ଯେଉଁ ସ୍ତ୍ରୀ ର ଏହି ଅଙ୍ଗରେ ରହିଥାଏ କଳା ଜାଇ ତାଙ୍କ ସ୍ୱାମୀ ହୋଇଥାନ୍ତି କୋଟିପତି ଜାଣନ୍ତୁ ଏହା ଶରୀରର କେଉଁ ଅଙ୍ଗରେ ରହିଥାଏ ।

0

ସମୁଦ୍ର ଶାସ୍ତ୍ର ଅନୁସାରେ ଭାଗ୍ୟଶାଳୀ ନାରୀ ମାନଙ୍କର ଲକ୍ଷଣ ସାଧାରଣ ନାରୀ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଥାନ୍ତି । ପ୍ରାଚୀନ ସମୁଦ୍ର ଶାସ୍ତ୍ର ଅନୁଯାୟୀ ଅନେକ ମହିଳା ନିଜ ଜନ୍ମରୁ ହିଁ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ନିଜର ଭାଗ୍ୟ ସହିତ ଜନ୍ମ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଶରୀରରେ ଏପରି କିଛି ଚିହ୍ନ ରହିଥାଏ ଯାହା ସେମାନଙ୍କର ସ୍ୱାମୀ ଓ ପରିବାରର ଭାଗ୍ୟ ଭବିଷ୍ୟ ଓ ଜୀବନ ଶୈଳୀ ବିଷୟରେ ଦର୍ଶାଇଥାଏ । ସେହିପରି ଅନେକ ମହିଳା ମାନଙ୍କ ଶରୀରରେ କୌଣସି ନା କୌଣସି ଅଙ୍ଗରେ କଳା ଜାଇ ରହିଥାଏ । ଜ୍ୟୋତିଷ ଶାସ୍ତ୍ରରେ କଳା ଜାଇ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି । ଏହିପରି ଭାବରେ ନାରୀ ମାନଙ୍କର କେଉଁ ଅଙ୍ଗରେ କଳା ଜାଇ ରହିବା ତାଙ୍କ ସ୍ୱାମୀ ଓ ପରିବାର ପ୍ରତି ଶୁଭ ହୋଇଥାଏ ଏହା ମଧ୍ୟ ବର୍ଣ୍ଣିତ ହୋଇଛି ।


ନମ୍ୱର -1 ଯେଉଁ ମହିଳା ମାନଙ୍କର ପାଦରେ ଏହି କଳାଜାଇ ରହିଥାଏ ସେମାନେ ଅତି ବୁଦ୍ଧିମାନ ହୋଇଥାନ୍ତି । ଏହି ମହିଳା ମାନେ ସର୍ବଦା ନିଜର ସ୍ୱାମୀ ଓ ପରିବାରର ମଙ୍ଗଳ କାମନା କରିଥାନ୍ତି। ଏହି ନାରୀ ମାନେ ବହୁତ ଅଳ୍ପ ଟଙ୍କାରେ ମଧ୍ୟ ନିଜର ପରିବାରକୁ ଚଳାଇ ପାରନ୍ତି ଏବଂ ତା ସହିତ ଏହି ମହିଳା ମାନେ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାନ୍ତି । ଏମାନଙ୍କର ପରିବାର ସମସ୍ତ ସଦସ୍ୟ ବହୁତ ଧନୀଶାଳି ହୋଇଥାନ୍ତି ଏବଂ ଏହି ନାରୀ ମାନେ ଅସହାୟ ଓ ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରିବା ପାଇ ଅଧିକ ପସନ୍ଦ କରିଥାନ୍ତି ।

ନମ୍ୱର – 2 ଯେଉଁ ମହିଳା ମାନଙ୍କର ନାହିରେ ବା ତାର ଚାରି ପାଖରେ କଳା ଜାଇ ରହିଥାଏ ସେହି ନାରୀ ମାନେ ତାଙ୍କ ସ୍ୱାମୀ ଓ ପରିବାର ପ୍ରତି ଅତ୍ୟନ୍ତ ଭାଗ୍ୟସାଳୀ ହୋଇଥାନ୍ତି । ଏହି ନାରୀ ମାନେ ଯେଉଁ ଘରେ ପାଦ ଦେଇଥାନ୍ତି ସେହି ଘରେ ମାତା ଲକ୍ଷ୍ମୀଙ୍କ କୃପାରୁ ଧନର ବର୍ଷାହୋଇଥାଏ


ନମ୍ୱର – 3 ଯେଉଁ ମହିଳା ମାନଙ୍କର ନାକର ଉପରି ଭାଗରେ କଳାଜାଇ ରହିଥାଏ ସେହି ନାରୀ ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ସେହି ମହିଳା ମାନଙ୍କ ପାଖରେ ଧନର ବର୍ଷାହେବ ଏବଂ ଏହି ମହିଳା ମାନଙ୍କ ପାଖରେ ଟଙ୍କା ସଞ୍ଚୟ କରିବାର କ୍ଷମତା ଅଧିକ ରହିଥିବାରୁ ତାଙ୍କ ସ୍ୱାମୀ ଓ ପରିବାରର ଲୋକ ମାନଙ୍କୁ ଭବିଷ୍ୟତରେ ଟଙ୍କାର ଅଭାବର ସମ୍ମୁଖୀନ ହେବାକୁ ପଡିନଥାଏ।


ନମ୍ୱର – 4 ଯେଉଁ ମହିଳା ମାନଙ୍କର କପାଳର ଉପର ଭାଗରେ କଳାଜାଇ ରହିଥାଏ ସେହି ମହିଳା ମାନେ ଧନୀ ହେବା ସହିତ ସେମାନେ ଯେଉଁ ବ୍ୟକ୍ତିଙ୍କୁ ବିବାହ କରିଥାନ୍ତି ସେମାନେ ମଧ୍ୟ ବହୁତ ଧନୀ ହୋଇଯିବେ । ତା ସହିତ ସେମାନଙ୍କ ପାଖରେ କେବେହେଲେ ଟଙ୍କାର ଅଭାବ ଦେଖାଯାଇନଥାଏ ଏବଂ ସେମାନଙ୍କ ପାଇ ତାଙ୍କ ସ୍ୱାମୀର ବ୍ୟବସାୟରେ ସବୁବେଳେ ଲାଭ ହିଁ ଲାଭ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।