ଓଡିଆ ଭାଗବତର ରଚୟିତା କିଏ ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ବନ୍ଧୁଗଣ ପ୍ରତିଦିନ କିଛି ସମୟ ହୃଦୟ ଖୋଲା କରିକି ହଂସିବା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ବିଶେଷ କରି ହୃଦରୋଗ ପାଇଁ। ନିଜ କାମ ଚିନ୍ତାକୁ ଦୁର କରି କିଛି ସମୟ ପାଇଁ ମନୋରଞ୍ଜନ କରିବା ନିହାତି ଆବଶ୍ୟକ। ତେବେ ପ୍ରିୟ ବନ୍ଧୁଗଣ ଆପଣମାନଙ୍କ ମୁହଁରେ ହଁସ ଆଣିବା ପାଇଁ ଆଜି ଆମେ ଆପଣମାନଙ୍କ ପାଇଁ କିଛି ମଜାଦାର ଓଡ଼ିଆ ଜୋକ୍ସ୍ ନେଇ ଆସିଛୁ। ଏହି ଜୋକ୍ସ୍ କୁ ପଢିବା ପରେ ଆପଣମାନେ ନିଶ୍ଚୟ ବହୁତ ହସିବେ।

୧. ଗୋଟିଏ ପାଗଳ ଆଇନାରେ ନିଜକୁ ଦେଖି ଭାବିବାକୁ ଲାଗିଲା…
ଆରେ ମୁଁ ୟାକୁ କଉଠି ଦେଖିଛି।
ବହୁତ ସମୟ ଧରି ଭାବି ଭାବି…
ଧେତ୍ ତେରି କି ଇଏ ତୋ ସେଇ ଲୋକ ଯିଏ ସେଦିନ ମୋ ସହିତ, ସେଲୁନ ରେ ବାଳ କାଟୁଥିଲା।

୨. ବାୟା: ତୁ ଏକା ସାଙ୍ଗରେ କେତେ ଜଣ ଲୋକଙ୍କୁ ଉଠେଇ ପାରିବୁ
ମାୟା: ଦୁଇ ଜଣଙ୍କୁ।
ବାୟା: ତୋ ଠାରୁ ତ ମୋ କୁକୁଡ଼ା ଭଲ, ଏକା ସାଙ୍ଗରେ ସକାଳୁ ପୁରା ସାହି କୁ ଉଠେଇ ଦିଏ।

୩. ରେଲୱେ ଟିସି: ବାବା ତୁମେ କୁଆଡେ ଯିବ??
ସାଧୁ: ଯେଉଁଠି ରାମଙ୍କର ଜନ୍ମ ହୋଇଥିଲା।
ରେଲୱେ ଟିସି: ଆଚ୍ଛା ତାହେଲେ ଟିକେଟ୍ ଦେଖାଅ।
ସାଧୁ: ସେଇଟା ତ ନାହିଁ।
ରେଲୱେ ଟିସି: ଚାଲ ତାହେଲେ
ସାଧୁ: କୁଆଡେ ପୁଅ?
ରେଲୱେ ଟିସି: ଯେଉଁଠି ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ହୋଇଥିଲା।

୪. ଶିକ୍ଷକ: ଆଚ୍ଛା ପପୁ କହିଲୁ, ତୋର ପ୍ରିୟ ଲେଖକ କିଏ?
ପପୁ: ସାର୍, ଆପଣଙ୍କ ଝିଅ।
ଶିକ୍ଷକ: କାହିଁକି?
ପପୁ: ସେ ମୋତେ ଯେଉଁ ପ୍ରେମ ପତ୍ର ଲେଖି କରି ଦିଏ, ତାହା ମୋତେ ଭାରି ଭଲ ଲାଗେ।

୫. ସ୍ବାମୀ ଏବଂ ସ୍ତ୍ରୀ ଗୋଟେ ହୋଟେଲ୍ ଭିତରକୁ ପସୁଥିଲେ, ସେତିକି ବେଳେ ଆଉ ଜଣେ ସ୍ତ୍ରୀ ଲୋକ ହାଏ କହିଲା।
ସ୍ତ୍ରୀ: ସିଏ କିଏ କି?
ସ୍ବାମୀ: ଓହୋ! ତୁମେ ମୋ ମୁଣ୍ଡ ଖରାପ କରନା, ପ୍ରଥମରୁ ମୋ ମୁଣ୍ଡ ଖରାପ, ଯେ ସେ ଦେଖାହେଲେ ଏଇ କଥା ପଚାରିବ।

୬. ସାନ୍ତା: ଆରେ ଭାଉଜ ଙ୍କ ନାମ କଣ?
ବଣ୍ଟା: ଗୁଗୁଲ୍ ପଣ୍ଡା।
ସାନ୍ତା: ଗୁଗୁଲ! ଆରେ ଇଏ କି ନାଁ?
ବଣ୍ଟା: ଏଇଥି ପାଇଁ କାରଣ ତାକୁ ଗୋଟେ କଥା ପଚାରିଲେ ତାଠୁ ୧୦ଟା ଉତ୍ତର ମିଳେ।

7. ଓଡିଆ ଭାଗବତ ର ରଚୟିତା କିଏ ?

ଉତ୍ତର – ଜଗନ୍ନାଥ ଦାସ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।