ଭାଉଜ ଆଖୁ କ୍ଷେତରେ ‘ସମ୍ପର୍କ’ ତିଆରି କରୁଥିଲେ ହଠାତ୍ ବେହୋସ ହେଲେ ଭାଉଜ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ସମାଜରେ ପ୍ରାୟତଃ ଲୋକମାନଙ୍କ ମଧ୍ୟରେ ସମ୍ପର୍କର କୌଣସି ମାନେ ସେମାନଙ୍କୁ ଜଣା ନଥାଏ ସେଥିପାଇ ସେମାନେ ନିଜର ଆତ୍ମୀୟ ଓ ଗୁରୁଜନ ମାନଙ୍କ ସହିତ ଖରାପ କାର୍ଯରେ ଅଭ୍ୟସ୍ତ ରହିଥାନ୍ତି । ଏହି ପରି ଅନେକ ଘଟଣା ଆଜିର ସମାଜରେ ଅଧିକ ପରିମାଣରେ ଦେଖିବାକୁ ମିଳୁଛି ଏବଂ ଏହି ଭିଡିଓ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗୋଟିଏ କ୍ଷେତରେ ଦୁଇ ଜଣ ପୁରୁଷ ଓ ଗୋଟିଏ ମହିଳା ନିଶାଗ୍ରସ୍ତ ଅବସ୍ଥାରେ ରହି ଖରାପ କାର୍ଯ୍ୟ କରୁଥିବାର ଗାଁର ଲୋକମାନେ ଦେଖିବାକୁ ପାଇଛନ୍ତି । ଏହା ଜାଣିବା ପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଛନ୍ତି ।


ଗାଁର ଲୋକମାନେ ସେହି ତିନି ଜଣଙ୍କୁ ପୋଲିସ ଆସିବା ପର୍ଯ୍ୟନ୍ତ ସେମାନଙ୍କ ଉପରେ ଧ୍ୟାନ ରଖିଛନ୍ତି ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଏହାର ତଦନ୍ତ କରିଛି । ଉଭୟ ପୁରୁଷ ଦୁଇ ଜଣ ନିଶାଗ୍ରସ୍ତ ଅବସ୍ଥାରେ ରହିଚନ୍ତି ଏବଂ ମହିଳା ଜଣକ ମଧ୍ୟ ଅତ୍ୟଧିକ ନିଶା ସେବନ କରି ବେହସ୍ ଥିବାର ଜଣାଯାଇଛି । ପୋଲିସ ଏମାନଙ୍କୁ ହସ୍ପିଟାଲରେ ଚେକପ୍ କରିବା ପରେ ତୁରନ୍ତ ଏମାନଙ୍କୁ ଜେଲରେ ଭର୍ତ୍ତି କରିଛନ୍ତି । ପୋଲିସ ଦୁଇ ଯୁବକ ଓ ମହିଳାଙ୍କର ବୟାନ ନେଇଛନ୍ତି ଏବଂ ମହିଳା ଜଣକ କହିଛନ୍ତି ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ତାଙ୍କର ଦିଅର ଅଟନ୍ତି ।

ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ମହିଳାଙ୍କର ଦିଅର ଯାହାର ନା ସଞ୍ଜୟ ବୋଲି ପୋଲିସ ଜଣାଇଛନ୍ତି । ପୋଲିସଙ୍କ କହିବା ଅନୁସାରେ ମହିଳା ଜଣକ କହିଛନ୍ତି ସେ ନିଜ ଇଚ୍ଛାରେ ସଞ୍ଜୟ ଓ ରାଜୁ ସହିତ ରିକ୍ସାରେ ସେହି ସ୍ଥାନକୁ ଯାଇଛନ୍ତି । ଅଧିକ ମାତ୍ରାରେ ନିଶା ସେବନ କରିବା ସହିତ ଅଧିକ ସମୟ ସମ୍ୱନ୍ଧ ରଖିଥିବାରୁ ମହିଳା ଜଣକ ଅସୁସ୍ଥ ହୋଇ ପଡିଛନ୍ତି ।


ପୋଲିସ ମହିଳାଙ୍କ ବୟାନ ନେବା ପୂର୍ବରୁ ତାଙ୍କୁ ହସ୍ପିଟାଲର ଏମରଜେନସି ୱାର୍ଡରେ ଭର୍ତ୍ତି କରିଛନ୍ତି ଏବଂ ସେ ନିଶାଗ୍ରସ୍ତ ଅବସ୍ଥାରେ ଥିବା ସମୟରେ ସେ ଛୋଟ ଡ୍ରେସ ପିନ୍ଧି ଦିଅରଙ୍କ ସହିତ ସମ୍ୱନ୍ଧ ରଖିବା ସମୟରେ ଅନ୍ୟ ଜଣେ ଏହାର ଫୋଟ ଉଠାଇଛନ୍ତି । ମହିଳା ଜଣକ ଅଧିକ ସମୟ ସମ୍ୱନ୍ଧ ରଖିବା ଯୋଗୁଁ ସେ ବେହସ୍ ହୋଇପଡିଛନ୍ତି ସେ ଏହା ମଧ୍ୟ କହିଛନ୍ତି କି ସେମାନଙ୍କ ସହିତ ସେ ନିଜ ଇଚ୍ଛାରେ ଆସିଛନ୍ତି ।

ତା ସହିତ ସେ ଦିଅରଙ୍କୁ କହିଛନ୍ତି ତୁମେ ମୋ ପାଇ ଅଯୋଗ୍ୟ ଓ ମୁଁ ଯାହା ସହିତ ଚାହିଁବି ସମ୍ୱନ୍ଧ ରଖିପାରିବି । ଏହିପରି ସମାଜରେ ଅତ୍ୟଧିକ ମାତ୍ରାରେ ଅନୈତିକ କାର୍ଯ୍ୟର ମାତ୍ରା ବଢିବାରେ ଲାଗିଛି ଯାହାଫଳରେ ଆଗାମୀ ପିଢି ମାନଙ୍କ ଉପରେ ମଧ୍ୟ କୁପ୍ରଭାବ ପକାଉଛି । ସେଥିପାଇ ଏହାର କୌଣସି ବିକଳ୍ପ ପନ୍ଥା ବାହାର କରିବା ଉଚିତ ଯାହା ଦ୍ୱାରା ସମସ୍ତ ଖରାପ କାର୍ଯ୍ୟକୁ କିଛି ମାତ୍ରାରେ କମାଯାଇ ପାରିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।