ଭିଡିଓ କଲ ମାଧ୍ୟମରେ ଯୁବତୀଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କଲେ ବିଧାୟକ ! ତା ପରେ ଯୁବତୀ ଜଣଙ୍କ ଏମିତି କିଛି କରି ଦେଖାଇଲେ ଜାଣିଲେ ଆପଣ ଙ୍କ ହୋସ ରହିବନି…..

0

ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ସେ ନାରୀ ଜଣଙ୍କ ବିଦ୍ୟାଳୟ , ମହାବିଦ୍ୟାଳୟ ର ଛାତ୍ରୀ ହେଉକି ,

ଘରେ ରହୁଥିବା ଏକ ସାଧାରଣ ବର୍ଗର ଝିଅ ହେଉ , ସେ ସରକାରୀ କର୍ମଚାରୀ ହେଉ କି ବେସରକାରୀ କର୍ମଚାରୀ କିମ୍ବା ଦେଶର ମହିଳା ଫୌଜି ହେଉ । କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ଅଟେ ବୋଲି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜନେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ବୁଝିପାରିବେ ବର୍ତ୍ତମାନ ସମାଜରେ ଜଣେ ମହିଳା କେତେ ସୁରକ୍ଷିତ ।

ତେବେ ବର୍ତ୍ତମାନ ମହିଳାଙ୍କୁ ଶୋଷଣ କରିବାର ଅନ୍ୟ ଏକ ଅସ୍ତ୍ର ସାଜିଛି ଲୋକମାନଙ୍କର ଉଚ୍ଚ ପଦବୀ ଏବଂ ଟଙ୍କା ।ନିଜର ଉଚ୍ଚ ପଦବୀର ନେଗେଟିଭ ବ୍ୟବହାର କରୁଛନ୍ତି ଏହି ପୁରୁଷ ମାନେ ।ତେବେ ଏହି ଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ବାରାଣସୀ ଠାରେ। ସେଠାରେ ଜଣେ ବିଧାୟକ ଜଣେ ମହିଳା ଅନେକ ଦିନ ଧରି ଭିଡ଼ିଓ କଲ ସାହଯ୍ୟ ରେ ବହୁତ ହଇରାଣ କରୁଥିଲେ। ତେବେ ଯୁବତୀ ଜଣଙ୍କ ଏହାକୁ ଆଉ ସହ୍ୟ ନକରି ପରି ପୋଲିସ ରେ ଅଭିଯୋଗ ଆଣିଛନ୍ତି। ତେବେ ସେହି ବିଧାୟକ ଜଣଙ୍କ ଯାହା କରିଥିଲେ ମହିଳାଙ୍କ ସହ ତାହା ଜାଣିଲେ ଆପଣଙ୍କୁ ଘୃଣା ଲାଗିବ ।

ଉଲ୍ଲେଖଯୋଗ୍ୟ ଯେ, ବାରାଣସୀ ର ବହୁବଳୀ ର ବିଧାୟକ କିଛି ବର୍ଷ ତଳେ ଜଣେ ଯୁବତୀ ଙ୍କୁ ଦୁଷ୍କର୍ମ କରିଥିଲେ ।ତେବେ ଖାଲି ଦୁଷ୍କର୍ମ କରିନଥିଲେ ବରଂ ପରେ ତାଙ୍କୁ ବହୁତ ଭ୍ରଛୁଆଲ ହଇରାଣ ମଧ୍ୟ କରୁଥିଲେ। ଝିଅ ଟିର କହିବା ଅନୁସାରେ ସେହି ବିଧାୟକ ତାଙ୍କୁ ୱାଟସପ ରେ ଭିଡିଓ କଲ କରୁଥିଲେ ଏବଂ ଯୁବତୀ ଜଣ ଙ୍କୁ ଉଲଗ୍ନ ହେବାକୁ କହୁଥିଲେ।

ଯଦି ମହିଳା ଜଣଙ୍କ ଏହି କଥା କୁ ପ୍ରତ୍ୟାଖ୍ୟାନ କରନ୍ତି ତେବେ ସେହି ବିଧାୟକ ଜଣଙ୍କ ତାଙ୍କୁ ଜୀବନ ରୁ ମାରି ଦେବାର ଧମକ ଦେଉଥିଲେ। ଯାହା ଫଳରେ ନିଜର ଜୀବନ ବଞ୍ଚେଇବା ପାଇଁ ଝିଅ ଟି ଉଲଗ୍ନ ହେବାକୁ ରାଜି ହେଉଥିଲା ।ତେବେ ବିଧାୟକ ଜଣଙ୍କ ଏତେ ନିଷ୍ଠୁର ତଥା କାମନା ବସ ହୋଇଯାଇ ଥିଲେ କି , ସେ ଯୁବତୀ ଜଣଙ୍କ ର ଉଲଗ୍ନ ବେଶ ଦେଖିବା ପରେ ନିଜେ ମଧ୍ୟ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଯାଉଥିଲେ ।

ତେବେ ପୀଡିତ ଯୁବତୀ ଜଣଙ୍କ ଥାନା ରେ ଅଭିଯୋଗ କରିବା ପରେ କହିଛନ୍ତି କି କେବଳ ମୁଁ ନୁହେଁ ଆହୁରି ଅନେକ ଝିଅ ମୋ ପରି ଏହି ବିଧାୟକ ର କବଜା ରେ ଅଛନ୍ତି ।ତେଣୁ ମାନ୍ୟବର ଅଦାଲତ ତାଙ୍କୁ ଉଚିତ ଦଣ୍ଡ ବିଧାନ କରନ୍ତୁ ଏବଂ ଆମକୁ ନ୍ୟାୟ ଦିଅନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।