ଦେଖନ୍ତୁ ଭିଡ଼ିଓ – ପୁରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ଅଦ୍ଭୁତ ଦୃଶ୍ୟ ଦେଖିଲେ ଆପଣଙ୍କ ଗୋଡ ତଳୁ ମାଟି ଖସିଯିବ…

0

କଥାରେ ଅଛି “ଯାହାକୁ ରଖିବେ ଅନନ୍ତ ତାକୁ ବା କେ କରିବ ଅନ୍ତ”। ତେବେ ଏହା କହିବାର ଅର୍ଥ ହେଉଛି ଯେତେବେଳେ ପର୍ଯ୍ୟନ୍ତ ଭଗବାନ ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ଚାହିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ମୃତ୍ୟୁ ର ରାଜା ଜମ ରାଜା ତାଙ୍କୁ କେବେ ହେଲେ ନିଜ ସହ ନେଇପାରିବେ ନାହିଁ । ସାଧାରଣତଃ ଆମେ ବିଶ୍ୱାସ କରିଥାଉ କି ଜଣେ ବ୍ୟକ୍ତି କିପରି ଭାବରେ ନିଜର ଜୀବନ ଯାପନ କରିବେ ସେ ବିଷୟରେ ସେ ନିଜେ ନିଷ୍ପତ୍ତି ନେବେ ମାତ୍ର କେଉଁ ସମୟରେ ଜନ୍ମ ନେବେ ଏବଂ କେଉଁ ସମୟରେ ମୃତ୍ୟୁ ବରଣ କରିବେ ତାହା କାହାଙ୍କ ହାତରେ ନଥାଏ ।

ତେବେ ଏହି ଉକ୍ତି ତଥା ଲୋକବାଣୀ କୁ ସତରେ ପ୍ରକାଶିତ କରିଛନ୍ତି ଜଣେ ଯୁବକ , ଖାଲି ଏତିକି ନୁହେଁ ବରଂ ମୃତ୍ୟୁ କୁ ନିଜ ଆଖି ଆଗରେ ଦେଖି ପୁଣି ବଞ୍ଚିବା ର ଆଶା ଲୋଡିଛନ୍ତି ଏହି ୪ ବର୍ଷର ଝିଅ ଟିଏ ।ତେବେ ବହୁତ ଚେଷ୍ଟା ପ୍ରଚେଷ୍ଟା ପରେ ଏହି ୪ ବର୍ଷ ର ଝିଅ ଟିର ଜୀବନ ବଞ୍ଚେଇଥିଲେ ସୁରକ୍ଷା କର୍ମୀ ।ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାରେ ଲାଗିଛି।

ଆମେ ଆଜି ଆପଣଙ୍କୁ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ । ଘଟଣା ଟି ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବଡ଼ଦାଣ୍ଡରେ ପୁରୀ ର ଶ୍ରୀମନ୍ଦିର ବେଢାରେ ।ତେବେ ଘଟଣା ଟି ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ତେବେ ସୂଚନା ଅନୁସାରେ , ପୁରୀ ବଡ଼ଦାଣ୍ଡ ର ମହାପ୍ରଭୁଙ୍କ ର ମନ୍ଦିର ଆଗରେ ଥିବା ତାରଜାଲି ରେ ଏକ ୪ ବର୍ଷୀର କୁନି ଝିଅ ର ମୁଣ୍ଡ ଅଟକି ଯାଇଥିଲା।

ତେବେ ପ୍ରାୟ ୨ ଘଣ୍ଟା ର ଚେଷ୍ଟା ପରେ ପିଲା ଟିକୁ ସେହି ଗେଟ ମଧ୍ୟରୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।ତେବେ ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ର ସାହା ଭରଷା ରୁ ଏହା ସମ୍ଭବ ହୋଇଛି ବୋଲି କହିଲେ କିଛି ବି ଅତୁଟ ହେବ ନାହିଁ ।

ତେବେ ଉଲ୍ଲେଖ ଯୋଗ୍ୟ ଯେ, ଗତ ଗୁରୁବାର ଦିନ ଭବାନୀପାଟଣା ରୁ ଏକ ପରିବାର ପୁରୀ କୁ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ମନ୍ଦିର କୁ ଦର୍ଶନ କରିବାକୁ ଆସିଥିଲେ ।ତେବେ ଗେଟ ରେ ପ୍ରବେଶ କରିବା ସମୟରେ ହଟାତ ତାଙ୍କର ୪ ବର୍ଷ ର ଝିଅ ର ମୁଣ୍ଡ ସେହି ଟୋଲ ଗେଟ ରେ ପସିଯାଇଥିଲା ।ତେବେ ଝିଅ ର ମୁଣ୍ଡ ତା ଭିତର କୁ କିପରି ପ୍ରବେଶ କରିଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।ତେବେ ଏହା ଦେଖି ସମସ୍ତେ ବହୁତ ଚିନ୍ତାରେ ପଡିଯାଇଥିଲେ ।

ତେବେ ସେଠାକାର ଲୋକମାନେ ବହୁତ ଚେଷ୍ଟା କରିଥିଲେ ପିଲାଟିର କିଛି ଅସୁବିଧା ନହେଉ ବୋଲି ତା ସହ ସୁରକ୍ଷା କର୍ମୀ ଙ୍କୁ ଜଣାଇଥିଲେ। ତେବେ ସୁରକ୍ଷା କର୍ମୀ ମାନେ ଆସି ସେଠାରେ ବହୁତ ଚେଷ୍ଟା କରିବା ପରେ ବହୁ କଷ୍ଟ ରେ ପିଲାଟିକୁ ସୁରକ୍ଷିତ ଭାବରେ ବାହାର କରିଥିଲେ ।ତେବେ ଶେଷରେ ସମସ୍ତେ ଶ୍ରୀ ଜଗନ୍ନାଥ ଙ୍କର ନାମ ନେଇଥିବା ଜଣାଯାଉଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।