୭ ଦିନରେ ଭାତୁଡ଼ି ହୋଇଯିବ ଗାଏବ, ଆଜି ହିଁ କରନ୍ତୁ ଏହି ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି

0

ମଣିଷ ଦେହ ରେ ଅନେକ ରୋଗ ହୋଇ ଥାଏ ,ତେବେ ଏହି ରୋଗ ମାନଂକର ର ଉପଚାର ପାଇଁ ଅନେକ ପ୍ରକାର ଔଷଧ ରହିଛି ଆଉ କେହି କେହି ଏହାକୁ ଘୋରୋଇ ଉପଚାର ଦ୍ୱାରା ଭଲ କରି ଦିଅନ୍ତି। ତେବେ ଦେଖିବାକୁ ଗଲେ ସବୁ ରୋଗ ପାଇଁ ଔଷଧ ବାହାରି ଗଲାଣି । ତେବେ ଲୋକ ମାନେ ଆଉ ଘରୋଇ ଉପଚାର କୁ ପସନ୍ଦ କରୁ ନାହାନ୍ତି। ତେବେ ଦେଖିବାକୁ ଗଲେ ଘରୋଇ ଉପଚାର ଅଧିକ ଫଳପ୍ରଦ ହୋଇ ଥାଏ।ତେବେ ଅନେକ ରୋଗ ଭିତରେ ଚର୍ମ ଜନିତ ରୋଗ ପ୍ରାୟ ସମସ୍ତଙ୍କର ହୋଇଥାଏ, ଏହା ଏକ ସାଧାରଣ ରୋଗ ମାତ୍ର ଯେତେ ସାଧାରଣ ହେଲେ ମଧ୍ୟ ଆମେ ଏହାକୁ ସାଧାରଣ ଭାବରେ ନେଇ ପାରୁନି। ଅନେକ କାରଣ ପାଇଁ ଏହି ସମସ୍ୟା ଉପୁଜି ଥାଏ,ମାତ୍ର ଯେତେ ସମସ୍ୟା ଥାଉ ତାର ସମାଧାନ ମଧ୍ୟ ଅଛି। ଏହି ଚର୍ମ ଜନିତ ସମସ୍ୟା ର ଭାତ ଗୁଡ଼ି ଅନ୍ୟତମ।


କଥାରେ ଅଛି ଯେ ଯଦି ଛୋଟ ବେଳେ ଚାଉଳ ଖାଉଥିବା ତାହେଲେ ପରିଣତ ବୟସ ରେ ତାହା ଶରୀର ରେ ଭାତ ଗୁଡ଼ି କରାଇଥାଏ,ମାତ୍ର ଏହାର ସତ୍ୟାସତ୍ୟ କିଛି ଜଣା ପଡୁନି। ଶରୀରରେ ଭାତ ଗୁଡ଼ି ହେବା ଏକ ସାଧାରଣ କଥା।ଅନେକ ଲୋକ ଙ୍କୁ ଏହି ଭାତ ଗୁଡ଼ି ଭଳି ରୋଗ ହୋଇ ଥାଏ। ଆଉ ଅନେକ ଲୋକ ଙ୍କୁ ଏହା ଅଧିକ ଭାବେ ହେବାର ଦେଖିବାକୁ ମିଳେ। ବେଳେ ବେଳେ ଏହି ଭାତ ଗୁଡ଼ି ଅନେକ ଅସୁବିଧାର୍ କାରଣ ମଧ୍ୟ ହୋଇ ଥାଏ। ଅନେକ ସମୟ ରେ ଦେଖା ଯାଏ

ଯେ ଭାତୁଡ଼ି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ଯେତେ ଚେଷ୍ଟା କଲେ ମଧ୍ୟ କିଛି ସଫଳ ମିଳେ ନାହିଁ। ଯେତେ ଡାକ୍ତରୀ ଔଷଧ ଖାଇଲେ ମଧ୍ୟ ତାହା ଶରୀର ରୁ ଭଲ ହଉନି । ତେବେ ପାନ ଚିନ୍ତା କରନ୍ତୁ ନାହିଁ। ଆମେ ଆଜି ଆପଣ ଙ୍କୁ କିଛି ସହଜ , ଘରୋଇ ଉପଚାର ବତେଇବୁ , ଯାହା ଦ୍ଵାରା ଆପଣ ଘର ରହି ଅତି କମ୍ ଖର୍ଚ୍ଚ ରେ ବିନା ପରିଶ୍ରମ ରେ ଭାତୁଡ଼ି ରୁ ରକ୍ଷା ପାଇ ପାରିବେ।
ତେବେ ଆସନ୍ତୁ ଜାଣିବା ଉପ୍ୟାଟି କଣ।

*ପ୍ରତିକାର ପଦ୍ଧତି:-
୧. ଗ୍ରୀନ ଆପେଲ , ଏହା ସାଧାରଣତଃ ଖଟା ଲାଗେ। ଏହାର ଅମ୍ଳ ଅଂଶ ଶରୀର ରୁ ଭତୁଡି ନିବାରଣ କରିବାରେ ସାହାଯ୍ୟ କରିଥାଏ।ଭାତଗୁଡ଼ି ଧୀରେ ଧୀରେ ମିଶିଯାଏ ,ଗୋଟେ ଏପେଲ କୁ କରି ତାହାକୁ ଭାତଗୁଡ଼ି ଜାଗାରେ ଲଗାଇଲେ ଉପଶମ ମିଳିଥାଏ।

୨- ବେକିଙ୍ଗ ସୋଡ ମଧ୍ୟ ଭାତ ଗୁଡି ରୁ ରକ୍ଷାପାଇବା ସାହାଯ୍ୟ କରେ। ଏଥି ପାଇଁ ୪ ଚାମୋଚ ବେକିଙ୍ଗ ସୋଡା ରେ ୧ ଚମୋଚ କଷ୍ଟର୍ଡ ଅଏଲ ପକାଇ ମିଶ୍ରଣ ବନାଇବେ। ଏହାକୁ ଭାତଗୁଡି ସ୍ଥାନ ରେ ଲଗାଇ ବେଣ୍ଡେଜ୍ କରିଦେବେ, ୩-୪ ଦିନ ଏପରି କଲେ ନିହାତି ଉପଶମ ମିଳିବ।

୩- ଆଳୁ,ଏହା ଧନୀ ଠୁ ଗରିବ ସମସ୍ତଙ୍କ ବ୍ୟବହାର ଆସେ। ତେବେ ଯଦି ଆପଣଙ୍କର ଭାତ ଗୁଡି ହେଇଚି ତାହେଲେ ଚିନ୍ତା ନକରି କଳା ବିଳମ୍ବ ନକରି ଆଳୁ ର ରସ କୁ ଭାତ ଗୁଡି ସ୍ଥାନ ରେ ଲଗାନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।