ଦେଖନ୍ତୁ ଭିଡିଓ ଏବେ ଏବେ ଭାଇରାଲ ହେଉଛି ତାରାତାରିଣୀ ସିରିଏଲର ସୁଟିଂସେଟ ହୋଲି ପାଳନ ଭିଡିଓ 1ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି

0

ରଙ୍ଗର ପର୍ବ ହୋଲି କୁ ସମସ୍ତେ ବେଶ୍ ଖୁସିରେ ମନାଇବା ପାଇଁ ଅପେକ୍ଷା କରିଥାନ୍ତି।ବସନ୍ତ ଋତୁରେ ପଡ଼ୁଥିବା ଏହି ପର୍ବକୁ ଭାଷା,ବର୍ଣ୍ଣ, ପ୍ରାନ୍ତ,ଧର୍ମ ନିର୍ବିଶେଷରେ ସମସ୍ତେ ବେଶ୍ ଉତ୍ସାହ ସହ ପାଳନ କରିଥାନ୍ତି।ଏହି ପର୍ବରେ ଲୋକେ ରାଧା ଦମଦୋରଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ଭ୍ରମଣ କରିଥାନ୍ତି।ଏହି ଅବସରରେ ଠାକୁରଙ୍କ ଅବିର ଖେଳ ମଧ୍ୟ ହୋଇଥାଏ।ହୋଲି ପର୍ବକୁ ସବୁଠି ଆଡମ୍ବର ସହକାରରେ ପାଳନ କରାଯାଇଥାଏ।

ପରସ୍ପରକୁ ରଙ୍ଗ ଲଗାଇ ସମସ୍ତେ ହୋଲି ପର୍ବ ପାଳନ କରିଥାନ୍ତି।ଏହି ଉତ୍ସବକୁ ଦୋଳ ପୂର୍ଣ୍ଣିମା କୁହାଯାଏ।ପୁରା କାଳରେ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ଓ ରାଧା ପରସ୍ପର ପ୍ରେମର ରଙ୍ଗରେ ହୋଲି ଖେଳୁଥିବା ର ମାନ୍ୟତା ଅଛି।ତେବେ ଦେଶରେ ସବୁଠି କରୋନା କୁ ନେଇ ଭୟଭୀତ ପରିବେଶ ସୃଷ୍ଟି ହୋଇଛି।ଚଳିତ ବର୍ଷ କୋରୋନା ନିମିତ୍ତ ଲୋକେ ବହୁ ସାବଧାନ ସତର୍କତା ସହ ହୋଲି ଉତ୍ସବ ପାଳନ କରିଛନ୍ତି।

ଏହି ହୋଲିର ପର୍ବରେ ମଣିଷ ମଣିଷ ଭିତରେ ଥିବା ମାନମଲିନ୍ୟ ସବୁ ରଙ୍ଗ ଅବିରରେ ଧୋଇ ହୋଇଯାଏ।ତେଣୁ ଏହି ପବିତ୍ର ହୋଲି ପର୍ବରେ ଦେଶର ସବୁ କୋଣ ପ୍ରତିକୋଣ ରୁ ଉତ୍ସବର ଲହରୀ ଖେଳି ଉଠେ।ତେବେ ଟିଭି ପରଦାରେ ଅଭିନୟ କରୁଥିବା ନାୟକ ନାୟିକା ମାନେ କିପରି ହୋଲି ଉତ୍ସବ ପାଳନ କରିଛନ୍ତି ଆସନ୍ତୁ ଜାଣିବା।ଓଡ଼ିଶାରେ ଘରେ ଘରେ ପରିଚିତ ହେଉଥିବା ଧାରାବାହିକ ଗୁଡ଼ିକର ନାୟକ ନାୟିକା କିପରି ଚଳିତ ବର୍ଷ ହୋଲି ଉତ୍ସବ ମୋନାଇଥିଲେ ଆସନ୍ତୁ ଜାଣିବା।

ଓଡ଼ିଶାରେ ପ୍ରସାରିତ ତରଙ୍ଗ ଚ୍ୟାନେଲ ରେ ସବୁ ଧାରାବାହିକ କଳାକାର ମାନେ ହୋଲି ଉତ୍ସବ ପାଳିବା ପାଇଁ ଏକତ୍ରିତ ହୋଇଥିଲେ।ତାରା ତାରିଣୀ ଧାରାବାହିକର ସମସ୍ତ କଳାକାର ଏହି ଉତ୍ସବରେ ଯୋଗ ଦେଇଥିଲେ।ଏବଂ ସମସ୍ତେ ବେଶ୍ ଆନନ୍ଦ ଉଲ୍ଲାସରେ ହୋଲି ଖେଳୁଥିବା ଦୃଶ୍ୟ ସାମ୍ନା କୁ ଆସିଛି।ଯାହାକି ତାରା ତାରିଣୀ ଧାରାବାହିକର ନାୟିକା ଲିପି ନିଜ ସୋସିଆଲ ଆକାଉଣ୍ଟ ରେ ମଧ୍ୟ ଫୋଟ ପୋଷ୍ଟ କରିଛନ୍ତି।

ଏହା ବ୍ୟତୀତ ନୂଆବୋହୁ ସିରିଆଲ ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ ।ରାଧିକା ଓ ସତ୍ୱିକ ଉଭୟ ରଙ୍ଗ ଖେଳୁଥିବା ର ଫୋଟ ସାମ୍ନା କୁ ଆସିଛି।ତାଙ୍କ ଯୋଡ଼ି ଦର୍ଶକମାନେ ବେଶ୍ ପସନ୍ଦ କରିଥାନ୍ତି।ସେହି ପରି ତରଙ୍ଗ ଚ୍ୟାନେଲ ର ପ୍ରସାରିତ ହେଉଥିବା ଅନ୍ୟ ସମସ୍ତ ଧାରାବାହିକର କଳାକାର ମାନେ ଏହି ହୋଲି ଉତ୍ସବରେ ଯୋଗ ଦେଇଥିଲେ।ଏବଂ ତାଙ୍କର ଅଗଣିତ ଦର୍ଶକ ମାନଙ୍କୁ ହୋଲି ପର୍ବର ଶୁଭେଚ୍ଛା ଜଣାଇଥିଲେ।

କାରୋନା ଭୟଙ୍କର ସ୍ଥିତି ଯୋଗୁ ସମସ୍ତେ ପ୍ରାୟତଃ ସାବଧାନତା ଅବଲମ୍ବନ କରି ହୋଲି ପାଳନ କରିଥିଲେ।ରଙ୍ଗ ମାଧ୍ୟମରେ ପରସ୍ପର ପରସ୍ପର ଙ୍କୁ ବିଭିନ୍ନ ରଙ୍ଗରେ ଜୀବନରେ ରଙ୍ଗ ଭାରିଦେଇଥିଲେ।ଭଗବାନ ରାଧା କୃଷ୍ଣ ଆପଣ ସମସ୍ତଙ୍କ ଜୀବନକୁ ହସ,ଖୁସି,ପ୍ରେମ ଆଦିକୁ ବିଭିନ୍ନ ରଙ୍ଗ ରେ ଭରି ଦିଅନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।