ଓଡିଶାର ବଡ ଜଗନ୍ନାଥ ମନ୍ଦିର କେଉଁଠାରେ ଅବସ୍ଥିତ ? କହିପାରିବେ ଏହି ପ୍ରଶ୍ନର ଉତ୍ତର କଣ ହେବ କମେଣ୍ଟ କରି ଜଣାନ୍ତୁ….

0

ଜୟ ଜଗନ୍ନାଥ ପ୍ରିୟ ପାଠକ ଗଣ। ତେବେ ହିନ୍ଦୁ ଶାସ୍ତ୍ର ଅନୁସାରେ ଅମର ବହୁତ ପୌରାଣିକ କିମ୍ବଦନ୍ତୀ ଭରି ଭରି ରହିଛି। ଯେମିତି କି ରାମାୟଣ ହେଉ ମହାଭାରତ ହେଉ କୃଷ୍ଣ ଗାଥା ହେଉ। ତେବେ ଆମର ଜେଜେ ଜେଜେମା ମାନେ ତାଙ୍କ ନାତି ନାତୁଣୀ ଙ୍କୁ ଗପ କହି ଏହି ସବୁ କଥା ଶୁଣାଇ ଥାନ୍ତି। ଯାହା ଦ୍ଵାରା ଆଜି ର ପିଲା ମାନେ ଏସବୁ ଗପ ଜରିଆ ରେ କିଛି ସିକ୍ଷଣୀୟ କଥା ଶିଖିବେ ଏବଂ ଏହାକୁ ନିଜ ଜୀବନେ ରେ ଉପଯୋଗ କରିବେ।

ତେବେ ଆପଣ ମାନେ ତ ଜାଣିଥିବେ ରାମାୟଣ କଥା। ଅଯୋଧ୍ୟା ର ରାଜା ଦଶରଥ ଙ୍କ ୩ ଟି ରାଣୀ ଥିଲେ ଓ ସେମାନଙ୍କ ଠାରୁ ୪ ଟି ପୁଅ ଥିଲେ। ଜ୍ୟେଷ୍ଠ ପୁତ୍ର ଥିଲେ ରାମ। ମଝିଆ ମାତା କୈକେୟୀଙ୍କ ଆଦେଶ ରେ ବାପା ଙ୍କ ବଚନ ରକ୍ଷା କରିବାକୁ ଯାଇ ସେ କିପରି ସାନ ଭାଇ ଲକ୍ଷ୍ମଣ ଏବଂ ପତ୍ନୀ ସୀତା ଙ୍କ ସହିତ ୧୪ ବର୍ଷ ପାଇଁ ଖୁସି ଖୁସି ବନ ଗମନ କରିଥିଲେ। ସେଥିପାଇଁ ତ ତାଙ୍କୁ ପୁରୁଷୋତ୍ତମ କୁହାଯାଏ। ତେବେ ଆସନ୍ତୁ ଜାଣିବା ସେହି ବିଷୟରେ କିଛି ପ୍ରଶ୍ନ ଆଉ ତାହାର ଉତ୍ତର।

୧. ଓଡିଶାର ବଡ ଜଗନ୍ନାଥ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉତ୍ତର – ପୁରୀ

୨. ରାମାୟଣ ଯୁଗରେ କେଉଁ ନାରୀ କୁ ସତୀ କୁହା ଯାଉଥିଲା?
ଉତ୍ତର : ସୁଲୋଚନା।

୩. କେଉଁ ମହର୍ଷି ନିଜ ପିତାଙ୍କ ଆଦେଶରେ ମାତାଙ୍କ ମୁଣ୍ଡ କାଟି ଦେଇଥିଲେ?
ଉତ୍ତର : ପର୍ଶୁରାମ

୪. ଭଗବାନ ବ୍ରହ୍ମା ନିଜ ପାଟି ମାଧ୍ୟମରେ ଜନ୍ମ କରାଇଥିବା ଭାଲୁଟିର ନାମ କଣ?
ଉତ୍ତର : ଯାମ୍ବବାନ୍।

୫. କେଉଁ ଋଷି ରାମଚନ୍ଦ୍ରଙ୍କୁ ବନବାସ ନ ପଠେଇବାକୁ ଚେଷ୍ଟା କରିଥିଲେ?
ଉତ୍ତର : ଜାବାଳି।

୬. ଲଙ୍କାକୁ ପୋଲ ତିଆରି କରିବା ପୂର୍ବରୁ ପ୍ରଭୁ ଶ୍ରୀ ରାମଚନ୍ଦ୍ର କାହାକୁ ପ୍ରାର୍ଥନା କରିଥିଲେ?
ଉତ୍ତର : ଶିବ।

୭. ରାବଣର କେଉଁ ପୁତ୍ରକୁ ହନୁମାନ ଅଶୋକ ବାଟିକାରେ ହତ୍ୟା କରିଥିଲେ?
ଉତ୍ତର : ଅକ୍ଷକୁମାର।

୮. ମହର୍ଷି ଜମଦଗ୍ନି ଙ୍କୁ କିଏ ହତ୍ୟା କରିଥିଲେ?
ଉତ୍ତର : ସହସ୍ରାର୍ଯୁନ।

୯. ମହର୍ଷି ଯମଦଗ୍ନିଙ୍କ ପିତା କିଏ ଅଟନ୍ତି?
ଉତ୍ତର : ରିଚିକ।

୧୦. ରାମଚନ୍ଦ୍ର ମୁକୁଟ ପରିଧାନ କରିବା ବେଳେ କିଏ ପାଞ୍ଚଶହ ନଦୀରୁ ଜଳ ଆଣି ଦେଇଥିଲେ?
ଉତ୍ତର : ଜାମ୍ବବାନ।

୧୧. କେଉଁ ଋଷି ନିଜ ପିତାଙ୍କର ଆଦେଶ ରେ ଗାଈ ମାନଙ୍କୁ ହତ୍ୟା କରିଥିଲେ?
ଉତ୍ତର : କନ୍ଦୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।