ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ସିରିଏଲ ର ସୁନ୍ଦରୀ ଅଭିନେତ୍ରୀ ଲିପି ଙ୍କୁ କିଏ ଧୋକା ଦେଲା ??😢 କାହିଁକି ଭୋ ଭୋ ହୋଇ କାନ୍ଦିଲେ ଦେଖନ୍ତୁ…

0

ବର୍ତ୍ତମାନ ସମାଜରେ ବ୍ୟସ୍ତ ବହୁଳ ଜୀବନରେ ମଣିଷ ଟେନ୍ସନ ଫ୍ରି ହେବା ପାଇଁ ଇଣ୍ଟରନେଟ ର ମାଧ୍ୟମ ଖୋଜିଥାନ୍ତି।ଓଡ଼ିଶା ର ଘରେ ଘରେ ଧାରାବାହିକ ପ୍ରଚଳିତ।ତେବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକର ନାୟିକା ଲିପି ଙ୍କ ବିଷୟରେ କିଛି ରହସ୍ୟ କଥା ଜାଣିବା।ତେବେ ଆସନ୍ତୁ ଜାଣିବା ଲିପି ଙ୍କ ଜୀବନର କିଛି ରହସ୍ୟ ତଥ୍ୟ।ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

ଲିପି ମହାନ୍ ନାୟିକା ଭାବେ ବେଶ୍ ପରିଚିତ।ଲିପି ନିଜ କ୍ୟାରିଅର ଆଲବମ୍ ଜଗତରୁ ଆରମ୍ଭ କରିଥିଲେ।ନିଜର ଅପୂର୍ବ ସୌନ୍ଦର୍ଯ୍ୟ ତଥା ଅଭିନୟ କଳାରେ ସେ ଦର୍ଶକ ମାନଙ୍କ ମନ କୁ କିଣିପାରିଛନ୍ତି।ଲିପିଙ୍କ ଅଭିନୟର ଯାଦୁ କିଛି ନିଆରା।ସେ ଆଲବମ୍ ଜଗତର ସୁପ୍ରସିଦ୍ଧ ନାୟିକା।ବର୍ତ୍ତମାନ ଓଡ଼ିଆ ଧାରାବାହିକ ମାଧ୍ୟମରେ ସେ ଲୋକଲୋଚନକୁ ଆସିପାରିଛନ୍ତି।ତେବେ ନିକଟରେ ଏକ ଭିଡିଓ ରେ ଲିପି ଙ୍କୁ ଧୋକା ଦିଆଯାଇଛି ଏବଂ ଲିପି କାନ୍ଦୁଥିବା କଥା ସାମ୍ନାକୁ ଆସିଛି।ତେବେ ଏହାର କାରଣ କଣ ଆସନ୍ତୁ ଜାଣିବା।

ଯେତେବେଳେ ସିନେମା ଧାରାବାହିକ ତଥା ଅଭିନୟ କଥା ଆସେ ସେତେବେଳେ ଦର୍ଶକ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇଥାନ୍ତି।ଦର୍ଶକ ଙ୍କ ମନରେ କିଛି ନା କିଛି ପ୍ରଶ୍ନ ଉଙ୍କି ମାରୁଥାଏ।ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଶୈଳୀ ଭାବେ ସିନେ ଷ୍ଟାର ଙ୍କ ଜୀବନ ଶୈଳୀ କଣ ସମାନ।ତେବେ ଅଭିନୟ ଜଗତର କଳାକାର ମାନେ ନିଜ ଦୈନଦିନ ଜୀବନର ବ୍ୟକ୍ତିଗତ କଥାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରକାଶ କରିଥାନ୍ତି।

ଯାହା ଦ୍ଵାରା ସେମାନେ ଅଧିକ ଲୋକପ୍ରିୟ ହେବା ସଙ୍ଗେ ସଙ୍ଗେ ଚର୍ଚ୍ଚା ର ବିଷୟ ମଧ୍ୟ ହୋଇଥାନ୍ତି।ତାଙ୍କ ଜୀବନର ପ୍ରତିଟି ଘଟଣା କୁ ସେମାନେ ନିଜର ଦର୍ଶକଙ୍କ ନିକଟରେ ପହଞ୍ଚାଇଥାନ୍ତି।ଯାହା ଫଳରେ ଦର୍ଶକମାନେ ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ଙ୍କ ଜୀବନ ଶୈଳୀ କଥା ଜାଣି ପାରିଥାନ୍ତି।

ତେବେ ଓଡ଼ିଶାରେ ଘରେ ଘରେ ପରିଚିତ ନାୟିକା ଲିପି ନିଜ ୟୁଟ୍ୟୁବ ଆକାଉଣ୍ଟ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।ଏବଂ ତାଙ୍କୁ ଧୋକା ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ଧୋକା ଦେଲା।କହିବାକୁ ଗଲେ ତାଙ୍କ ମାଆ,ଭାଉଜ ଏବଂ ଘରର ଚାକରାଣୀ ତାଙ୍କୁ ଧୋକା ଦେଇଛନ୍ତି।ମା ସୁଟିଂ ରେ ତଥା ଭାଉଜ ଙ୍କ ଶରୀର ଅସୁସ୍ଥ ହେତୁ ଏବଂ ଚାକରାଣୀ ଆସିନଥିବାରୁ ଲିପି ଙ୍କୁ ସକାଳୁ ଉଠି ସବୁ ବାସନ କୁସନ ଧୋଇବାକୁ ପଡୁଛି ଏବଂ ବେଶୀ କାମ କରିବାକୁ ପଡୁଛି।

ଏ ନେଇ ତାଙ୍କୁ ଏମାନେ ଧୋକା ଦେଇଛନ୍ତି ବୋଲି ଲିପି ଭିଡିଓ ରେ ପ୍ରକାଶ କରିଛନ୍ତି।ଲିପି ସର୍ବଦା ଚରିତ୍ର ମଧ୍ୟରେ ନିଜକୁ ଲୀନ କରିଦେଇଥାନ୍ତ୍ତି।ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରି ରେ ଲିପି ଚୁଲବୁଲି ନାୟିକା ଭାବେ ବେଶ୍ ପ୍ରସିଦ୍ଧ।ଲିପି ଙ୍କ ଅଭିନୟର ଚମତ୍କାରିତା ଅତ୍ୟନ୍ତ ଉତ୍କୃଷ୍ଟ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।