ଚେହେରା କୁ କେବେ ବୁଢା ହେବାକୁ ଦେବନି ଏହାର 2ଟି ପତ୍ର, 50ରେ ଭି ଦେଖାଯିବେ 20 ଭଳି ଯବାନ- Dr Manoj Das

0

ବର୍ତ୍ତମାନ ର ଏହି ପୋଷ୍ଟ ମର୍ଡନ ସମାଜରେ ସମସ୍ତେ ନିଜର ସୁନ୍ଦରତା କୁ ନେଇ ବେଶ ଚିନ୍ତାରେ ରହିଥାନ୍ତି।ଯଦିଓ ଭଗବାନ ଆମକୁ ଏକ ପ୍ରକୃତିକ ରୂପ ଦେଇଛନ୍ତି କିନ୍ତୁ କେତେକ ବାହ୍ୟ ଉପାଦାନ ର ଫଳାଫଳ ଯୋଗୁଁ ଆମ୍ଭର ଏହି ସୁନ୍ଦରତା ଉପରେ ପ୍ରଶ୍ନବାଚୀ ଆସିଥାଏ। ଯେପରି କି ମୁହଁ ଏବଂ ଦେହ ହାତରେ କେଶ ଆସିବା , ବେକ ପଛରେ କଳା ଦାଗ ଆସିବା, ମୁହଁରେ ଦାଗ ହେବା ,ଅଳ୍ପ ବୟସରେ ତ୍ୱଚା କିଞ୍ଚିତ ହେବା ଇତ୍ୟାଦି। ତେବେ ଏହି ସବୁ କାରଣରୁ ଆମର ସୁନ୍ଦରତା ଉପରେ ବାଧାପ୍ରାପ୍ତ ହୋଇଥାଏ।

ଏହି ସବୁ ମଧ୍ୟରୁ ବହୁତ କମ ବୟସରୁ ଶରୀରର ତ୍ୱଚା କିଞ୍ଚିତ ହେବା ଏବଂ ବୟସ୍କ ପରି ଦେଖାଯିବା ବର୍ତ୍ତମାନ ଲୋକମାନ ଙ୍କ ପାଖରେ ସାଧାରଣ ।ଏବଂ ଏହାକୁ ନେଇ ଆମେ ବହୁତ ଚିନ୍ତା ରେ ମଧ୍ୟ ରହିଥାଉ। ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟରେ ଜଣେଇବୁ ଯାହାକୁ କରିବା ଦ୍ୱାରା ଆପଣ କେବେବି ବୟସ୍କ ଦେଖାଯିବେ ନାହିଁ।

ଆପଣଙ୍କ ର ତ୍ୱଚା ମଧ୍ୟ ସବୁବେଳେ ଚିକଚିକ କରିବ ଏବଂ କେବେବି କୁଞ୍ଚିତ ହେବ ନାହିଁ ।ଏହି ଉପାୟ ଟି କୁ କରିବା ପାଇଁ ଆପଣଙ୍କୁ କେବଳ ଗୋଟିଏ ମାତ୍ର ପତ୍ରର ଆବଶ୍ୟକତା ରହିଛି ତାହା ହେଉଛି ତୁଳସୀ ପତ୍ର ।ତେବେ ଆସନ୍ତୁ ଜାଣିବା ତୁଳସୀ ପତ୍ର ସାହଯ୍ୟ କିପରି ଭାବରେ ଆମେ ଆମର ତ୍ୱଚା କୁ ସୁନ୍ଦର କରିପାରିବା।

ବନ୍ଧୁଗଣ ହିନ୍ଦୁ ଧର୍ମରେ ତୁଳସୀ ପତ୍ର ର ମାନ୍ୟତା କିଛି ଅଲଗା ରହିଛି। ଏହା ପ୍ରାୟ ସମସ୍ତ ଙ୍କର ଘରେ ରହିଥାଏ। ତୁଳସୀ ଗଛ କୁ ଲୋକମାନେ ପୂଜା ମଧ୍ୟ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ଏହା ଏକ ଔଷଧୀୟ ଗଛ ଭବାରେ ମଧ୍ୟ ବେଶ ପରିଚିତ ଏହାକୁ ସେବନ କରିବା ଦ୍ୱାରା ଆମେ କାହିଁ ବଡ଼ ବଡ଼ ରୋଗରୁ ମୁକ୍ତି ପାଇଥାଉ। କିନ୍ତୁ ଆପଣ ମାନେ ଜାଣିନଥିବେ କି ଏହା ସାହଯ୍ୟ ରେ ଆପଣ ନିଜର ସୁନ୍ଦରତା କୁ ମଧ୍ୟ ବୃଦ୍ଧି କରିପାରିବେ ।

ତେବେ ଆପଣ ନିଜର କୁଞ୍ଚିତ ତ୍ୱଚା କୁ ନେଇ ଚିନ୍ତାରେ ଥିଲେ କିମ୍ବା ଏହାକୁ ଭଲ କରିବାକୁ ଚାହୁଁଥିଲେ ତୁଳସୀ ପତ୍ର ର ବ୍ୟବହାର କରିପାରିବେ ।ଏହା ପାଇଁ ଆପଣ ଦୁଇଟି ଉପାୟ କରିପାରିବେ :-
୧.ପ୍ରଥମରେ , ଆପଣ ତୁଳସୀ ପତ୍ରକୁ ଆଣନ୍ତୁ ଏବଂ ତାହାକୁ ଭଲ ଭାବରେ ଧୋଇନିଅନ୍ତୁ ।ବର୍ତ୍ତମାନ ଏହାକୁ ଗ୍ରାଇଡିଂ କରିନିଅନ୍ତୁ ଏବଂ ଏକ ପ୍ରକାରର ପେଷ୍ଟ ପ୍ରସ୍ତୁତ କରନ୍ତୁ ।ଏବଂ ଏହି ପେଷ୍ଟ କୁ ମୁହଁରେ ବା ତ୍ୱଚା ରେ ଲଗାଇ ତାହାକୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।ଏହା ଶୁଖି ଯିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇନିଅନ୍ତୁ।ଏହିପରି ଗୋଟିଏ ସପ୍ତାହରେ ୨-୩ ଥର କରନ୍ତୁ। ଏହା କରିବା ଦ୍ବାରା ଆପଣଙ୍କର ତ୍ୱଚା ସୁନ୍ଦର ରହିବ ଏବଂ ଆପଣ ଯବାନ ଲାଗିବେ।

୨.ଦ୍ଵିତୀୟ ରେ ଆପଣ ତୁଳସୀ ପତ୍ରକୁ ଶୁଖାଇ ଦେଇ ତାହାକୁ ଗୁଣ୍ଡ କରିନିଅନ୍ତୁ ଏବଂ ପରେ ଏହି ଗୁଣ୍ଡ ରେ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।ଏହାକୁ ୧୫ ପର୍ଯ୍ୟନ୍ତ ମୁହଁରେ ଲଗାଇ ଏହାକୁ ଶୁଖିବାକୁ ଛାଡି ଦିଅନ୍ତୁ। ପରେ ଧୋଇନିଆନ୍ତୁ ।ଏପରି ସପ୍ତାହରେ ୨-୩ ଥର କରନ୍ତୁ ଆପଣଙ୍କ ର ତ୍ୱଚା ସୁନ୍ଦର ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।