ଆଜି ପୁଣି ଓଡିଶା କଳାକାର ଜଗତକୁ ଆସିଲା ବଡ ଦୁଃଖ ଖବର । ଆଉ ନାହାନ୍ତି ଏହି ପ୍ରସିଦ୍ଧ କଳାକାର, ହୃଦ ଘାତରେ ହେଲା ପରଲୋକ…..

0

ଲୋକ ମାନେ ନିଜର ମନରଞ୍ଜନ ପାଇଁ ଫିଲ୍ମ ଦେଖିବକୁ ପସନ୍ଦ କରନ୍ତି ,ତେବେ ଆମ ଦେଶ ରେ ଫିଲ୍ମ ର ଲୋକପ୍ରିୟତା ଅଧିକ ରହିଛି।ପ୍ରତେକ ଲୋକ ଏହାକୁ ଅଧିକ ମତ୍ରା ରେ ପସନ୍ଦ କରନ୍ତି,ତେବେ ଲୋକ ଙ୍କ ଲୋକପ୍ରିୟତା ପାଇଁ ଆଜି ଚଳଚିତ୍ର ଜଗତ କୁ ଏକ ନୂତନ ପରିବର୍ତନ ଆସିଛି। ହିନ୍ଦୀ , ଓଡ଼ିଆ , ଇଂରାଜୀ , ତେଲଗୁ ଆଦି ଅନେକ ଭାଷା ରେ । ତେବେ ଏହି ସବୁ ଭାଷା ରେ ଲୋକପ୍ରିୟତା ରହିଛି ବହୁତ ଚାହିଦା ରହିଛି,ତେଣୁ ଏହା ଅଧିକ ଲୋକ ଦେଖିବାକୁ ପସନ୍ଦ କରନ୍ତି। ଛୋଟ ଠୁ ବଡ଼ ଯାଏ ସମସ୍ତେ ଏହା କୁ ଦେଖନ୍ତି।


ତେବେ ଏହି ଚଳଚିତ୍ର ଜଗତ ରେ ଓଡ଼ିଆ ଚଳଚିତ୍ର ର ମଧ୍ୟ ଅନେକ ଚହିଦା ରହିଛି। ତେବେ ଅନେକ ଲୋକ ମଧ୍ୟ ଓଡ଼ିଆ ଫିଲ୍ମ ଦେଖିବାକୁ ବହୁତ୍ ପସନ୍ଦ କରନ୍ତି,ଆଗରୁ ଲୋକ ମାନେ ଓଡ଼ିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ,ଓଡ଼ିଆ ଫିଲ୍ମ ର ଲୋକପ୍ରିୟତା ଅଧିକ ଥିଲା। ତେବେ ଦେଖିବାକୁ ଗଲେ ପୁରୁଣା ଫିଲ୍ମ ସବୁ ଦେଖିବାକୁ ଅନେକ ଲୋକ ଭଲ ପାନ୍ତି,ତେଣୁ ଆଜିବି ଓଡ଼ିଆ ଫିଲ୍ମ ର ଅନେକ ଚାହିଦା ରହିଛି। ତେବେ ଏହି ଓଡ଼ିଆ ଚଳଚିତ୍ର ଜଗତ ପାଇଁ ଏକ ଦୁଃଖ ର ଖବର ଶୁଣିବା କୁ ମିଳିଛି । ତେବେ ଆସନ୍ତୁ ଜାଣିବା ସେହି ଦୁଃଖର ଖବର ଟି କଣ।


ତେବେ ପୁଣି ଥର ଓଡ଼ିଆ ଚଳଚିତ୍ର ଜଗତ ତାର ଏକ ସୁଯୋଗ୍ୟ କଳାକାର ଙ୍କୁ ହରାଇଛି।ତେବେ ନିକଟ ସୋମବାର ଦିନ ରାଜୁ ମିଶ୍ର ଙ୍କର ଦେହାନ୍ତ ହୋଇଛି,ତାଙ୍କୁ ୭୨ ବର୍ଷ ବୟସ ରେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଏଥି ପାଇଁ ସବୁ ଗଭୀର ଦୁଃଖ ରେ ଅଛନ୍ତି,ତାଙ୍କର ଜଟଣୀସ୍ଥିତ ବାସ ଭବନ ରେ ମୃତ୍ୟୁ ଘଟିଛି। ତେବେ ଆଗରୁ ତାଙ୍କ ଶରୀର ଅସୁସ୍ଥ ରହିଥିଲା , ସେହି ସମୟ ରେ ତାଙ୍କୁ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୁଚନା ରୁ ଜଣା ପଡିଛି। ତେବେ ଆଗରୁ ଜଣେ ଭଲ ନିର୍ଦେଶକ ଥିଲେ। ତେବେ ତାଙ୍କର ଅନେକ ଫିଲ୍ମ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି, ତେବେ ସେ ଜଣେ ସଫଳ ନିର୍ଦେଶକ ଭାବେ ଜଣା ଶୁଣା । ତେବେ ତାଙ୍କର ନିର୍ଦେସିତ୍ ଫିଲ୍ମ ମଧ୍ୟରେ ଚକା ଆଖି ସବୁ ଦେଖୁଚି,ଆସୁଛି ମୋ କାଳିଆ ସୁନା , ପୁଅ ମୋର କଳା ଠାକୁର , ଜୋର ଯାର୍ ମୂଳକ ତାର ତେବେ ଏମିତି ବହୁତ ଫିଲ୍ମ ଲୋକପ୍ରିୟତା ହାସଲ କରିଛି।


ତେବେ ସେ କେବଳ ଓଡ଼ିଆ ଭାଷା ନୁହଁ ଆହୁରି ଅନେକ ଭାଷା ରେ ନିର୍ଦେସନା ଦେଇଛନ୍ତି। ତେବେ ଏଥି ପାଇଁ ୨୦୧୨ ରେ ଓଡ଼ିଆ ରେ ଦିଆ ଯାଉ ଥିବା ସବୁଠୁ ଶ୍ରେଷ୍ଠ ପୁରସ୍କାର ଜୟଦେବ ପୁରସ୍କାର ରେ ସେ ପୁରସ୍କୃତ ।ତେବେ ଖାଲି ସେତିକି ନୁହଁ ଆହୁରି ଅନେକ ପୁରସ୍କାର ସେ ପାଇ ସାରିଛନ୍ତି।ତେବେ ଉଲକା ,ମମତା ମାଗେ ମୂଲ୍ , ସାଗର ଗଙ୍ଗା , ଏଭଳି ଅନେକ ଫିଲ୍ମ ଦର୍ଶକ ମାନଙ୍କ ମଧ୍ୟ ରେ ଗ୍ରହଣୀୟ ହୋଇଛି। ଏହା କୁ ସମସ୍ତେ ବହୁତ ପସନ୍ଦ କରିଛନ୍ତି। ତେବେ ତାଙ୍କର ମୁର୍ତ୍ୟୁ ପାଇଁ ସମସ୍ତେ ବହୁତ ଦୁଃଖିତ ଅଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।