ଦେଖନ୍ତୁ ଭିଡିଓ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଙ୍କ ଜନ୍ମ ଦିନ କିଭଳି ପାଳନ କରିଲେ ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆଜିର ସମାଜରେ ମଣିଷ ନିଜର ବ୍ୟସ୍ତ ବହୁଳ ଜୀବନରେ ଚିନ୍ତାଶୀଳ ହୋଇପଡିଛି।ତେବେ ଏହି ସବୁ ଚିନ୍ତାରୁ ନିସ୍ତାର ପାଇବା ପାଇଁ ଏଣ୍ଟଟେନ୍ମେଣ୍ଟ ର ପଥ ଅବଲମ୍ବନ କରିଥାଏ।ତେବେ ଆଜିର ଯୁଗରେ ମୋବାଇଲ ,ଟିଭି,ନେଟ, ଏହି ସବୁ ଏଣ୍ଟଟେନ୍ମେଣ୍ଟର ଉତ୍ସ ଅଟେ।ତେବେ ଚଳଚ୍ଚିତ୍ର ପ୍ରତି ସମସ୍ତେ ବେଶ୍ ଆକର୍ଷିତ।ସେଥି ମଧ୍ୟରୁ କମେଡି, ଲଭ, ଆକ୍ସନ ଏହି ସବୁ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି।ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ବାବୁଶାନ୍ ମହାନ୍ତି ଙ୍କ ଫିଲ୍ମକୁ ଦର୍ଶକ ମାନେ ବେଶ୍ ପସନ୍ଦ କରିଥାନ୍ତି।

ତାଙ୍କ ବାପା ହେଉଛନ୍ତି ଉତ୍ତମ ମହାନ୍ତି ଯେ କି ନବେ ଦଶକର ସୁପର ଷ୍ଟାର ଏବଂ ତାଙ୍କ ମାଆ ଙ୍କ ନାମ ଅପରାଜିତା ମହାନ୍ତି।ଉଭୟ ଚଳଚ୍ଚିତ୍ର ଜଗତର ବେଷ୍ଟ ଯୋଡ଼ି ଅଟନ୍ତି।ଉଭୟ ଉତ୍ତମ ଓ ଅପରାଜିତା ଙ୍କ ଯୋଡିକୁ ଦର୍ଶକ ବେଶ୍ ପସନ୍ଦ କରିଥାନ୍ତି।ତେବେ ମାଆ ବାପା ଙ୍କ ଭଳି ପୁଅ ମଧ୍ୟ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ମନ କୁ ଜିତି ପାରିଛନ୍ତି।

ବାବୁଶାନ୍ ମହାନ୍ତି ଆକଟିଙ୍ଗ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ।ତେବେ ନିକଟରେ ବାବୁଶାନ୍ ତାଙ୍କ ସ୍ତ୍ରୀ ଙ୍କ ଜନ୍ମଦିନ ପାଲୁଥିବର ଏକ ଭିଡିଓ ସାମ୍ନା କୁ ଆସିଛି।ଯାହା କି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।ଆସନ୍ତୁ ଜାଣିବା ବାବୁଶାନ୍ ତାଙ୍କ ସ୍ତ୍ରୀ ତୃପ୍ତି ଙ୍କ ଜନ୍ମଦିନ କେମିତି ପାଳନ କଲେ।ବାବୁଶାନ୍ ଙ୍କ ପ୍ରଥମ ଫିଲ୍ମ ହେଉଛି ରୋମିଓ ଦି ଲଭର ବଏ।ବାବୁଶାନ୍ ଏକାଧାରରେ ଜଣେ ଭଲ ଅଭିନେତା,

ଗାୟକ ତଥା କମେଡି ରୋଲରେ ଭଲ ଅଭିନୟ କରିଥାନ୍ତି।ଦର୍ଶକ ମାନେ ବାବୁଶାନ୍ ଙ୍କ ଆକ୍ଟିଙ୍ଗ କୁ ବେଶ୍ ପସନ୍ଦ କରିଥାନ୍ତି।ବାବୁଶାନ୍ ନିଜ ଏକ୍ଟିଂଙ୍ଗ କ୍ୟାରିଅର ରେ ବହୁ ଫିଲ୍ମ କରି ଲୋକପ୍ରିୟ ହୋଇପାରିଛନ୍ତି।ବାବୁଶାନ୍ ଫିଲ୍ମ ମଧ୍ୟରେ ନିଜର ଅଭିନୟ ପରାକାଷ୍ଠା ରେ ବହୁ ଆୱାର୍ଡ଼ ମଧ୍ୟ ପାଇଛନ୍ତି।

ବାବୁଶାନ୍ ନିଜର ପତ୍ନୀ ତୃପ୍ତି ଙ୍କ ଜନ୍ମଦିନ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି।ସେ ନିଜେ ଏକ ଗୀତ ଗାଇ ତାଙ୍କ ସ୍ତ୍ରୀ କୁ ଖୁସି ପ୍ରଦାନ କରିଛନ୍ତି।ଏହି ଜନ୍ମ ଉତ୍ସବରେ ବହୁ ନାୟକ ନାୟିକା ମାନେ ଯୋଗ ଦେଇଥିଲେ।ତୃପ୍ତି ଙ୍କ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମାଧୂର୍ଯ୍ୟ ଅଟେ।ପରଦା ଆଗରେ ବହୁ ଅଭିନେତ୍ରୀ ଙ୍କ ସହ ଅଭିନୟ କରିଛନ୍ତି।କିନ୍ତୁ ତୃପ୍ତି ହେଉଛନ୍ତି ବାବୁଶାନ୍ ଙ୍କ ବାସ୍ତବ ଜୀବନ ର ନାୟିକା।

ଉଭୟ ଙ୍କ ଯୋଡ଼ି କୁ ଦର୍ଶକ ମାନେ ବେଶ୍ ପସନ୍ଦ କରିଥାନ୍ତି।ବାବୁଶାନ୍ ଙ୍କ ଅକ୍ଟିଙ୍ଗ ର ଯାଦୁ କିଛି ନିଆରା।ବାବୁଶାନ୍ ଚଳଚ୍ଚିତ୍ର ଜଗତରେ ଚକୋଲେଟ ହିରୋ ଭାବରେ ଖ୍ୟାତ।ବାବୁଶାନ୍ ଙ୍କ ଫିଲ୍ମ ବେଶ୍ ଶିକ୍ଷା ଦାୟକ ଅଟେ।ଉଭୟ ବାବୁଶାନ୍ ଓ ତୃପ୍ତି ଯୋଡ଼ି କୁ ମହାପ୍ରଭୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ।ତାଙ୍କର ଜୀବନ ସୁଖମୟ ହେଉ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।