ପୁରୀ ଜଗନ୍ନାଥ ମନ୍ଦିରର ଏହି ୧୦ଟି ବଡ ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…..

0

ଆମ ର ବଡ ଠାକୁର ହେଉଛନ୍ତି ଶ୍ରୀ ଜଗନ୍ନାଥ। ସିଏ ବଡ ଦେଉଳ ରେ ନିଜ ର ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ପୂଜା ପାଉଛନ୍ତି। ବଡ ଦେଉଳ ର ପୁରୀ ର ମଧ୍ୟ ଭାଗରେ ଅବସ୍ଥିତ। ଏହି ମନ୍ଦିର ଟି କଳିଙ୍ଗ ର କଳା କର୍ତୁତ୍ୟ ରେ ଭରପୂର। ଏହି ମନ୍ଦିର ର ଚତୁର୍ପାଶ୍ୱ ରେ କଳିଙ୍ଗ ର କୀର୍ତ୍ତି ରାଜି ସବୁ ଦେଖିବାକୁ ମିଳେ। ଓଡିଶା ର ଜୀବନ ଶୈଳୀ ଓ ଓଡିଶା ର କୀର୍ତ୍ତି ରାଜି ଉପରେ ଏହି ରାଜ୍ୟ ସ୍ଥାପିତ। ଏହି ମନ୍ଦିର ପଛରେ ମଧ୍ୟ ଅନେକ ରହସ୍ୟ ରହିଛି। ଯେଉଁ ରହସ୍ୟ ସମ୍ପର୍କରେ ହୁଏତ ଆମେ ମାନେ ମଧ୍ୟ ଜାଣିନଥିବା। ଏହି ରୋଷ ଶାଳା ରେ କାଳ କାଳ ଧରି ଅଗ୍ନି ଜଳୁଥାଏ। ଏହି ମନ୍ଦିର ବଙ୍ଗୋପସାଗର କୂଳ ରେ ଅବସ୍ଥିତ ଯାହାକୁ ମହୋଦଧି କୁହାଯାଏ। ଏହା କୂଳରେ ବଡ ଦେଉଳ ଅବସ୍ଥିତ। ଏହି ସମୁଦ୍ର ର ପାଣି ଲୁଣି ନୁହେଁ ମିଠା। ତେବେ ଆସନ୍ତୁ ଏହା ର ଆଉ ଅନେକ ରହସ୍ୟ ସମ୍ପର୍କରେ ଜାଣିବା।


1 . ସମୁଦ୍ର ପବନ :-
ଏହା ଦିନ ରେ ଗୋଟେ ଦିଗରେ ଗତି କରୁଥିବା ବେଳେ ସନ୍ଧ୍ୟା ରେ ଏହାର ଓଲଟା ଦିଗରେ ଗତି କରିଥାଏ। ସମୁଦ୍ର ର ପବନ ସାଧାରଣ ସମୁଦ୍ର ଆଡୁ ସ୍ଥଳ ଭାଗକୁ ଆସିଥାଏ କିନ୍ତୁ ଏଠାରେ ପବନ ସ୍ଥଳ ଭାଗରୁ ସମୁଦ୍ର ଆଡ କୁ ଯାଇଥାଏ।


2 . ସୁଦର୍ଶନ ଚକ୍ର :-
ଏହି ରହସ୍ୟ ମାନଙ୍କ ମଧ୍ୟରୁ ଅନ୍ୟ ଏକ ରହସ୍ୟ ହେଉଛି ଏହାର ନୀଳଚକ୍ର ବା ସୁଦର୍ଶନ ଚକ୍ର। ଏହି ଚକ୍ର ଟି ଅଷ୍ଟ ଧାତୁ ରେ ନିର୍ମିତ। ଏହି ଚକ୍ରକୁ ଭଗବାନ ଙ୍କ ର ସୁଦର୍ଶନ ଚକ୍ର ବୋଲି ମଧ୍ୟ କୁହାଯାଏ। ଏହି ଚକ୍ର ର ଏକ ବଡ ରହସ୍ୟ ହେଉଛି ଆପଣ ଯେକୌଣସି ଦିଗରୁ ଏହାକୁ ଦେଖିଲେ, ଏହା ଆପଣ ଙ୍କ ଆଡ କୁ ମୁହଁ କରିଥିବାର ଦେଖାଯିବ।

3 . ଏହାର ଛାଇ :-
ଏହି ମନ୍ଦିର ଉଚ୍ଚତା ବହୁତ ଅଟେ। ଆପଣ ଠିଆ ହୋଇ ଏହାକୁ ଦେଖିଲେ ଆପଣ ଙ୍କୁ ଏହାର ଚୂଳି ଦେଖିବା ପାଇଁ ଆପଣ ଙ୍କ ମୁଣ୍ଡ କୁ ପୁରା ପୂରି ଉପରକୁ କରିବାକୁ ପଡିବ। କିନ୍ତୁ ଏହାର ଆର୍ଶ୍ଚଯ୍ୟକର କଥା ହେଉଛି ଏହି ମନ୍ଦିର ହେଉଛି ବିଶ୍ୱର ଏକ ମାତ୍ର ମନ୍ଦିର ଯାହାର ଛାଇ ପଡେ ନାହିଁ।


4 . ପତିତପାବନ ବାନା :-
ଏହି ବାନା ସବୁବେଳେ ମନ୍ଦିର ରେ ଫରଫର ହୋଇ ଉଡୁଥାଏ। ଏହା ପଛରେ ଏପରି ଏକ ବଡ ରହସ୍ୟ ରହିଛି ଯାହାର କାରଣ ଖୋଜି ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ମଧ୍ୟ ପାଇ ନାହାନ୍ତି। ଏହା ସାରା ବିଶ୍ଵରେ ଏକ ମାତ୍ର ନେତ ଯାହା ପବନ ର ବିପରୀତ ଦିଗରେ ଉଡେ।

5.ଆପଣ ମାନେ ଦେଖିଥିବେ ପ୍ରାୟ ସବୁ ମନ୍ଦିର ର ଚୁଡା ରେ ଅନେକ ପକ୍ଷୀ ଉଡୁଥାନ୍ତି କିମ୍ବା ମନ୍ଦିର ରେ ଅନେକ ପକ୍ଷୀ ବସିଥାନ୍ତି। କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିର ହେଉଛି ଏପରି ଏକ ମନ୍ଦିର ଯାହା ର ଉପରେ କେବେ ପକ୍ଷୀ ଉଡେ ନାହି କିମ୍ବା ପକ୍ଷୀ ବସିବାର ଦେଖିବାକୁ ମିଳେ ନାହିଁ। ଏହା ଉପର ଦେଇ କୌଣସି ଉଡାଜାହାଜ ମଧ୍ୟ ଉଡେ ନାହିଁ।

6 . ଆଗରୁ ସମୁଦ୍ର ମନ୍ଦିର ର ବହୁତ ପାଖରେ ଥିଲା ଏବଂ 3 ଥର ମନ୍ଦିର କୁ ଭାଙ୍ଗି ଥିଲା। ସେଥିପାଇଁ ଭଗବାନ ନିଜେ ସେଠାରେ ହନାମାନ ଙ୍କୁ ନିୟୋଜିତ କରିଥିଲେ ମନ୍ଦିର କୁ ସୁରକ୍ଷା ଦେବା ପାଇଁ।

7 . ସମୁଦ୍ର ର ଗର୍ଜନ କୁ ସାରା ପୁରୀ ବାସୀ ଶୁଣି ଥାନ୍ତି। କିନ୍ତୁ ସିଂହଦ୍ଵାର ରେ ପାଦ ଦେବା ମାତ୍ରେ ସମୁଦ୍ର ର ଗର୍ଜନ ଶୁଣିବାକୁ ମିଳେନି। ସମୁଦ୍ର ର ଗର୍ଜନ ଯୋଗୁଁ ଜଗନ୍ନାଥ ରାତିରେ ଶୋଇ ପାରୁନଥିଲେ। ସେଥିପାଇଁ ସେ ବିଶ୍ୱକର୍ମା ଙ୍କୁ କହିଥିଲେ ଏବଂ ବିଶ୍ଵକର୍ମା ମେଘନାଦ ପାଚେରି ଠିଆ କରିଥିଲେ। ସେହି ଦିନ ଠାରୁ ଆଉ ମନ୍ଦିର ଭିତର କୁ ଗଲେ ସମୁଦ୍ର ଗର୍ଜନ ଶୁଣିବାକୁ ମିଳେନି।

8 . ଆଉ ଏକ ଚମତ୍କାରିତା ହେଉଛି ଏଠାରେ ପ୍ରତିଦିନ ଜଗନ୍ନାଥ ଙ୍କ ର ମୂର୍ତ୍ତି ବଦଳିଥାଏ। ଏଠାରେ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥ ବୋଲି କୁହାଯାଏ। ଏହି ପରି ଅନେକ ରହସ୍ୟ ରହିଛି ଶ୍ରୀମନ୍ଦିର କୁ ନେଇ। ଆଉ କୁହାଯାଇଥାଏ ରୋଷ ଶାଳା ରେ ପ୍ରତିଦିନ ମା ଲକ୍ଷ୍ମୀ ଆସି ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏଠାରେ ଉପରକୁ ଉପରକୁ କରି ହାଣ୍ଡି ସବୁ ରଖାଯାଏ ଏବଂ ଚୁଲି ଜଳାଯାଏ। କିନ୍ତୁ ସବୁଠାରୁ ଉପରେ ଥିବା ହାଣ୍ଡି ରେ ଖାଦ୍ୟ ଆଗ ହୋଇଥାଏ। ତାପରେ ତଳକୁ ତଳକୁ କରି ସବୁ ହାଣ୍ଡି ରେ ଖାଦ୍ୟ ହୋଇଥାଏ କୌଣସି ଖାଦ୍ୟ ପୋଡି ନଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।