ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆମେ ଯଦିଓ ଏବେ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛୁ କିନ୍ତୁ କେବେ ହେଲେ ଆମ ଆମର ପୁରାଣ ଶାସ୍ତ୍ର କୁ କେବେ ହେଲେ ଭୁଲି ନାହୁଁ । ତେବେ ଆମ ପୁରାଣ ମଧ୍ୟରେ ରାମାୟଣ ହେଉଛି ଅନ୍ୟତମ । ତେବେ ଏହି ରାମାୟଣ ଯେ କେବଳ ଆମର ଶାସ୍ତ୍ର ଅଟେ ତା ନୁହେଁ ବରଂ ଏହା ଆମର ବହୁତ କାର୍ଯ୍ୟ ରେ ମଧ୍ୟ ଲାଗିଥାଏ । ତେବେ ଆମେ ଆଜି ଆପଣଙ୍କୁ ଏହି ରାମାୟଣ ଉପରେ କେତେକ ପ୍ରଶ୍ନ ସହ ଉତ୍ତର ଜାଣେଇବୁ ଏବଂ ଏହା ଆପଣଙ୍କୁ ଭବିଷ୍ୟତ ରେ ସାହାଯ୍ୟ କରିବ ବୋଲି ଆମେ ଆଶା କରୁଛୁ । ତେବେ ଆମେ ଆଶା କରୁଛୁ ଯେ , ଏହା ଆପଣଙ୍କୁ ବିଭିନ୍ନ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାରେ ସାହାଯ୍ୟ କରିବ ।ତେବେ ଆସାନ୍ତୁ ନଜର ପକେଇବା କିଛି ସାଧାରଣ ପ୍ରଶ୍ନ ଓ ଉତ୍ତର ଉପରେ ।

୧.ଏମାନଙ୍କ ମଧ୍ୟରୁ କିଏ ଗୋଟିଏ ଗଡ଼ରେ ଠିଆ ହୋଇ ପାଞ୍ଚ ହଜାର ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥନା କରିଥିଲେ ?
ଉତ୍ତର- ବିଭୀଷଣ ପାଞ୍ଚ ହଜାର ବର୍ଷ ପର୍ଯ୍ୟନ୍ତ ଠିଆ ହୋଇ ପ୍ରାର୍ଥନା କରିଥିଲେ ।

୨.କେଉଁ ମହର୍ଷି ନିଜର ପିତା ଙ୍କ ଆଦେଶରେ ମାତା ଙ୍କର ମୁଣ୍ଡ କାଟ କରିଥିଲେ ?
ଉତ୍ତର- ମହର୍ଷି ପର୍ଶୁରାମ ନିଜ ପିତାଙ୍କ ଆଦେଶରେ ମାତା ଙ୍କର ମୁଣ୍ଡ କାଟ କରିଥିଲେ ।


୩.ବ୍ରହ୍ମ ନିଜର ପାଟି ମଧ୍ୟରୁ ଜନ୍ମ ଦେଇଥିବା ଭାଲୁଟିର ନାମ କଣ ?
ଉତ୍ତର -ବ୍ରହ୍ମ ନିଜର ପାଟି ମଧ୍ୟରୁ ଜାମ୍ବବାନ ନାମକ ଭାଲୁ ଟୀକୁ ଜନ୍ମ ଦେଇଥିଲେ ।

୪.କେଉଁ ଋଷି ରାମଚନ୍ଦ୍ର ଙ୍କୁ ବନବାସ ଯିବାକୁ ବାରଣ କରିଥିଲେ ?
ଉତ୍ତର- ଋଷି ଜାବାଳି ରାମଚନ୍ଦ୍ର ଙ୍କୁ ବନବାସ ଯିବାକୁ ବାରଣ କରିଥିଲେ ।

୫. ରାମାୟଣ ଯୁଗରେ କେଉଁ ନାରୀକୁ ସତୀ କୁହାଯାଉଥିଲା ?

ଉତ୍ତର – ସୁଲୋଚନା


୬.ରାବଣ ର କେଉଁ ପୁତ୍ର କୁ ହନୁମାନ ଅଶୋକ ବଟିକାରେ ହତ୍ୟା କରିଥିଲେ ?
ଉତ୍ତର-ହନୁମାନ ଅଶୋକ ବଟିକାରେ ରାବଣ ର ପୁତ୍ର ଅକ୍ଷକୁମାର ଙ୍କର ହତ୍ୟା କରିଥିଲେ ।

୭.ତ୍ରେତୟା ଯୁଗରେ ତଥା ରାମାୟଣ ରେ କିଏ ବିବାହ କରିନଥିଲେ ?
ଉତ୍ତର – ତ୍ରେତୟା ଯୁଗରେ ଶ୍ରୀ ରାମଚନ୍ଦ୍ର ଙ୍କର ପରମ ଭକ୍ତ ହନୁମାନ ବିବାହ କରିନଥିଲେ ।

୮.ରାମଚନ୍ଦ୍ର ମୁକୁଟ ପିନ୍ଧିଥିବା ବେଳେ କିଏ ପାଞ୍ଚଶହ ନଦୀ ରୁ ଜଳ ଆଣିଦେଇଥିଲେ ?
ଉତ୍ତର – ରାମଚନ୍ଦ୍ର ରାଜ ମୁକୁଟ ପିନ୍ଧିବା ସମୟରେ ଜାମ୍ବବାନ ପାଞ୍ଚଶହ ନଦୀ ରୁ ଜଳ ଆଣିଦେଇଥିଲେ ।


୯.ନିମ୍ନଲିଖିତ ମଧ୍ୟରୁ କେଉଁ ଋଷି ନିଜର ପିତା ଙ୍କର ଆଦେଶ ଅନୁସାରେ ସମସ୍ତ ଗାଈମାନଙ୍କୁ ମାରି ଦେଉଥିଲା ?
ଉତ୍ତର – ମହର୍ଷି କାନ୍ଦୁ ନିଜର ପିତା ଙ୍କର ଆଦେଶ ଅନୁସାରେ ସମସ୍ତ ଗାଈମାନଙ୍କୁ ମାରି ଦେଉଥିଲା ।

୧୦.କାହା ଗର୍ଭ ରୁ ମକରଧ୍ଵଜ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର -ମକରଧ୍ଵଜ ଗୋଟିଏ ମାଛ ର ଗର୍ଭ ରୁ ଜନ୍ମ ଗ୍ରହଣ କରିଥିଲେ ।

11 . ଲଙ୍କା କୁ ଯିବା ପୂର୍ବରୁ ପ୍ରଭୁ ରାମଚନ୍ଦ୍ର କାହାକୁ ପ୍ରାର୍ଥନା କରିଥିଲେ ?
ଉତ୍ତର- ଲଙ୍କା କୁ ଯିବା ପୂର୍ବରୁ ପ୍ରଭୁ ରାମଚନ୍ଦ୍ର ଭଗବାନ ଶିବ ଙ୍କୁ ପ୍ରାର୍ଥନା କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।