ଏହି ନମ୍ବର ର ନୋଟ ଥିଲେ ଦୀପାବଳି ରେ ମିଳିବ ୩ ଲକ୍ଷ ଟଙ୍କା, ଦେଖନ୍ତୁ କଣ କରିବାକୁ ପଡିବ…..

0

ଆମେ ସମାଜରେ ଅନେକ ପ୍ରକାର ଲୋକ ଙ୍କୁ ଦେଖୁ,ସେମାନଙ୍କ ଭିତରୁ କିଛି ଜଣ ଦେଖିବାରେ କହିବାରେ କଥା ହେବାରେ ଆଦି ବିଭିନ କାର୍ଯ୍ୟ ରେ ଅଲଗା ପ୍ରକାର ହୋଇ ଥିବେ,ତେବେ ଏଥି ପାଇଁ ସେମାନେ ବହୁତ ଚର୍ଚ୍ଚା ରେ ରୁହନ୍ତି। ସମସ୍ତେ ତାଙ୍କର ସେହି ଗୁଣ କୁ ଦେଖିବାକୁ ବହୁତ ପସନ୍ଦ କରନ୍ତି। ତେବେ ଏଥି ପାଇଁ ଅନେକ ଅସୁବିଧା ରେ ପଡନ୍ତି ତ ଆଉ କିଛି ଅନେକ ସୁବିଧା ପାନ୍ତି।

ତେବେ ଏମିତି ଅନେକ ଲୋକ ଥିବେ , ଯେଉଁ ମାନଂକୁ ଅନେକ କାର୍ଯ୍ୟ କରିବା କୁ ପସନ୍ଦ ରହିଥାଏ,କିଏ ଶୋଇବାକୁ ଭଲ ପାଏ , କିଏ ନାଚିବାକୁ , ପଢିବାକୁ ,ଗୀତ ଗାଇବାକୁ , ରୋଷେଇ କରିବାକୁ ଆଦି ଅନେକ କାର୍ଯ୍ୟ କରିବାକୁ ଭଲ ପାନ୍ତି। ତେବେ ତା ଭିତରେ ଆପଣ ଏମିତି ଅନେକ ଲୋକ ଙ୍କୁ ଦେଖି ଥିବେ , ଯେଉଁ ମାନେ ବହୁତ ମୂଲ୍ୟବାନ ଜିନିଷ ଗୁଡିକୁ ସଂଗ୍ରହ କରି ଅନେକ ସ୍ଥାନ ରେ ସୁନ୍ଦର ଭାବେ ସଜେଇ ରଖି ଥାନ୍ତି,ଯାହା ଦେଖିବାକୁ ବହୁତ ସୁନ୍ଦର ହୋଇ ଥାଏ। ତେବେ ସେମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। ତେବେ ଆସନ୍ତୁ ଜାଣିବା ଏହି ବଡ଼ ସୁଯୋଗ ଟି କଣ।

ତେବେ ଯେଉଁ ମାନେ ପୁରୁଣା ମୁଦ୍ରା ଓ ପଇସା ସଂଗ୍ରହ କରିଥାନ୍ତି,ତେବେ ଯଦି ତାଙ୍କ ନୋଟ ରେ କିଛି ସ୍ପେସିଆଲ ନମ୍ବର ବା ସ୍ପେସିଆଲ ସିରିଜ୍ ରହିଛି ସେମାନେ ଏହି ଦୀପାବଳି ରେ ମାଲାମାଲ ହୋଇ ପାରିବେ। ତେବେ ଏହି ସ୍ପେସିଆଲ ନମ୍ବର ଥିବା ନୋଟ କୁ ନିଲାମ କରି ଆପଣ ଲକ୍ଷ ଲକ୍ଷ ଟଙ୍କା ପାଇଁ ପାଇ ପାରିବେ। ତେବେ ଏହି ନୋଟ ଗୁଡିକ କେତେକ ୱେବସାଇଟ୍ ରେ ନିଲାମ କରା ଯାଏ।ତେବେ ୭୮୬ ନମ୍ବର ଥିବା ନୋଟ ର ଚହିଦା ଅଧିକ।ତେବେ ଏହି ଲକି ନମ୍ବର ୧ ରୁ ୨୦୦୦ ନମ୍ବର ଯାଏ ରହିଛି। ତେବେ ଏହି ନୋଟ ଗୁଡିକ ବହୁତ କମ ମିଳୁ ଥିବାରୁ ଅଧିକ ଦାମ ରେ ବିକ୍ରି ହୋଇ ଥାଏ ।

ତେବେ ଭାରତୀୟ ନୋଟ କୁ ମଧ୍ୟ ଇ -ବି ନିଲାମ କରି ଥାଏ। ତେବେ ଏହି ନୋଟ କୁ ଆପଣ ୱେବସାଇଟ୍ ଦ୍ୱାରା ନିଲାମ କରି ଅନେକ ପଇସା ରୋଜଗାର କରି ପାରିବେ। ତେବେ ୭୮୬ ନମ୍ବର ଥିବା ନୋଟ କୁ ୧ ଲକ୍ଷ ରୁ ୩ ଲକ୍ଷ ଯାଏ ପାଇ ପାରିବେ।ଏଭଳି ନୋଟ ର ମୂଲ୍ୟ ୩୩୦୦ ଟଙ୍କା ହୋଇ ଥାଏ। ତେବେ ଯେଉଁ ନୋଟ ଗୁଡିକ ୧୯୫୧ମସିହା ରେ ଛପା ହୋଇ ଥିଲା । ସେହି ନୋଟ ଗୁଡିକ ଦାମ ,୧ ଲକ୍ଷ ଟଙ୍କା ହୋଇ ଯାଇଛି। ତେବେ ବିଦେଶୀ ମୁଦ୍ରା ଗୁଡିକୁ ମଧ୍ୟ ଏମିତି ନିଲାମ କରାଯାଏ , ଆଉ ଅନେକ ପଇସା ପାଇ ପାରିବେ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।