ବେସିନ ରେ ଏହି ଜିନିଷ ବ୍ୟବହାର କଲେ କିଛି ସେକେଣ୍ଡ ରେ ସବୁ ଦାଗ ଏବଂ ଅପରିଷ୍କାର ହୋଇଯିବ ଗାଏବ ପୁରା ନୂଆ ଭଳି 100% ଗ୍ୟାରେଣ୍ଟି

0

ଘର ର ଚତୁରପାର୍ଶ କୁ ନିର୍ମଳ ରଖିବା ଆମର ଦାୟିତ୍ଵ। ଆମେ ନିଜକୁ ସଫା ସୁତାର ରଖିବା ସହ ଆମେ ବ୍ୟବହାର କରୁ ଥିବା ଆବଶ୍ୟକୀୟ ବସ୍ତୁ ମାନଙ୍କ ଯତ୍ନ ନେବା ସହିତ ସଫା ରଖିବା ଆବଶ୍ୟକ। ଏହା ଦ୍ଵାରା ଶରୀର ସୁସ୍ଥ ରହିବା ସହିତ ଘର ନିର୍ମଳ ରହି ଥାଏ। ତେବେ ଘରେ ହାତ ମୁଁହ ଧୋଇବା ପାଇଁ ବେଶିନ୍ ର ବ୍ୟବହାର କରି ଥାଉ।ସାଧାରଣତଃ ଘରର ରୋଷେଇ ଘରେ ଓ ବଙ୍ଗଳା ରେ ରହି ଥାଏ। ତେବେ ବଙ୍ଗଳା ରେ ଥିବା ବେସିନ ହାତ ମୁଁହ ଧୋଇବା ପାଇଁ ରହି ଥାଏ। ରୋଷେଇ ଘରେ ଥିବା ବେଶିନ ପରିବା ଧୋଇବା ଆଦି କାର୍ଯ୍ୟ ରେ ବ୍ୟବହାର ହୋଇ ଥାଏ।

ସାଧାରଣତଃ ପରିବା ଇତ୍ୟାଦି ଧୋଇବା ବେଳେ ଜମାଟ ବାନ୍ଧି ବେସିନରେ ଅପରିଷ୍କାର ମଇଳା ହୋଇ ଥାଏ ଏବଂ ସେଥିରୁ ଦୁର୍ଗନ୍ଧ ବାହାରେ। ଏହା କାରଣ ରୁ ରୋଗ ସୃଷ୍ଟି ହୋଇ ଥାଏ। ଏତତ୍ ବ୍ୟତୀତ ଘରକୁ ଗେଷଟମାନେ ଆସିଲେ ଏହାକୁ ଦେଖି ଖରାପ ଭାବି ଥାନ୍ତି। ତେବେ ଏହି ସବୁ ଅସୁବିଧା ରୁ ମୁକ୍ତି ପାଇବା ପାଇଁ ଆମେ ଆଜି ଆପଣ ଙ୍କ ନିକଟ କୁ ନେଇ ଆସିଛୁ ଏକ ନୂଆ ଉପାୟ।

ତେବେ ଘରେ ଥିବା ଅପରିଷ୍କାର ବେଶିନ କିଛି ସେକେଣ୍ଡ ମଧ୍ୟରେ ଏହି ବେସିନ ଚମକି ଉଠିବ।ଆମେ ଆପଣଙ୍କୁ ଏପରି ଉପାୟ କହିବୁ ଯାହା ଜାଣିବା ଦ୍ଵାରା ଆପଣ ଉପଶମ ପାଇ ପାରିବେ। ଏହି ଉପାୟ କୁ ପ୍ରତି ତିନି ଚାରି ଦିନ କୁ ଥରେ କରିବା ଦ୍ଵାରା ବେଶିନ ପରିଷ୍କାର ରହି ଥାଏ।ପ୍ରଥମେ ବେସିନ ରେ ଲବିଥିବା ଅପରିଷ୍କାର ଏବଂ ଜମି ରହିଥିବା ପାଣି କୁ ଖାଲି କରିଦିଅନ୍ତୁ। ଆଉ ତାପରେ ଆପଣ କିଛି ଭିନେଗାର ଆଣି ଏକ ସ୍ପ୍ରେ ରେ ଚାରିଆଡେ ସ୍ପ୍ରେ କରି ଦିଅନ୍ତୁ।

ଆଉ ଏହାକୁ କିଛି ସମୟ ପରେ ଆପଣ କିଛି ପରିମାଣରେ ବିଲିଚିଂ ପାଉଡର ଆଣି ତା ସହିତ ଚାରି ଆଡ଼େ ପକାଇ ଦିଅନ୍ତୁ। ଏହାକୁ ପାଞ୍ଚ ମିନିଟ ପାଇଁ ସେମିତି ରଖି ଦିଅନ୍ତୁ।  ଭିନେ ଗାର ସହିତ ବିଲିଚିଂ ପାଉଡର ରିୟାକ୍ସନ ଘଟି ଏହା ସବୁ ପ୍ରକାର ଅପରିଷ୍କାର ଦାଗ ଏବଂ ଅପରିଷ୍କାର ମଇଳା କୁ ମଧ୍ୟ ସଫା କରି ଦେବ। ସଙ୍ଗେ ସଙ୍ଗେ ବେଶିନ ଚମକି ଉଠିବ। ପୁରୁଣା ଦାଗ ମଧ୍ୟ ଛାଡ଼ିଯିବ।
ବେଶିନ ରେ ବାସନ ଧୋଇବା ବେଳେ ଅନେକ ଅଳିଆ ଜମା ହୋଇ ଥାଏ।ଅନେକ ଲୋକ ତାଙ୍କ ବେସିନ ରେ ବାସନ ଧୋଇବା ସମୟରେ ଖାଦ୍ୟ ଅବଶିଷ୍ଟାଂଶ କୁ ପକାଇ ଦିଅନ୍ତି। ଆଉ କେତେକ ଚୁଟି ମଧ୍ୟ ଝଡି ବେସିନ ରେ ଯାଇ ଜମାଟ ବାନ୍ଧି ଯାଏ। ଯାହା ଦ୍ବାରା ପାଣି ଅଟକି ଯାଇ ଥାଏ ଯାଇ ପାରି ନଥାଏ।କରିବେ ଖାଦ୍ୟ ଅବଶିଷ୍ଟାଂଶ ଯେମିତି ବେସିନ ଭିତରେ ନ ପଡେ। ତେବେ ଆଜି ର ଏହି ଉପାୟ ଆପଣ ଙ୍କ ଗୃହ କୁ ପରିଷ୍କାର ରଖିବ ଏହା ଆମର ବିଶ୍ବାସ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।