Ajira Anuchinta – ସକାଳୁ ସ୍ତ୍ରୀ କିମ୍ବା ପରନାରୀ ସହିତ ଶାରୀରିକ ସମ୍ପର୍କ ରଖିଲେ କ’ଣ ହୋଇଥାଏ ଜାଣନ୍ତୁ ଏହି ଭୟଙ୍କର କଥା

0

ଆମେ ଆମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ଥାଉ, ମାତ୍ର ଆମ ସ୍ବାସ୍ଥ୍ୟ ପାଇଁ ଯାହା ସ୍ୱାସ୍ଥ୍ୟକର ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ। ଏହା ସହିତ ମଧ୍ୟ ଶରୀର କୁ ସୁସ୍ଥ ପାଇଁ ଯେଉଁ ଉପାଦାନ ଦରକାର ତାହା କେବେ ଆମେ ମନରେ ମଧ୍ୟ ଭାବୁନା। ତେଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡୁ। ଆମ ଶରୀରକୁ ବାହ୍ୟ ରୋଗ ଜୀବାଣୁ ରୁ ଦୂରେଇବା ହେଲେ ଅନେକ ପ୍ରକାର ଅଭ୍ୟାସ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ।

ତେବେ ଆପଣ ମାନେ ଦେଖୁଥିବେ କି ଅନେକ ଲୋକ ସକାଳେ ଉଠିଯାଇଥାନ୍ତି ତ କେତେକ ଲୋକମାନେ ପୁଣି ବିଳମ୍ବ ରେ ତଥା ସୂର୍ଯ୍ୟ ଉଦୟ ହେବା ପରେ ସେଜ ରୁ ଉଠିଥାନ୍ତି। ତେବେ ଏହି ପୋଷ୍ଟ ମଧ୍ୟମରେ ଆମେ ଆପଣଙ୍କୁ ଜଣେଇବୁ ଯେ ସକାଳେ ଶୀଘ୍ର ଉଠିବାର କଣ ସବୁ ଫାଇଦା ରହିଥାଏ।

୧.ସକାଳେ ଶୀଘ୍ର ଉଠିବା ଦ୍ବାରା ଶରୀର ଓ ମନ ସତେଜ ରହିଥାଏ। ଏହା ସହ ଆମ ଶରୀରରେ ଉଚ୍ଚ ରକ୍ତଚାପ ଏବଂ କ୍ରଲେଷ୍ଟର ର ମଧ୍ୟ ନିୟନ୍ତ୍ରଣ ହୋଇଥାଏ। ଏହା ସହ ମନ ପ୍ରଫୁଲିତ ରହିଥାଏ ଆଉ ମନକୁ ସକାରତ୍ମକ ଚିନ୍ତାଧାରା ଆସିଥାଏ।
୨.ସକାଳେ ଉଠିବା ପରେ ଜଲ୍ଦି ଜଳଖିଆ ଖାଇନେବା ଉଚିତ ଏହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ ଏବଂ ଶରୀର ପାଇଁ ବହୁତ ଉପକାରୀ ଅଟେ।

୩.ସକାଳେ ଉଠିବା ଦ୍ବାରା ଆମର ମାନସିକତା ବହୁତ ସକାରତ୍ମକ ହୋଇଥାଏ।ଏହା ଆମକୁ କୌଣସି କାର୍ଯ୍ୟ କରିବାକୁ ଉତ୍ସାହିତ କରେ ।ଏବଂ ଆମ ପାଖରେ ଅଧିକ ସମୟ ମଧ୍ୟ ରହିଥାଏ ସମସ୍ତ କାର୍ଯ୍ୟ କରିବାକୁ ।
୪.ସକାଳେ ଉଠିବା ପରେ ଆପଣ ଯୋଗା କିମ୍ବା ବ୍ୟାୟାମ କରିବା ଶରୀର ପାଇଁ ଭଲ ହୋଇଥାଏ। ଏହା ଆମ ମନ ଓ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
୫.ସକାଳେ ଉଠିବା ପରେ କିଛି ସମୟ ବାହାରେ ବୁଲିବା ଉଚିତ ।ସକାଳର ବାୟୁମଣ୍ଡଳ ବହୁତ ଉପକାରୀ ହୋଇଥାଏ ଏହା ସହ ସକାଳର ସୂର୍ଯ୍ୟ କିରଣ ଆମ ଶରୀରରେ ପଡିବା ଦ୍ବାରା ହାତ ଗଣ୍ଠି ବାତ ପରି ରୋଗ ଭଲ ହୋଇଯାଇଥାଏ।
୬.ସକାଳର ପବନରେ ନିଶ୍ୱାସ ମାରିବା ଦ୍ବାରା ଆପଣଙ୍କର ଫୁସଫୁସ ଏବଂ ବୃକକ ସୁସ୍ଥ ରହିବା ସହ ଆମର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।
୭.ବନ୍ଧୁଗଣ ଯଦି ଆପଣ ସକାଳେ ଶୀଘ୍ର ଉଠିବାକୁ ଚାହାନ୍ତି ତେବେ ରାତିରେ କମ ଖାଦ୍ୟ ଖାଇବା ସହ ରାତିରେ ମିଠା ଖାଇବା ଅନୁଚିତ ଅଟେ।
୮.ସକାଳେ ଉଠିବା ପରେ କେବେବି ପ୍ରଥମେ ଆଇନା ଦେଖନ୍ତୁ ନାହିଁ କିମ୍ବା କୌଣସି ପଶୁପକ୍ଷୀ ଙ୍କର ନାମ ନିଅନ୍ତୁ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ।

୯.ସକାଳେ ଉଠିବା ପରେ ତୁଳସୀ ଗଛ ରେ ଜଳାର୍ପଣ କରିବା ବହୁତ ଶୁଭ ହୋଇଥାଏ। ଏହା ସହ ଏକ ତମ୍ବା ପାତ୍ରରେ ପାଣି ରଖି ସେଥିରେ ତୁଳସୀ ପତ୍ରକୁ ପକେଇ ଘରେ ଛିଞ୍ଚିବା ଶୁଭ ହୋଇଥାଏ।
୧୦.ସକାଳେ ଉଠିବା ପରେ ଦ୍ରପଦୀ,ଅହଲ୍ୟା ,ମନ୍ଦ୍ୱନ୍ଦରୀ, ତାରା ଏବଂ କୁନ୍ତି ଙ୍କର ନାମ ନେବା ଉଚିତ ଏହା ବହୁତ ଶୁଭ ହୋଇଥାଏ ।
୧୧.ସକାଳେ ଉଠିବା ପରେ ନିଜର ଦୁଇ ପାପୁଲି କୁ ଯୋଡି ଦେଖିବା ଶୁଭ ଅଟେ ଏବଂ ସକାଳେ ଗାଈ ଓ ପଶୁପକ୍ଷୀ ଙ୍କୁ ଖାଦ୍ୟ ଦେବା ମଧ୍ୟ ଭଲ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।