ବହୁତ ଦିନ ପରେ ଫିଟିଲା ଗୁମର କ’ଣ ପାଇଁ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଓଡିଆ ହୀରୋ ବୁଦ୍ଧାଦିତ୍ୟ ମହାନ୍ତି, Buddhaditya ଙ୍କ Family & Biography

0

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଅନେକ ଅଭିନେତା ଅଭିନେତ୍ରୀ ଅଛନ୍ତି। ସେମାନଙ୍କ ବିଷୟ ରେ ଜାଣିବା ପାଇଁ ସମସ୍ତଙ୍କର ଇଛା ଥାଏ। ରିଅଲ ଲାଇଫ ହେଉ କିମ୍ବା ରିଲ ଲାଇଫ୍ ହେଉ ସେମାନଙ୍କ ବିଷୟ ରେ ଟିକି ନିକି ଖବର ରଖିବା ପାଇଁ ଚାହାନ୍ତି। ସେହି ସବୁ ବିଷୟରେ ଉପଡେଟ୍ ରହିବା ସୌକ୍ ହୋଇ ଗଲାଣି। ତେବେ ସେଇ ଅଭିନେତା ଅଭିନେତ୍ରୀ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ଅନେକ ପରିଶ୍ରମ କରି ଥାନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ।

ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି।ପରିଶ୍ରମ ବଳ ରେ ସଫଳତା ର ଶୀର୍ଷ ରେ ପହଞ୍ଚିଛନ୍ତି। ଫଳରେ ଭଲ ଅଭିନେତା ଓ ଅଭିନେତ୍ରୀ ହୋଇ ପାରନ୍ତି। ତେବେ ବୁଦ୍ଧାଦିତ୍ୟ ହେଉଛନ୍ତି ଏହାର ଜଣେ ପ୍ରକୃତ ଉଦାହରଣ। ତେବେ ଆପଣ ମାନେ ତ ନିଶ୍ଚୟ ଜାଣିଥିବେ। ଆଜି ଆମେ ଆପଣଙ୍କୁ ତାଙ୍କ୍ ଲାଇଫ ବିଷୟରେ କିଛି ତଥ୍ୟ ଜଣାଇବୁ।

ଘରେ ଘରେ ବେଶ୍ ପରିଚିତ ବୁଦ୍ଧାଦିତ୍ୟ ମହାନ୍ତି। ସେ ହେଉଛନ୍ତି ଜଣେ ପ୍ରସିଦ୍ଧ କଳାକାର। ସିନେମା ଜଗତ କୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ନିଜ ଦମଦାର ଅଭିନୟ ପାଇଁ ସେ ବେଶ୍ ଚର୍ଚ୍ଚିତ ରହି ଥାନ୍ତି।ବୁଦ୍ଧାଦିତ୍ୟ ମହାନ୍ତି ନିଜର ଦମଦାର ଅଭିନୟ ପାଇଁ ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ଏବଂ ଦର୍ଶକ ମାନଙ୍କ ମନରେ ନିଜର ଏଜ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।ଏହା ଦ୍ବାରା ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି। ବର୍ତ୍ତମାନ ସମୟ ରେ ତାଙ୍କର ଦର୍ଶକ ଙ୍କ ପ୍ରିୟ ଓ ପ୍ରଶଂସନୀୟ ହୋଇ ପାରିଛନ୍ତି।

ତେବେ ବୁଦ୍ଧାଦିତ୍ୟ ଅନେକ ସିନେମା ରେ ନାୟକ ଭୂମିକା ରେ ଅଭିନୟ କରିଛନ୍ତି। ଦୁଇ ଟି ସିନେମା ରେ ଖଳନାୟକ ଭୂମିକା ରେ ଅଭିନୟ କରିଛନ୍ତି। ଦର୍ଶକ ଏହାକୁ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି। ନିଜ ଅଭିନୟ ର ଯାଦୁ ରେ ଦର୍ଶକ କୁ ବାନ୍ଧି ରଖିଛି।ପାଖାପାଖି ୩୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଛନ୍ତି। ଏହା ସହିତ ସେ ଅନେକ ହିନ୍ଦୀ ସିରିଆଲ ରେ ମଧ୍ୟ ଅଭିନୟ କରିଛନ୍ତି।ନିଜ ପରିବାର ଙ୍କ ସହିତ ଭୁବନେଶ୍ୱର ରେ ରହୁଛନ୍ତି। ତାଙ୍କ ପରିବାର ରେ ତାଙ୍କ ସମେତ ତାଙ୍କ ବାପା ମାଆ ଓ ତାଙ୍କର ଜଣେ ଭଉଣୀ ରହୁଛନ୍ତି।

ବୁଦ୍ଧାଦିତ୍ୟ ଙ୍କୁ ବର୍ତ୍ତମାନ ୪୦ ବର୍ଷ ବୟସ ହୋଇ ସାରିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିବାହ କରି ନାହାନ୍ତି। ଏହାର କାରଣ ବୁଦ୍ଧାଦିତ୍ୟ ଜଣଙ୍କୁ ଭଲ ପାଇଥିଲେ। କିଛି ଦିନ ଗଲା ପରେ ଝିଅ ଟି ବୁଦ୍ଧାଦିତ୍ୟ ଙ୍କୁ ଧୋକା ଦେଇଥିଲା। ସେହି ପର ଠାରୁ ବୁଦ୍ଧାଦିତ୍ୟ ଭାଙ୍ଗି ପଡିଥିଲେ । ସେହି। ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଉପଯୁକ୍ତ ଜୀବନସାଥୀ ମିଳିନାହିଁ।

ଉପଯୁକ୍ତ ଜୀବନସାଥୀ ମିଳିଲେ ସେ ନିଶ୍ଚିତ ଭାବରେ ବିବାହ କରିବେ ବୋଲି ସ୍ୱୟଂ ବୁଦ୍ଧାଦିତ୍ୟ ମହାନ୍ତି କହିଛନ୍ତି।କାରଣରୁ ସେ ବର୍ତ୍ତମାନ ସୁଦ୍ଧା ବିବାହ କରି ନାହାନ୍ତି। ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଉପଯୁକ୍ତ ଜୀବନସାଥୀ ମିଳିନାହିଁ। ଉପଯୁକ୍ତ ଜୀବନସାଥୀ ମିଳିଲେ ସେ ନିଶ୍ଚିତ ଭାବରେ ବିବାହ କରିବେ ବୋଲି ଅନେକ ଜାଗାରେ ଉତ୍ତର ଫେରାଇ ବୁଦ୍ଧାଦିତ୍ୟ ମହାନ୍ତି କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।