Ollywood ର ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ନଣନ୍ଦ ଓ ଭାଉଜ ମାନେ ବି କୌଣସି ଓଡିଆ ହିରୋଇନ ମାନଙ୍କ ଠାରୁ କମ ନୁହନ୍ତି

0

ତେବେ ପ୍ରିୟ ପାଠକଗଣ, ଆପଣମାନେ ତ ସମସ୍ତେ ଜାଣିଥିବେ ଆଜିକାଲି ସବୁ ଅଭିନେତା ଅଭିନେତ୍ରୀ ବାହା ହେଇ ଯାଉଛନ୍ତି ଏବଂ ଫିଲ୍ମ୍ ଛାଡ଼ି ଘର ସଂସାରରେ ମନ ଦେଉଛନ୍ତି। ଏଇ ନିକଟରେ ତ ଆପଣମାନଙ୍କ ସବୁଠୁ ପ୍ରିୟ ଓ ସୁପର ହିଟ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀ ଙ୍କୁ ବିବାହ ହେଲା। ତାହାଲେ ଆସନ୍ତୁ ଜାଣିବା ଓଡ଼ିଆ ଧାରାବାହିକ ରେ ଅଭିନୟ କରୁଥିବା କେତେକ ଜଣା ଶୁଣା ଅଭିନେତ୍ରୀ ଙ୍କ ବିଷୟ ରେ ଯେଉଁ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ବା ଆଗକୁ ହେବାକୁ ଯାଉଛନ୍ତି।

୧: ଲିପି ମହାପାତ୍ର:-

ଲିପି ମହାପାତ୍ର ଙ୍କ ଜନ୍ମ ବ୍ରହ୍ମପୁରରେ। ହଁ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କୁ ତାରା ତରେଣି ଧାରାବାହିକ ରେ ଜବରଦସ୍ତ ଅଭିନୟ କରିବାର। ସେ ଧାରାବାହିକ କରିବା ସହିତ ବହୁତ ଗୁଡ଼ିଏ ଆଲବମ୍ ଗୀତ ଓ ଫିଲ୍ମ୍ ରେ ମଧ୍ୟ ଅଭିନୟ କରିଛନ୍ତି । ଯାହା ଫଳରେ ସେ ଆଜି ଲୋକ ପ୍ରିୟ ହୋଇପାରିଛନ୍ତି ।

୨-ପ୍ରିୟଙ୍କା ପାଣିଗ୍ରାହୀ:-

ବାଲେଶ୍ଵର ର ପ୍ରିୟଙ୍କା ପାଣିଗ୍ରାହୀ। ସେ ରଜ କୁଇନ୍ ଆଡିସନ୍ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଓଡ଼ିଆ ସିନେ ଜଗତକୁ ପସିଥିଲେ। ଆପଣ ମାନେ ପ୍ରିୟଙ୍କା ଙ୍କୁ ନିଶ୍ଚୟ ଦେଖିଥିବେ ତେଜସ୍ଵୀନୀ ଧାରାବାହିକ ରେ। ଓ ସେଇଟା ତାଙ୍କର ପ୍ରଥମ ସିରିଏଲ ମଧ୍ୟ ଥିଲା। ତା ପରେ ସେ ପପୁ ପମ୍ ପମ୍ ଙ୍କ ସହିତ କିଛି ଆଲବମ୍ ଓ ସବ୍ୟସାଚୀ ଙ୍କ ଗୋଟେ ଫିଲ୍ମ୍ ରେ ପପୁ ଙ୍କ ସ୍ତ୍ରୀ ଭୂମିକାରେ ଦେଖା ଯାଇଥିଲେ। ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଆଜି ଲୋକ ପ୍ରିୟ କରିପାରିଛି। ସେ ଗତ ବର୍ଷ ଜଣେ ବ୍ୟବସାୟୀ ଙ୍କୁ ବିବାହ କରିଥିଲେ। ଓ ସେ ଏବେ ତାଙ୍କ ଶଶୁର ଘର ବାଲେଶ୍ବର ରେ ହିଁ ଶାଶୁ ଓ ସ୍ବାମୀ ଙ୍କ ସହିତ ରହୁଛନ୍ତି।

୩-ଜୀନା ସାମଲ:-

ଜୀନା ସାମଲ ଜନ୍ମ ସ୍ଥାନ ବାଲେଶ୍ୱର। ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଜୀନା ଙ୍କୁ। ସେ ଅନେକ ଧାରାବାହିକ କରିବା ସହିତ ବହୁତ ଗୁଡ଼ିଏ ଆଲବମ୍ ଗୀତ ଓ ଓଡ଼ିଆ ଫିଲ୍ମ୍ ରେ ମଧ୍ୟ ଅଭିନୟ ର ଯାଦୁ ଦେଖାଇଛନ୍ତି। ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ପ୍ରିୟ ହୋଇ ପାରିଛନ୍ତି। ସେ ରୁଦ୍ର ପାଣିଗ୍ରାହୀ ଙ୍କୁ ବିବାହ କରିଛନ୍ତି।

4- ଅର୍ଚ୍ଚିତା ସାହୁ:-

ଅର୍ଚ୍ଚିତା ସାହୁ, ଆପଣ ମାନେ ନିଶ୍ଚୟ ଜାଣିଥିବେ ଗତ କିଛି ଦିନ ତଳେ ଅର୍ଚ୍ଚିତା ଓ ଅଭିନେତା ସବ୍ୟସାଚୀ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଅର୍ଚିତା ନୂଆ ନୂଆ ବାହାଘର ପରେ ଏବେ ଭୁବନଶ୍ବରସ୍ଥିତ ଶାଶୁ ଘରେ ପୁରା ପରିବାର ସହିତ ରହୁଛନ୍ତି। ତେବେ ତାଙ୍କର କୌଣସି ନଣନ୍ଦ ନାହାନ୍ତି।

5- ଝିଲିକ୍ ଭଟ୍ଟାଚାର୍ଯ୍ୟ:-

ଝିଳିକ୍ ଭଟ୍ଟାଚାର୍ଯ୍ୟ ଓଡ଼ିଆ ତଥା ବେଙ୍ଗଲ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ସୁପରିଚିତ ଅଭିନେତ୍ରୀ। ତେବେ ଆପଣ ମାନେ ନିଶ୍ଚୟ ତ ଜାଣିଥିବେ ଝିଲିକ୍ ଙ୍କୁ ସେ ସୁକିନ୍ଦା ର ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ସେ ତାଙ୍କ ଶଶୁର ଘରେ ରହୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।