୀ କେଶ୍ ରେ ତାଙ୍କୁ ଆଉ ତାଙ୍କ ଘର ଲୋକ ଙ୍କୁ ଜେଲ୍ ରେ ପୁରାଇବାରେ ଧମକ ମଧ୍ୟ ଦେଉଥିଲେ ଓ ଅପମାନିତ କରୁଥିଲେ। ସେ ପାଇଁ ବର୍ଷା ଙ୍କୁ ତାଙ୍କ ଖୁସି ଆଉ ଇଛାରେ ଛାଡ଼ିଦେବା ପାଇଁ ନିଷ୍ପତି ନେଇଥିଲେ ଅନୁଭବ।

ତେବେ ବର୍ଷା ଓ ଅନୁଭବ ଦୁଇ ଜଣ ଙ୍କ ଅଭିଯୋଗ ମଧ୍ୟରୁ କିଏ ଭୁଲ୍ କିମ୍ବା କିଏ ଠିକ୍ ତ ଆଗକୁ କୋର୍ଟ ଫାଇସଲା କରିବ। ତେବେ ଗତ କାଲି ହୋଲି ଉତ୍ସବ ଥିଲା ସେଥିରେ ଓଡ଼ିଆ ସିନେମା ଜଗତର ସମସ୍ତେ ବହୁତ ଆନନ୍ଦ ଉଲ୍ଲାସ ରେ ମନେଇଥିଲେ। ତେବେ ଆମେ ଏଇଠି କହି ରଖୁଛୁ ଯେ ଆର ବର୍ଷ ହୋଲି ବର୍ଷା ଓ ଅନୁଭବ ବହୁତ ଖୁସି ରେ ମନେଇଥିଲେ,

କିନ୍ତୁ ଚଳିତ ବର୍ଷ ବାଦ ବିବାଦ ଯୋଗୁଁ ଏହି ଯୋଡ଼ି ସାଙ୍ଗରେ ହୋଲି ଖେଳି ପାରି ନଥିଲେ।ତେବେ ସୋସିଆଲ ମିଡିଆରେ ଏହି ମିଥ୍ୟା ଖବର ଭାଇରାଲ ହେବାରେ ଲାଗିଛି,ମାତ୍ର ଆମେ କହି ରଖୁଛୁ କି ଅନୁଭବ ଓ ବର୍ଷା ଏ ବର୍ଷ ହୋଲି ଖେଳି ନାହାନ୍ତି। ସୋସିଆଲ ମିଡିଆରେ ଯେଉଁ ଫୋଟୋ ଓ ଭିଡ଼ିଓ ଭାଇରାଲ ହେଉଚି ତାହା ପୂର୍ବ ବର୍ଷର ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ ।