ଭିଣେଇ ସହ ଶୋଇଥିଲେ ଶାଳୀ ଘର ଲୋକ ଯାଇ ଦେଖିଲା ବେଳକୁ କରିପକିଛନ୍ତି ଏପରି କାଣ୍ଡ ଜାଣିଲେ ଆପଣ ମଧ୍ୟ ହେବେ ଅବାକ୍….

0

ବର୍ତ୍ତମାନର ଏହି ଅତ୍ୟାଧୁନିକ ସମାଜରେ ସମ୍ପର୍କର କିଛି ମୁଲ୍ୟ ନାହିଁ କହିଲେ ଚଳେ । ଆଜିର ଲୋକମାନେ କେବଳ ନିଜର ସ୍ୱାର୍ଥ ହାସଲ କରିବା ପାଇଁ କୌଣସି ବି ସମ୍ପର୍କ କୁ ବଳି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି । ଲୋଭ , ମୋହ , କାମନା ଓ ବାସନା ର ବଶୀଭୂତ ହୋଇ ଏବେର ମନୁଷ୍ୟ ନିଜର ହିତାହିତ ଜ୍ଞାନ ହରେଇବସୁଛି ଏବଂ କରିବସୁଛି ଅମାନବୀୟ କାର୍ଯ୍ୟ ସବୁ । ଆଉ ବର୍ତ୍ତମାନ ର ପ୍ରେମ କଥା କହିଲେ ତା ଆଜିର ଯୁବପୀଢ଼ି ମାନେ ପ୍ରଥମେ ଶାରୀରିକ ସମ୍ପର୍କକୁ ବୁଝନ୍ତି । ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ଅତ୍ୟନ୍ତ କୌଳୁଷିତ କରିସାରିଲେଣି ଏହି ଅତ୍ୟାଧୁନିକ ର ଯୁବପୀଢ଼ି । ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କୁ ମଧ୍ୟ ହସ ଲଜ୍ୟା ଲାଗିବ ।


ସୂଚନା ଅନୁସାରେ , ଜଣେ ଭାଇ ନିଜର ଭଉଣୀ ଙ୍କ ଘରେ କିଛି ଏମିତି କାମ କରିଛନ୍ତି ଯାହା ଜାଣିଲେ ଆପଣଙ୍କୁ ମଧ୍ୟ ଖରାପ ଲାଗିବ ।ତେବେ ଘଟଣା ଟି କିଛି ଏମିତି ଥିଲା କି ଜଣେ ଭାଇ ନିଜର ଭଉଣୀ ର ବିବାହ ପରେ ଭିଣେଇ ଙ୍କର ଘରକୁ ଆସିଥିଲେ ।ତେବେ ସେଠାରେ ସେ ଯେତେବେଳେ ତାର ଭଉଣୀ ର ନଣନ୍ଦ କୁ ଦେଖିଥିଲେ ସେତେବେଳେ ସେ ତାଙ୍କୁ ପସନ୍ଦ କରିବାକୁ ଲାଗିଲେ । ଆଉ ଏପରି ସେହି ଝିଅ ଟି ମଧ୍ୟ ତାଙ୍କ ସହ କଥାବାର୍ତ୍ତା କରୁଥିବାର ତଥା ତାଙ୍କ ପ୍ରତି ଆଗ୍ରହ ପ୍ରକାଶ କରୁଥିବାର ଜଣାପଡିଥିଲା ।


ପରେ ଧୀରେ ଧୀରେ ଦୁହେଁ ଦୁହିଁଙ୍କ ଆଡ଼କୁ ଆକର୍ଷଣୀୟ ହେଁବା କୁ ଲାଗିଲେ । ତେବେ ଝିଅ ଟି ସେହି ପୁଅ କୁ ଦେଖା କରିବା ପାଇଁ ମଝିରେ ମଝିରେ କୌଣସି ନା କୌଣସି ବାହାନା କରି ଭାଉଜ ଙ୍କ ବାପ ଘରକୁ ଯିବାକୁ ଘରେ କହୁଥିଲେ । ତେବେ ତାଙ୍କର ଭାଉଜ ଙ୍କ ଘରକୁ ଯିବାର କିଛି ଏମିତି ଉଦେଶ୍ୟ ଆଛି ବୋଲି ପରିବାର ଲୋକଙ୍କୁ ଜଣା ନଥିବାରୁ ସେମାନେ ମଧ୍ୟ ତାକୁ ସହଜରେ ଯିବାକୁ ଅନୁମତି ଦେଇଥିଲେ ।ଏହି ପରି ଭାବରେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ଏକ ପ୍ରେମ ସମ୍ପର୍କ ରେ
ବଦଳି ଗଲା ।


ଝିଅ ଟି ବାରମ୍ବାର ଏପରି କିଛି ନା କିଛି ବାହାନା କରି ତାର ଭାଉଜ ର ଭାଇକୁ ଦେଖା କରୁଥିଲା । ତେବେ ଧୀରେ ଧୀରେ ଝିଅ ର ପରିବାର ଲୋକେ ଏ ବିଷୟରେ ଜାଣିବାକୁ ପାଇଥିଲେ ମାତ୍ର ନୂଆ ନୂଆ ବନ୍ଧୁ ବାନ୍ଧି ଥିବାରୁ ସେମାନେ କିଛି କହିପାରୁନଥିଲେ । ଏହାର ସୁଯୋଗ ନେଇ ସେମାନେ ଧୀରେ ଧୀରେ ଖଲ ଖୋଲି ଭାବରେ ଦୁହିଁଙ୍କୁ ଭେଟୁଥିଲେ । ଏବଂ ଦୁହିଁଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ମଧ୍ୟ ଗଢି ଉଠିଥିଲା ।

ତେବେ ଦିନେ ସେହି ଯୁବକ ଜଣକ ନିଜ ଭଉଣୀ ର ଘରକୁ ବୁଲିବାକୁ ଆସିଥିଲେ । ଆଉ ଝିଅ ଟିର ପରିବାର ଲୋକେ ସେମାନଙ୍କ ପ୍ରେମ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ପୁଅ ଟୀକୁ ତାଙ୍କ ଘରେ ରାତିରେ ରହିବାକୁ ବାଧ୍ୟ କଲେ । ତେବେ ଯୋଜନା ଅନୁସାରେ ଯେତେବେଳେ ଦୁଇ ପ୍ରେମି ଯୁଗଳ ଗୋଟିଏ ଘରେ ରାତିରେ ଶାରୀରିକ ସମ୍ୱନ୍ଧରେ ବ୍ୟସ୍ତ ଥିଲେ ଠିକ ସେତିକି ବେଳେ ପରିବାର ଲୋକେ ସେମାନଙ୍କୁ ଧରି ଦୁହିଁଙ୍କ ର ବିବାହ କରିଦେଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।