କନ୍ୟାର ମାଆକୁ ଦେଖି ବର ବାହା ହେବା ପାଇଁ ମନାକରି ବେଦୀରୁ ଉଠି ପଳାଇଲା ଏହାର ପ୍ରକୃତ କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।


କିନ୍ତୁ କେବେ କେବେ ଏହି ବିବାହ ସେହି ମହିଳା ପାଇଁ ଅଭିଶାପ ହୋଇଥାଏ ତ କେବେ କେବେ ପୁରୁଷ ଙ୍କ ପାଇଁ । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁସାରେ ଏହି ପରି ଏକ ବିସ୍ମୟକର ଘଟଣା ଦେଖିବାକୁ ମିଳିଛି ଗୋପିଗଞ୍ଜ ଅଞ୍ଚଳ ର ଏକ ଶିବ ମନ୍ଦିରରେ। ତେବେ ଏହି ଶିବ ମନ୍ଦିର ରେ ବିବାହ ହେବାକୁ ଯାଉଥିବା ବେଳେ ବିବାହ କରିବାକୁ ଆସିଥିବା ଯୁବକ ଜଣ ଙ୍କ ଆକସ୍ମିକ ଭାବରେ କନ୍ୟା କୁ ବିବାହ କରିବାକୁ ମନା କରି ଦେଇଥିଲେ। ତେବେ ବିବାହ ମଣ୍ଡପରେ ସେ ଏମିତି କାହିଁକି କଲେ ତାହାର କାରଣ ଜାଣିଲେ ଆପଣ ଙ୍କର ମଧ୍ୟ ହସ ଉଡିଯିବ ।


ତେବେ ହଟାତ ବର କନ୍ୟା କୁ ବିବାହ କରିବାକୁ ମନା କରିଦେବା ସେହି କନ୍ୟା ଓ କନ୍ୟା ପକ୍ଷ ଲୋକଙ୍କ ପାଇଁ ଥିଲା ଅତ୍ୟନ୍ତ ଦୁଃଖଦ ଘଟଣା। ତେବେ ବର କୁ ଏହାର କାରଣ ପଚାରିବା ବେଳେ ବର କହିଥିଲେ କି ସେ କନ୍ୟା ର ମା ଙ୍କୁ ଦେଖି ବିବାହ ସେହି କନ୍ୟା ଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି । ତେବେ ଏହା ସତରେ ବଡ଼ ଅଜୀବ ଘଟଣା ଟିଏ ।ତେବେ ବର ଙ୍କର କହିବା କଥା ହେଉଛି କି ସେ ଯେଉଁ ଝିଅ କୁ ବିବାହ କରିବାକୁ ଯାଉଛନ୍ତି ତାଙ୍କର ମା ଙ୍କ ହାତରେ ଏକ ଧଳା ରଙ୍ଗର ଦାଗ ରହିଛି । ଏବଂ ସେହି ଦାଗ କାରଣ ରୁ ସେ କନ୍ୟାକୁ ବିବାହ କରିବାକୁ ଚାହିନାହାନ୍ତି ।

ଏହା ଶୁଣି କନ୍ୟା ଘର ର ସମସ୍ତ ଲୋକ ଆବାକ ହୋଇଗଲେ । ମାତ୍ର ବିବାହ ବେଦୀ ରେ କନ୍ୟା କି ବିବାହ ନକରିବା କିପରି ସମମ୍ଭ ତେଣୁ ସେମାନେ ସେହି ଯୁବକ ଙ୍କୁ ବିବାହ କରିନେବାକୁ ବହୁତ ବୁଝେଇଲେ ମାତ୍ର ସେ ବୁଝିବା ପାଇଁ ରାଜି ନଥିବାରୁ ଶେଷେରେ ସେମାନେ ପୋଲିସ କୁ ଜଣେଇବା ସହ ଏହା ଉପରେ ଏକ ପଞ୍ଚାୟତ ମଧ୍ୟ ବସେଇଲେ । ତେବେ ବହୁତ ବୁଝାବୁଝି କରିବା ପରେ ସେ କନ୍ୟା କୁ ବିବାହ କରିବାକୁ ରାଜି ହୋଇଥିଲେ । ମାତ୍ର ଏହା ଏକ ଶିକ୍ଷକ ସମାଜରେ ଅଶିକ୍ଷିତ କାର୍ଯ୍ୟ ଠାରୁ କିଛି କମ ନଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।