ପ୍ରତିଦିନ ସକାଳେ ସେବନ କରନ୍ତୁ ଏହି ୩ଟି ଜିନିଷ କେବେ ଆସିବନି ଏହି ସବୁ ରୋଗ ଜାଣନ୍ତୁ ଜିନିଷ ଗୁଡ଼ିକ କ’ଣ କ’ଣ

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।ତେବେ ଆମେ ଆଜି ଆପଣଙ୍କୁ ସୁସ୍ଥ ରହିବା ପାଇଁ ଏକ ସୁନ୍ଦର କଥା ଟିଏ କହିବାକୁ ଚାହୁଁଛୁ ।

ତେବେ ବର୍ତ୍ତମାନ ଆପଣ ମାନେ ଦେଖୁଥିବେ କି ଲୋକ ମାନଙ୍କ ପାଖରେ ଭିନ୍ନ ଭିନ୍ନ ରୋଗ ଦେଖିବାକୁ ମିଳୁଛି ।ତେବେ ଯଦି ଆମେ ଆଜି କାଳ ର କଥା କହିବା ତ ସେତେବେଳେ ଲୋକମାନ ଙ୍କୁ ଏହିପରି ସବୁ ରୋଗ ହେଉନଥିଲା। ସେମାନେ ବେଶ ସୁସ୍ଥ ଓ ସବଳ ରହିଥିଲେ ।

ବର୍ତ୍ତମାନ ର ସମସ୍ତ ଖାଦ୍ୟପେୟ ରେ ଆମେ ବଧେ ଅନେକ ରାସାୟନିକ ପଦାର୍ଥ ର ବ୍ୟବହାର କରୁଛନ୍ତି ତେଣୁ ଭିନ୍ନ ଭିନ୍ନ ରୋଗ ସବୁ ଦେଖାଯାଉଛି। ତେବେ ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ତିନୋଟି ଆୟୁର୍ବେଦିକ ପଦାର୍ଥ ବିଷୟରେ ଜଣେଇବୁ ଯାହାର ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ଦୁର୍ବଳ ଲାଗିବ ନାହିଁ , ହୃଦଘାତ , କ୍ରଲେଷ୍ଟିର, ଡାଇବେଟିସ ଆଦି ମାରାତ୍ମକ ରୋଗ ଭଲ ହୋଇଯିବ ଏବଂ ଆଉ କେବେବି ଏହିଭଳି ରୋଗ କେବେ ବି ହେବନି।ତେବେ ଆସନ୍ତୁ ଜାଣିବା ସେହି ଆୟୁର୍ବେଦ ଜିନିଷ ଗୁଡ଼ିକ କଣ ଏବଂ କିପରି ଭାବରେ ତାହାର ବ୍ୟବହାର କରିବେ ।

୧.ମେଥି :-

ପ୍ରଥମ ଜିନିଷ ଟି ହେଉଛି ମେଥି ଦାନ ।ତେବେ ଆପଣ ମାନେ ଜାଣିଥିବେ କି ମେଥି ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ ।ଏହି ମେଥି କୁ ଆପଣ କିଛି ବି ଉପାୟ ରେ ସେବନ କରିପାରିବେ। ତେବେ ପ୍ରତ୍ୟେକ ଦିନ ଆପଣ ରାତିରେ ଶୋଇବା ସମୟ ରେ ମେଥି ଦାନା କୁ ପାଣିରେ ଭିଜେଇ ଦିଅନ୍ତୁ। ଏବଂ ସକାଳେ ଉଠିବା ପରେ ଏହି ଭିଜେଇ ଥିବା ମେଥି ଦାନା କୁ ସେବନ କରନ୍ତୁ। ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଆପଣଙ୍କୁ ଡାଇବେଟିସ , ହୃଦଘାତ ଆଦି ରୋଗ କେବେବି ହେବ ନାହିଁ ।

୨.କଳାଜୀରା:-

 

ଆପଣ ମାନେ ନିଶ୍ଚିତ ଜାଣିଥିବେ କି ମେଥି ଦାନା ପରି କଳା ଜୀରା ମଧ୍ୟ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ କଳା ଜୀରା କୁ ଚୋବେଇ ଖାଇବା ଅଭ୍ୟାସ କରନ୍ତୁ। ଏପରି କରିବା ଦ୍ୱାରା ଶରୀରରେ ରକ୍ତ କଣିକା ର ବୃଦ୍ଧି ହେବା ସହ କ୍ରଲେଷ୍ଟର ସମସ୍ୟା ହୋଇନଥାଏ ।

୩.ଡାଲଚିନି :-

ବନ୍ଧୁଗଣ ଆମେ ଡାଲଚିନି କୁ ରୋଷେଇ କରିବାରେ ବ୍ୟବହାର କରିଥାଉ କାରଣ ଏହା ଆମ ଖାଦ୍ୟକୁ ସ୍ୱାଧୀସ୍ଟ କରିଥାଏ ।କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହାକୁ ପାଣିରେ ଭିଜେଇ ସକାଳେ ଖାଲି ପେଟରେ ସେବନ କରିବା ଦ୍ବାରା ଡାଇବେଟିସ ପରି ମାରାତ୍ମକ ରୋଗ ହୋଇନଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।