Brahmacharya – ଧାତୁ ପତଳା ହେବାର କାରଣ କ’ଣ ? ଏବେ କ’ଣ କରିବା ଉଚିତ୍ ପ୍ରତ୍ୟେକ ପୁରୁଷ ମାନଙ୍କୁ ଏକଥାର ସଠିକ୍ ତଥ୍ୟ ଜାଣିବାର ଦରକାର…..

0

ବର୍ତ୍ତମାନ ଆମ ସମାଜରେ ଅଧିକାଂଶ ଯୁବକ ଓ ଯୁବତୀ ମାନେ ଆତ୍ମହତ୍ୟା କରୁଥିବା ର କିମ୍ବା ମାନସିକ ଭାରସାମ୍ୟ ହରାଇ ଥିବାର ଜଣାଯାଉଛନ୍ତି। କିନ୍ତୁ ପୂର୍ବରୁ ଏପରି କୌଣସି ସମସ୍ୟା ଆମ ସମାଜରେ ଦେଖାଯାଉନଥିଲା ଆଉ ବର୍ତ୍ତମାନ ଏହା ସାଧାରଣ ହୋଇଗଲାଣି ।ତେବେ ଏ ରିସର୍ଚ୍ଚ ଅନୁସାରେ ଜଣାଯାଉଛି ଯେ,

ଯେଉଁ ଯୁବକ ଯୁବତୀ ମାନେ ଯୌନ ସଂପର୍କ ରେ ଅଧିକ ବା ପରସ୍ପର ଉଭୟ ମାନସିକ ଓ ଶାରୀରିକ ସମ୍ପର୍କରେ ରହୁଛନ୍ତି ଆଉ କୌଣସି କାରଣ ରୁ ପରେ ତା ଠାରୁ ଦୂରେଇ ଯାଉଛନ୍ତି । ଯାହାର ପ୍ରଭାବ ତାଙ୍କର ମାନସିକତାକୁ ଦୁର୍ବଳ କରିବା ସହ ଶାରୀରିକ କ୍ଷମତା କୁ ମଧ୍ୟ ଦୁର୍ବଳ କରିଦେଇଥାଏ। ଏହିପରି କ୍ଷେତ୍ରରେ କେତେକ ଲୋକ ନିଜକୁ ବହୁତ ଏକୁଟିଆ ମନେ କରନ୍ତି ଓ ଭିନ୍ନ ଭିନ୍ନ ଭୁଲ ନିଷ୍ପତ୍ତି ସବୁ ନେଇଥାନ୍ତି।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ, ଯଦି ଆପଣ ଏହିପରି ପରିସ୍ଥିତି ରେ ରହୁଛନ୍ତି। ଆପଣ ଉଭୟ ମାନସିକ ଓ ଶାରୀରିକ କ୍ଷେତ୍ରରେ ଦୁର୍ବଳ ଲାଗୁଛି କି ସମାଜରେ ଆପଣଙ୍କୁ ହୀନ ପରି ଲାଗୁଛି ତେବେ ଆପଣ ଏହି ୫ ଟି କାର୍ଯ୍ୟ ନୀତିଦିନ କରନ୍ତୁ ।ଏହା କରିବା ଦ୍ବାରା ଆପଣ ପୁଣି ଥରେ ଭିତରକୁ ଷ୍ଟ୍ରଙ୍ଗ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ ।

୧.ଧ୍ୟାନ ଅଭ୍ୟାସ:-

ଯଦି ଆପଣଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ ଲାଗୁଛି ତେବେ ପ୍ରତ୍ୟେକ ଦିନ ସକାଳେ ଉଠିବା ପରେ ଆପଣଙ୍କ ର ଇଷ୍ଟ ଦେବତା ଙ୍କର ଫୋଟ ଆଗରେ ରଖି ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଓଁ ଉଚ୍ଚାରଣ କରନ୍ତୁ ଏବଂ ଆଉ ୫ ମିନିଟ ସେହି ଦେବତାଙ୍କୁ ଚାହିଁରହୁନ୍ତୁ ।ଏହିପରି ପ୍ରତିଦିନ କରନ୍ତୁ ଏପରି କରିବା ଦ୍ୱାରା ମନ ଶାନ୍ତ ରହିବା ସହ ସମସ୍ତ ଚିନ୍ତା ଦୂର ହୋଇଯିବ। ଏହା ଅତ୍ୟଧିକ କାମନା ଶକ୍ତିକୁ ହ୍ରାସ କରି ନିୟନ୍ତ୍ରଣ ରେ ରଖିଥାଏ।

୨.ପ୍ରତ୍ୟେକ ଦିନ ସକାଳେ ଗୋଟିଏ ଗ୍ଲାସ ପାଣିରେ ଟିକିଏ ଅଁଳା ରସ ମିଶାଇ ସେବନ କରନ୍ତୁ। ଏହାକୁ ପିଇବା ଦ୍ବାରା ଆପଣ ମନରେ ଆଉ କାମନା ଶକ୍ତି ଅଧିକ ଆସିବ ନାହିଁ ।ଆପଣଙ୍କ ମନ ଶାନ୍ତ ରହିବ ।କିନ୍ତୁ ଏହାକୁ ସେବନ କରିବା ସମୟରେ କାମନା କଥା ନଭାବିବା ଦରକାର ।

୩.ଯଦି ଆପଣଙ୍କ ମନକୁ ସର୍ବଦା କୌଳୁଷିତ ଚିନ୍ତା ଧାରା ଆସୁଛି କିମ୍ବା ଆପଣ ମନ ଦୁର୍ବଳ ହେଉଛି ତେବେ ପ୍ରତିଦିନ ସକାଳେ ଗାଧେଇବା ପରେ ପଶ୍ଚିମାଉସାନ ଯୋଗ କରନ୍ତୁ ।ଏହା କରିବା ଦ୍ବାରା ଆପଣଙ୍କ ମନରୁ ଏସବୁ ଦୂର ହେବା ସହ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଆପଣ ଠିକ ରହିବେ।

୪.ଯେତେବେଳେ ବି ଆପଣ ଭିଡ଼ିଓ ଦେଖୁଛନ୍ତି ସେତେବେଳେ ଖରାପ ଭିଡ଼ିଓ ପରିବର୍ତ୍ତେ ସକାରାତ୍ମକ ତଥା ଆଧ୍ୟାତ୍ମିକ ଭିଡ଼ିଓ ଦେଖନ୍ତୁ। ଏହା ଆପଣଙ୍କ ଉପରେ ଭଲ ପ୍ରଭାବ ପକେଇବ।ଏହା ସହ ରାତିରେ ପାଣିରେ , ଅଁଳା ଓ ହଳଦୀ ମିଶେଇ ସେବନ କରନ୍ତୁ।

୫.ରାତିରେ ଶୋଇବା ବେଳେ ବାପା ମା ଙ୍କର ରୁମରେ ଶୁଅନ୍ତୁ। ଜଲ୍ଦି ଶୋଇବା ଏବଂ ଶୀଘ୍ର ଉଠିବାର ଅଭ୍ୟାସ ରଖନ୍ତୁ। ସକାଳେ ଉଠିବା ପରେ ଆଧ୍ୟାତ୍ମିକ ବାଣୀ ଶୁଣନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।