ପ୍ରତିଦିନ ଖାଆନ୍ତୁ କେବଳ ଏହି 2 ଟି ଲଡୁ, ବାତ ରୋଗ, Joint Pain, କମଜୋରି, ଥକାପଣ, diabetes ମୂଳରୁ ଭଲ ହୋଇଯିବ- Health Tips

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।

ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ ଜଣେଇବୁ ଯାହାକୁ କରିବା ଦ୍ବାରା ଆପଣଙ୍କ ଶରୀରରେ କୌଣସି ପ୍ରକାରର ଅସୁବିଧା ରହିବ ନାହିଁ ।ଆପଣ ଛୁଆ ହୁଅନ୍ତୁ କି ବୁଢ଼ା ଆପଣଙ୍କ ଦେହ ପୁରା ଭଲ ରହିବ ।

ତେବେ ଏହି ଉପାୟ ଟି ଏକ ଘରୋଇ ଉପାୟ ଅଟେ ।ଯାହାକୁ ଆପଣ ବହୁତ କମ ଖର୍ଚ୍ଚ ରେ ପ୍ରସ୍ତୁତ କରିପାରିବେ ଏବଂ ଏହା ଆପଣଙ୍କ ର ଶରୀରର ସମସ୍ତ ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରିବ ।ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବା ଏବଂ ବ୍ୟବହାର କରିବା ।

ଆବଶ୍ୟକ ସାମଗ୍ରୀ:-

୧.୨୦୦ଗ୍ରାମ ଆଳସୀ ,  ୨.୨୦୦ ଗ୍ରାମ ମେଥି ,  ୩.୨୫୦ ଗ୍ରାମ ଗୁଡ଼ , ୪.୫୦ ଗ୍ରାମ ବାଦାମ
୫.୫୦ଗ୍ରାମ କାଜୁ ,  ୬.୩୦ ଗ୍ରାମ ଖିସମିଶ ,  ୭.୩୦ ଗ୍ରାମ ,  ୮.୧୦୦ ଗ୍ରାମ ଘିଅ ,  ୯.ଆବଶ୍ୟକ ଅଟା ,  ୧୦.ଆରବିକ ଗମ

ପ୍ରସ୍ତୁତ କରିବେ କିପରି:-

ଏହି ଉପକରଣ ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆଳସୀ ଏବଂ ମେଥି କୁ ଅଲଗା ଅଲଗା କରି ଭାଜି ନିଅନ୍ତୁ ଏବଂ ତାହାକୁ କିଛି ସମୟ ଥଣ୍ଡା କରିବାକୁ ଅଲଗା ରଖନ୍ତୁ ।ସେହିପରି ଘିଅ ରେ କାଜୁ ଏବଂ ବାଦାମ କୁ ଭାଜି ଦିଅନ୍ତୁ ।କିଛି ସମୟ ପରେ ସେହି ଘିଅ ରେ ଆରବିକ ଗମ ଏବଂ ଖିସମିଶ କୁ ଭାଜି ନିଅନ୍ତୁ। ବର୍ତ୍ତମାନ ଅନ୍ୟ ଏକ ପାତ୍ରରେ ଗୁଡ଼ କୁ ଫୁଟାନ୍ତୁ ଏବଂ ଅନ୍ୟ ଏକ ପାତ୍ରରେ ଘିଅ ସହ ଅଟା ମିଶାଇ ରଖନ୍ତୁ। ବର୍ତ୍ତମାନ ନେଇଥିବା କାଜୁ, ଖିସମିଶ, ବାଦାମ ଏବଂ ଆରବିକ ଗମ କୁ ଗ୍ରାଇଡିଂ କରିନିଅନ୍ତୁ ।ସେହିପରି ମେଥି ଏବଂ ଆଳସୀ କୁ ମଧ୍ୟ ଗ୍ରାଇଡିଂ କରିନିଅନ୍ତୁ।

ବର୍ତ୍ତମାନ ଏହି ସବୁଗୁଣ୍ଡ କୁ ଅଟା ଓ ଘିଅ ରେ ପ୍ରସ୍ତୁତ ଜିନିଷ ସହ ମିଶାଇ ଦିଅନ୍ତୁ ଏବଂ ଏହାକୁ ଭଲ ଭାବରେ ମିଶାଇ ନିଅନ୍ତୁ। ବର୍ତ୍ତମାନ ଗୁଡ଼କୁ ଆଉ ଥରେ ଫୁଟାଇ ସେହି ନିସାଇ ଥିବା ପଦାର୍ଟ ରେ ପକାଇ ଦିଅନ୍ତୁ ।ବର୍ତ୍ତମାନ ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ଏବଂ ଲଡୁ ପରି ବନେଇ ନିଅନ୍ତୁ।

ବ୍ୟବହାର କିପରି କରିବେ:-

ପ୍ରତିଦିନ ଦୁଇ ଥର ଆପଣ ଦିଇ ଟି ଲେଖାଏଁ ଏହି ଲଡୁ ସେବନ କରନ୍ତୁ। ମାତ୍ର ଗୋଟିଏ ସପ୍ତାହରେ ଦେଖିବେ କି ଆପଣଙ୍କ ର ସମସ୍ତ ହାଡ଼ ଗଣ୍ଠି ରୋଗ ତଥା ଆଣ୍ଠୁଗଣ୍ଠି ପରି ରୋଗ ସବୁଦିନ ପାଇଁ ଦୁରେଇ ଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।