pregnancy test – ଚିନି ଜଣାଇଦେବ ଆପଣ ଗ-ର୍ଭ-ବତୀ ଅଛନ୍ତି କି ନାହିଁ, କିପରି ଯାଞ୍ଚ କରିବେ ଜାଣନ୍ତୁ

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ ।

ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ ।କିନ୍ତୁ କେବେ କେବେ ଏପରି ମଧ୍ୟ ହୋଇଥାଏ କି ମହିଳା ମାନେ ଜାଣିପାରନ୍ତି ନାହିଁ କି ସେମାନେ ଗର୍ଭବତୀ ଅଛନ୍ତି କି ନାହାନ୍ତି ତେଣୁ ସେମାନଙ୍କୁ ମଧ୍ୟ ଅନେକ ଅସୁବିଧାରେ ପଡ଼ିବାକୁ ହୁଏ।

ତେବେ ଗର୍ଭବତୀ ର ପରୀକ୍ଷା ପାଇଁ ବର୍ତ୍ତମାନ ମାର୍କେଟ ରେ ଅନେକ ପ୍ରକାରର ପରୀକ୍ଷଣ ଯନ୍ତ୍ର ସବୁ ମିଳୁଛି ଯାହା ସାହାଯ୍ୟ ରେ ଆପଣ ଜାଣିପାରିବେ କି ଆପଣ ଗର୍ଭବତୀ ଅଛନ୍ତି କି ନାହାନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ କେତେକ ଘରୋଇ ଉପାୟ ଜଣେଇବୁ ଯାହା ସାହାଯ୍ୟ ରେ ମଧ୍ୟ ଆପଣ ଜାଣିପାରିବେ ପ୍ରାକୃତିକ ଉପାୟରେ କି ଆପଣ ଗର୍ଭବତୀ ଅଛନ୍ତି କି ନାହାନ୍ତି। ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

୧.ଚିନି :-

ଆପଣ ଗର୍ଭବତୀ ଅଛନ୍ତି କି ନାହାନ୍ତି ତାହା ଜାଣିବା ପାଇଁ ଆପଣ ଚିନିର ବ୍ୟବହାର ମଧ୍ୟ କରିପାରିବେ। ତେବେ ଏହାକୁ ଜାଣିବା ପାଇଁ ପ୍ରଥମେ ଏକ ହାଣ୍ଡି ରେ କିଛି ଚିନି ନିଅନ୍ତୁ ଏବଂ ସକାଳେ ଉଠିବା ମାତ୍ରେ ପ୍ରଥମ ପରିସ୍ରା ସେହି ଗାଣ୍ଡିରେ କରନ୍ତୁ। ପରିସ୍ରା କରିବା ପରେ ଯଦି ଚିନି ମିଳେଇଯିବା ପରିବର୍ତେ ଫ୍ରିଜ ହୋଇ ଗୋଟିଏ ସ୍ଥାନରେ ରହିଯାଉଛି। ତେବେ ନିଶ୍ଚିତ ହୋଇଯାଅନ୍ତୁ କି ଆପଣ ମା ହେବାକୁ ଯାଉଛନ୍ତି ।

୨.ଟୁଥ ପେଷ୍ଟ:-

ଏକ ପାତ୍ରରେ ଅଳ୍ପ ପରିମାଣ ରେ ଟୁଥପେଷ୍ଟ ନିଅନ୍ତୁ ଏବଂ ସେଥିରେ ନିଜର ପରିସ୍ରା ମିଶାନ୍ତୁ । ଯଦି କିଛି ସମୟ ପରେ ଟୁଥପେଷ୍ଟ ର ରଙ୍ଗ ନୀଳ ହୋଇଯାଏ ତେବେ ଜାଣିନିଅନ୍ତୁ କି ପରୀକ୍ଷା ର ରିପୋର୍ଟ ପଜିଟିଭ୍ ଆସିଛି ଏବଂ ଆପଣ ଗର୍ଭବତୀ ହୋଇଛନ୍ତି ।

୩.ସାବୁନ:-

ଏକ ପାତ୍ରରେ ଗୋଟିଏ ସାବୁନ ନିଅନ୍ତୁ (କୌଣସି ବି ସାବୁନ ଆପଣ ବ୍ୟବହାର କରିପାରିବେ) ଏବଂ ସେଥିରେ ପରିସ୍ରା ମିଶାଇ ଦିଅନ୍ତୁ ।ଯଦି ସାବୁନ ରି ଫେଣ ବାହାରିବା ଆରମ୍ଭ କରୁଛି ଏବଂ ବୁବୁଲ ମଧ୍ୟ ହେଉଛି ତେବେ ନିଶ୍ଚିତ ରୁହନ୍ତୁ କି ଆପଣ ଗର୍ଭବତୀ ଅଛନ୍ତି ।

୪.ଭିନେଗାର:-

ଏକ ପାତ୍ରରେ ପରିସ୍ରା ସହିତ ଭିନେଗାର ମିଶାନ୍ତୁ । ଯଦି କିଛି ସମୟ ପରେ ଭିନେଗାରର ରଙ୍ଗ ବଦଳିବା ଆରମ୍ଭ କରେ, ଏହାର ଅର୍ଥ ହେଉଛି ପରୀକ୍ଷା ସକରାତ୍ମକ ଏବଂ ଆପଣ ମା ହେବାକୁ ଯାଉଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।