Breaking News – ପୁଣି ଓଲିଉଡ଼ ଚଳଚ୍ଚିତ୍ର ଜଗତରେ ଖେଳିଗଲା ଶୋକ ର ଛାୟା। ସବୁଦିନ ପାଇଁ ଆଖି ବୁଜିଲେ ବରିଷ୍ଟ ଅଭିନେତା

0

ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ବରିଷ୍ଠ କଳାକାର ଅଛନ୍ତି। ପରିଶ୍ରମ ଦ୍ବାରା ସେମାନେ ସଫଳତା ର ଶୀର୍ଷ ରେ ପହଞ୍ଚି ପାରିଛନ୍ତି।ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଫଳରେ ଭଲ ଅଭିନେତା ଓ ଅଭିନେତ୍ରୀ ହୋଇ ପାରନ୍ତି। ସେମାନେ ଅନେକ ଭଲ କାମ ମଧ୍ୟ କରନ୍ତି। ଓଲିଓଡ ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ଦୁଃଖ ଖବର। କରୋନା ମହାମାରୀ ଦେଶ ରେ ଦୁଃଖ ର ଛାୟା ଖେଳାଇ ଥିବା ବେଳେ ଅନେକ ନାମୀ ଦାମୀ ଅଭିନେତା ଅଭିନେତ୍ରୀ ଓ ବରିଷ୍ଠ କଳାକାର ଙ୍କୁ ସିନେମା ଜଗତ ରୁ ଦୂରେଇ ଦେଇଚି।

୨୦୨୦ ମସିହା କୁ କଳା ମସିହା କହୁଥିବା ବେଳେ ସମସ୍ତେ ନୂଆ ବର୍ଷ ରେ ନୂଆ ଆଶା କରି ଥିଲେ। ମାତ୍ର ଏହି ମସିହା ମଧ୍ୟ ଅନେକ ଦୁଃଖ ଖବର ଦେଇଚି। ତେବେ ଆଜି ଆମେ ଜଣେ ବରିଷ୍ଠ କଳାକାର ଙ୍କୁ ଓଳିଓଡ଼ ଇଣ୍ଡଷ୍ଟ୍ରି ରୁ ଦୁରେଇଛୁ। ସରା ଓଡ଼ିଶା ରେ ଦୁଃଖ ର ଲହରି। ତେବେ ସେ କିଏ ଓ କିପରି ମୃତ୍ୟୁ ଘଟିଲା ଆସନ୍ତୁ ଜାଣିବା।

ସୂଚନାଯୋଗ୍ୟ ଓଲିଓଡ ଜଗତ ର ମହାନ୍ ଅଭିନେତା ଦିପ୍ତିରଞ୍ଜନ ମହାନ୍ତି ଙ୍କ ମୃତ୍ୟୁ ଘଟିଛି। ମାତ୍ର ୫୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଅଚାନକ ହୃଦ୍ ଘାତ ଯୋଗୁଁ ଓଲିଓଡ ଠାରୁ ଦୂରେଇ ଯାଇଛନ୍ତି। ଗତ କାଲି ରାତିରେ ହଠାତ୍ ହୃଦଘାତ ଆସିବ କାରଣ ରୁ ତାଙ୍କୁ ହସ୍ପିଟାଲ୍ ରେ ଭର୍ତି କରା ଯାଇଥିଲା। ସେହି ହସ୍ପିଟାଲ୍ ରେ ହୀ ତାଙ୍କର ମୃତ୍ୟୁ ଘଟିଛି। କବୁଲା ଭାଇ ନାମ ରେ ଇଣ୍ଡଷ୍ଟ୍ରି ରେ ସେ ବେଶ୍ ପରିଚିତ। ଅନେକ ସିନେମା ଟିଭି ଶୀରିଏଲ୍ ଛୋଟ ପରଦା ଠୁ ବଡ଼ ପରଦା ପର୍ଯ୍ୟନ୍ତ ସବୁଥିରେ ଅଭିନୟ କରି ଦର୍ଶକ ଙ୍କ ହୃଦୟ ରେ ଜାଗା କରି ପାରିଥିଲେ।

ଦିପ୍ତିରଞ୍ଜନ୍ ମହାନ୍ତି ଅନେକ ଚଳଚ୍ଚିତ୍ର ରେ ନିଜର ସ୍ଵର ଦେଇଛନ୍ତି। ଅନେକ ସିନେମା କରିଛନ୍ତି। କଥା କହିଲେ ସରିବନି, ଦୁହିତା, ବିକ୍ରମ ବେତାଳ, ଓ ସହନାଇ ଆଦି ରେ ସେ ଅଭିନୟ କରିଛନ୍ତି। ନିଜର କୌତିକିଆ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖି ଥିଲେ। କଟକ ର ରୌଶପତାନ ଗ୍ରାମ ରେ ତାଙ୍କର ଜନ୍ମ। ଗତକାଲି ମୃତ୍ୟୁ ଘଟିବ ପରେ ପୁରୀ ର ସ୍ବର୍ଗ ଦ୍ଵାରା ରେ ତାଙ୍କ ଶେଷ କାର୍ଯ୍ୟ ସମ୍ପନ୍ନ ହେବାକୁ ଯାଉଛି।

ତେବେ ତାଙ୍କର ମୃତୁ ଓଲିଓଡ ଇଣ୍ଡଷ୍ଟ୍ରି ପାଇଁ ଦୁଃଖ ବିଷାଦ ଆଣି ଦେଇଛି। ତାଙ୍କର ମୃତ୍ୟୁ ରେ ସିନେମା ଜଗତ ର କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ତାଙ୍କ ପରିବାର ଲୋକ ଦୁଃଖ ରେ ମର୍ମାହତ ହୋଇ ପଡିଛନ୍ତି। ଅଭିନୟ କରୁ କରୁ କେତେବେଳେ ଆରପାରିକୁ ଚାଲିଗଲେ କେହି ବିଶ୍ୱାସ ମଧ୍ୟ କରି ପାରୁ ନାହାଁନ୍ତି। ତେବେ ଭଗବାନ ଙ୍କ ନିକଟ ରେ ଏତିକି ପ୍ରାର୍ଥନା ତାଙ୍କ ଆତ୍ମ କୁ ସଦ୍ଗତି ମିଳୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।