ସାରଥିଙ୍କ ପରେ ଆଉ ଜଣେ ବାବା ! କରୋନା କୁ ଭଲ କରିଦେବେ କହି ଭକ୍ତ ଙ୍କ ସହ କରୁଛନ୍ତି ଏମିତି କାଣ୍ତ ! ଭିଡିଓ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି … ଦୟାକରି.ନିଶ୍ଚିତ ଦେଖନ୍ତୁ

0

ଧର୍ମ ର ମାର୍ଗ ମଣିଷ ପାଇଁ ସଠିକ୍ ମାର୍ଗ। ଧର୍ମ କୁ ଅର୍ଜନ କରିବା ପାଇଁ ଅନେକ କଷ୍ଟ କରିବାକୁ ପଡି ଥାଏ। ବିଭିନ୍ନ ପନ୍ଥା କୁ ଅବଲମ୍ବନ କରିବ ଦ୍ଵାରା ମଣିଷ ଧର୍ମ ଆଚରଣ କରି ଥାଏ। ତେବେ କିଛି ଜ୍ଞାନୀ ପୁରୁଷ ବିଭିନ୍ନ ପୌରାଣିକ କଥା କହି ଦେଶ ବସି ଙ୍କୁ ଧର୍ମ ପଥ କୁ ଆଣୁଛନ୍ତି। ଗୀତ ଭାଗବତ ର ମର୍ମ କୁ ବୁଝାଉଚନ୍ତି। ହେଲେ କିଛି ଜଣ ବାବା ଏପରି ଦୁଷ୍କର୍ମ କରୁଛନ୍ତି ଯାହା ଦ୍ଵାରା ଲୋକ ମାନଙ୍କ ବିଶ୍ୱାସ ଉଠି ଯାଉଛି।

ଭାରତ ରେ ଏହାର ଦୃଶ୍ୟ ଅଧିକ। ଏଠାରେ ଅନେକ ବାବା ଘୁରି ବୁଲୁଛନ୍ତି ମାତ୍ର ସେମାନଙ୍କ ମଧ୍ୟରୁ ଅନେକ ଭଣ୍ଡ ବାବା। ନାନାଦି କୁକର୍ମ ଦ୍ଵାରା ସେମାନେ ଅଧର୍ମ କରୁଛନ୍ତି। ହେଲେ ଲୋକ ମାନେ ଏହାକୁ ଜାଣି ପାରୁ ନାହାଁନ୍ତି। ଆଜି ଆମେ ସେହି ଭଳି ଏକ ଭଣ୍ଡ ବାବା ଙ୍କ ବିଷୟ ରେ କହିବୁ ଯାହା ଶୁଣିବା ଦ୍ଵାରା ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।

ତେବେ ଆପଣ ମାନେ ଅନେକ ଭଣ୍ଡ ବାବା ଙ୍କ ବିଷୟ ରେ ଜାଣିଥିବେ। ସାରଥୀ ବାବା ହୁଅନ୍ତୁ କି ଆଶାରାମ ବାପୁ ଧର୍ମ ନାମ ରେ ଅନେକ ଖରାପ୍ କାମ କରିଛନ୍ତି। ଏଭଳି ବାବା ମାନେ ଡାକ୍ତର ଙ୍କ ଦ୍ଵାରା ଭଲ ହେଉନଥିବା ରୋଗ କୁ ଭଲ କରିବେ କହି ଝିଅ ବୋହୂ ଙ୍କ ଇଜ୍ଜତ ସହ ଖେଳି ଥାନ୍ତି। ମିଛ ପ୍ରତ୍ସାହନ ଦେଇ ଥାନ୍ତି କି ତୁମେ ଆମ ନିକଟ କୁ ଆସ ବିନା ଔଷଧ ରେ ଆମେ ତୁମକୁ ଭଲ କରି ଦେବୁ। ଲୋକ ମାନେ ମଧ୍ୟ ସେମାନଙ୍କ କଥା ରେ ପଡି ଧାଇଁ ଯାଆନ୍ତି।

ମାତ୍ର ଏହି ଭଣ୍ଡ ବାବା ମାନେ ପ୍ରକୃତ ରେ ଖରାପ ପ୍ରକୃତି ର ଅଟନ୍ତି। ବିଭିନ୍ନ ଖରାପ କାମ କରି ସ୍ତ୍ରୀ ଲୋକ ଓ ଝିଅ ମାନଙ୍କ ଇଜ୍ଜତ ସହ ଖେଳି ଥାନ୍ତି। ହେଲେ ଲୋକ ମାନେ ଏଥି ପ୍ରତି ସଚେତନ ହୋଇ ନଥାନ୍ତି । ସେହି ଭଳି ଭଣ୍ଡ ବାବାଙ୍କୁ ବିଶ୍ୱାସ କରି ଥାନ୍ତି। ଏହି ମାନବ ସମାଜ ସେହି ମାନଙ୍କ ପାଖକୁ ବେଶୀ ଯାଇ ଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଜଣେ ଭଣ୍ଡ ବାବା ଚୁମା ଦେଇ କରି ରୋଗୀ ର ରୋଗ ଭଲ କରୁଛନ୍ତି। ମାତ୍ର ଏହି ଭଣ୍ଡ ମାନଙ୍କ ପାଖକୁ ଯିବା ଉଚିତ ନୁହଁ।

ଏମାନଙ୍କୁ ଆଇନ୍ ହାତ କୁ ଦେଇ ଉପଯୁକ୍ତ ଶାସ୍ତି ଦେବା ଦରକାର। ଏମାନଙ୍କ ପାଇଁ ଉପଯୁକ୍ତ ଦଣ୍ଡ ମଧ୍ୟ ରହିବା ଦରକାର। ଏମାନଙ୍କ ପାଇଁ ଯଥା ଶୀଘ୍ର ଉପଯୁକ୍ତ ପଦକ୍ଷେପ ନିଆ ଯିବା ନିତାନ୍ତ ଆବଶ୍ୟକ। ଯାହା ଦ୍ଵାରା ଦେଶ ରେ କୁକର୍ମ ର ସଂଖ୍ୟା ହ୍ରାସ ପାଇବ। ଅନେକ ଝିଅ ଙ୍କ ଇଜ୍ଜତ ମାଟି ରେ ମିଶିବା ନାହି। ଉପଯୁକ୍ତ ଶାସ୍ତି ପାଇଲେ ଏମାନେ ଏପରି ଖରାପ୍ କାମ କରିବେ ନାହି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।