ପୁଣି ସୃଷ୍ଟି ହେଲା ସାମୁଦ୍ରିକ ବାତ୍ୟା ! ଓଡ଼ିଶାର ଏହି ଜାଗାରେ କରିବ ଲ୍ୟାଣ୍ଡଫଲ ବାତ୍ୟା ” ଗୋନି ” !! ଏହି ସବୁ ଜିଲ୍ଲାକୁ ସତର୍କ କଲା ଭୁବନେଶ୍ୱର ପାଣିପାଗ ବିଭାଗ….

0

କହିବାକୁ ଗଲେ ୨୦୨୦ ମସିହା ଟି ଆମ ଦେଶ ପାଇଁ ଏକ ଅଭିଶାପ ପାଲଟି ଯାଇଛି । କାରଣ ଏହି ବର୍ଷ ର ଆରମ୍ଭ ରୁ କରନା ଭୁତାଣୁ ର ତାଣ୍ଡବ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେବା ସହ ଏଥରର ପାଣିପାଗ ମଧ୍ୟ ଆମ ପରିବେଶ ର ଖିଲଫ ହେବାରେ ଲାଗିଛି ।ତେବେ ଚଳିତ ବର୍ଷର ଆରମ୍ଭରୁ ପ୍ରାୟ ଆମର ପାଣିପାଗ ଆମର ସାଥ ଦେଉନାହିଁ କାରଣ ଯେଉଁ ସମୟରେ ଆମ ରାଜ୍ୟ କୁ ବର୍ଷା ର ଆବଶ୍ୟକ ରହିଛି ସେହି ସମୟରେ ପ୍ରବଳ ଖରା ହେଉଛି ଏବଂ ଯେଉଁ ସମୟରେ ଆମ ପରିବେଶ ପାଇଁ ଖରା ର ଆବଶ୍ୟକତା ରହିଛି ସେହି ସମୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଲାଗିଛି ।ତେବେ ଆଜି ଆମେ ଆପଣମାନଙ୍କୁ ବର୍ତ୍ତମାନ ପାଣିପାଗ ବିଷୟରେ କିଛି ସୂଚନା ଦେବାକୁ ଯାଉଛୁ ।


ଉଲେକ୍ଷ୍ୟଯୋଗ୍ୟ ଯେ , ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ପ୍ରାୟ ପାଣିପାଗ ଓଦଳିଆ ରହୁଛି ଏବଂ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ମଧ୍ୟ ସବୁବେଳେ ଆମେ ବର୍ଷା କୁ ଅନୁଭବ କରୁଛୁ। ତେବେ କେବଳ ବର୍ଷା ହେଉଛି ତାହା ନୁହେଁ ବରଂ ଏହି ମାସର ଆରମ୍ଭରୁ ହିଁ ସବୁବେଳେ ଲଘୁଚାପ ସୃଷ୍ଟି ହେଉଛି ଏବଂ ଏହାର ପ୍ରଭାବରେ ଓଡ଼ିଶା ଘୁର୍ଣ୍ଣିବଳୟ ଦେଖାଯାଉଛି ।

ତେବେ ବର୍ତ୍ତମାନ କୃଷି ପାଣିପାଗ ବିଭାଗର ମୁଖ୍ୟ ଏକ ସୂଚନା ଦେଇଛନ୍ତି ଯେ ଏହି ମାସରେ ଅର୍ଥାତ ନଭେମ୍ବର ମାସର ପ୍ରଥମ ରୁ ପୁଣି ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି ।ତେବେ ସୂଚନା ଅନୁସାରେ ଏବେ ପୁଣି ଏକ ଲଘୁଚାପ ଫିଲିଫାଇନସ ରେ ସୃଷ୍ଟି ହୋଇଛି ଯାହାକି ବଙ୍ଗୋପ ସାଗର ଦେଇ ଦକ୍ଷିଣ ଓଡିଶା ରେ ଲାଣ୍ଡ ଫଲ କରିବ ବୋଲି ପୂର୍ବନୁମାନ କରିଛନ୍ତି ।

ତେବେ ଏ ନେଇ , ବର୍ତ୍ତମାନ ଏହି ଲଘୁଚାପ ଟି ଓଡ଼ିଶା ର ସାମୁଦ୍ରିକ ଅଞ୍ଚଳରେ ପ୍ରବଳ ପ୍ରଭାବ ପକେଇବାର ଆଶା ଥିବାରୁ ସମସ୍ତ ମସ୍ୟଜୀବି ଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିବା ସହ ସେଠାକୁ ଯାଇଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ଶୀଘ୍ର ଫେରିଆସିବାକୁ କୁହାଯାଇଛି । ପାଣିପାଗ କାର୍ଯ୍ୟାଳୟ ର ପୂର୍ବନୁମାନ ଅନୁସାରେ , ଲଘୁଚାପ ର ପ୍ରଭାବ ରୁ ନଭେମ୍ବର ମାସ ୯ ତାରିଖ ରୁ ପ୍ରାୟ ପ୍ରବଳ ବର୍ଷା ହେବ ଏବଂ ପରେ ଏହା ଘୃଣିବାତ୍ୟା ର ରୂପ ନେବ ଏବଂ ଏହି ଲଘୁଚାପ ଓଡ଼ିଶାରେ ଘୁର୍ଣ୍ଣିବଳୟ ର ରୂପଣେଇପାରେ । ତେବେ ଏହାର ପ୍ରଭାବରେ ଓଡ଼ିଶାର କଟକ, ଭୁବନେଶ୍ୱର, ବାଲେଶ୍ୱର, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ ଆଦି ଜିଲ୍ଲା ରେ 150 ରୁ 200 km ବେଗ ରେ ପବନ ବହିବ l


ତେବେ ଏହି ଲଘୁଚାପ ଫଳରେ ଓଡ଼ିଶା ର ପ୍ରାୟ ଏହି ୯ ଟି ଜିଲ୍ଲାର ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହ ଏହି ଜିଲ୍ଲା ମାନଙ୍କ ମଧ୍ୟରେ ୧୫୦ ରୁ ୨୦୦ କିଲୋମିଟର ବେଗ ରେ ପବନ ବହିବ ଏବଂ ଏହାର ବୈଜ୍ଞାନିକ ନାମ ହେଉଛି “ଗୋନି” ।ଏହି ସୁପର ଟାଇଫୋନ ର ଝଙ୍କାର ୨୮୦ କିଲୋମିଟର ରହିବ l ଏହି ବାତ୍ୟା ଟି ଓଡ଼ିଶାର ଅନେକ କ୍ଷତି କରିବାର ଆଶଙ୍କା ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।