ସିଂହ ରାଶି ଘରେ ବାରମ୍ବାର ଅଭାବ ଲାଗିରହୁଥିଲେ କେବଳ ଗୋଟିଏ ଛୋଟିଆ ଉପାୟକୁ କରିନିଅନ୍ତୁ ଆଉ ଭାଗ୍ୟରେ ପରିବର୍ତ୍ତନ

0

ମଣିଷ ଜୀବନରେ ସୁଖ ଓ ଦୁଃଖ ସର୍ବଦା ଲାଗି ରହିଥାଏ। ଜ୍ୟୋତିଷ ଙ୍କ ଅନୁଯାୟୀ ସୁଖ ଓ ଦୁଃଖ ସମୟ ଆସିବାର କାରଣ ହେଉଛି ବ୍ୟକ୍ତି ଗ୍ରହ ଓ ନକ୍ଷତ୍ର ମାନଙ୍କ ର ପ୍ରଭାବ। ବ୍ୟକ୍ତି ର ଗ୍ରହ ଓ ନକ୍ଷତ୍ର ମାନଙ୍କ ର ଚଳଣି ଯେପରି ରହିବ ସେହି ଅନୁସାରେ ରାଶି ଫଳ ନିର୍ଧାରିତ ହୋଇଥାଏ। ଯାହା ଫଳରେ ଯେଉଁ ସମୟରେ ଯେଉଁ ରାଶି ଗୁଡିକ ର ସମୟ ଭଲ ଚାଲି ଥାଏ ସେହି ସମୟ ରେ ସେହି ଲୋକ ମାନଙ୍କ ର ସମୟ ଭଲ ଚାଲି ଥାଏ ଓ ଯେଉଁ ସମୟ ରେ ଯେଉଁ ରାଶି ମାନଙ୍କ ର ସମୟ ଖରାପ ଚାଲି ଥାଏ ସେହି ରାଶିର ଲୋକି ମାନଙ୍କ ର ସମୟ ଖରାପ ଚାଲି ଥାଏ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆମେ ଚାହିଁଲେ ଆମ ରାଶିର ଭାଗ୍ୟ ପରିବର୍ତ୍ତନ କରିପାରିବା ତାହା କେବଳ ସମ୍ଭବ ହେବ ଯଦି ଆପଣ କିଛି ଉପାୟ କରିବେ। ତେବେ ଆମେ ଆଜି ଆପଣଙ୍କୁ ସିଂହ ରାଶି ବିଷୟରେ ଏମିତି ୫ ଟି ଉପାୟ ଜଣେଇବୁ ଯାହାକୁ ସିଂହ ରାଶିର ବ୍ୟକ୍ତିମାନେ ପାଳନ କରିବା ଦ୍ବାରା ତାଙ୍କର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ ।
ତେବେ ଜ୍ୟାତିଷଶାସ୍ତ୍ର ଅନୁସାରେ ସିଂହ ରାଶିର ଭଗବାନ ହେଉଛନ୍ତି ସୂର୍ଯ୍ୟ ନାରାୟଣ ।ଏମାନଙ୍କ ର ଶୁଭ ବାର ହେଉଛି ରବି, ସୋମ, ମଙ୍ଗଳ ଏବଂ ଗୁରୁବାର ଏବଂ ଆପଣଙ୍କ ପାଇଁ ସୁର୍ଯ୍ୟ,ଚନ୍ଦ୍ର,ମଙ୍ଗଳ ଓ ବୃହସ୍ପତି ହେଉଛନ୍ତି ମଙ୍ଗଳ ଦାୟକ ଗ୍ରହ। ତେବେ ଆପଣ ନିଜ ଜୀବନରେ ଖୁସିରେ ରହିବାକୁ ଚାହୁଁଛନ୍ତି କିମ୍ବା ସମସ୍ତ ଅଭାବ ରୁ ଦୂରରେ ରହିବାକୁ ପ୍ରୟାସ କରୁଛନ୍ତି ।ତେବେ ଗୋଡ଼ ସାହଯ୍ୟ ରେ ଏହି ସବୁ କାର୍ଯ୍ୟ କରନ୍ତୁ ଦେଖିବେ ଆପଣଙ୍କ ସମସ୍ୟା ର ସମାଧାନ ହୋଇଯିବ।
୧.ଯଦି ଆପଣଂକୁ ଡର ଲାଗୁଛି କି ଆପଣଙ୍କ ର ଦୁର୍ଘଟଣା ହେବାକୁ ଯାଉଛି କିମ୍ବା ଆପଣ ଖସି ଯାଉଛନ୍ତି ଉଚ୍ଚ ସ୍ଥାନରୁ ତେବେ ସେହି ସମୟରେ ଆପଣଙ୍କ ର ମଙ୍ଗଳ ଗ୍ରହର ସ୍ଥିତିରେ ପରିବର୍ତ୍ତନ ହୋଇଥାଏ। ତେଣୁ ଆପଣ ଏହା ଠାରୁ ନିଜକୁ ବଞ୍ଚେଇବା ପାଇଁ ଅଳ୍ପ କିଛି ଗୁଡ଼ ନିଅନ୍ତୁ ଏବଂ ହନୁମାନ ମନ୍ଦିର ରେ ଯାଇ ଏହାକୁ ଅର୍ପଣ କରିବା ସହ ହନୁମାନ ଚାଲିସା ପାଠ କରନ୍ତୁ ତା ସହ ହନୁମାନ ଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ। ଏହି ଦୁର୍ଘଟଣା ହେବ ନାହିଁ।
୨.ଯଦି ଆପଣ ବହୁତ ଦିନରୁ ଏକ ଘର ତିଆରି କରିବା ପାଇଁ ଚାହୁଁଛନ୍ତି କିନ୍ତୁ ବାରମ୍ବାର ବିଫଳ ହେଉଛନ୍ତି ତେବେ ଆପଣ ରବିବାର ଦିନ ଗାଈ କୁ ନିଜ ହାତରେ ଗୁଡ଼ ଖାଇବାକୁ ଦିଅନ୍ତୁ। ଯଦି ଗାଈ ଖାଇବା ପରେ ଆପଣଙ୍କ ହାତକୁ ଚାଟୁଛି ତେବେ ନିଶ୍ଚିତ ରୁହନ୍ତୁ କି ଆପଣଙ୍କ ର ନୂଆ ଘର ହେବାକୁ ଯାଉଛି ।ତା ସହ ରବିବାର ଦିନ ଘର ସଫା କରିବା ସମୟରେ ଲୁଣ ବା ଫିଟୁକିରି ପକାଇ ସଫା କରନ୍ତୁ ଶୁଭ ହୋଇଥାଏ ।

୩.ଯଦି ଆପଣଙ୍କ ପାଖରେ ସବୁବେଳେ ଟଙ୍କା ପଇସା ର ଅଭାବ ରହିଛି କିମ୍ବା ଯେତେ ଆୟ କଲେ ମଧ୍ୟ ଖର୍ଚ୍ଚ ହୋଇଯାଇଛି। ତେବେ ଗୁରୁବାର ଦିନ ଗୁଡ଼ ର ଛୋଟ ଛୋଟ ୭ଟି ଖଣ୍ଡ ନିଅନ୍ତୁ ତାହାକୁ ୭ଟି ହଳଦୀ ସହ ଏକ ହଲଦିଆ କପଡା ରେ ବାନ୍ଧି ରାସ୍ତା କଡକୁ ଫୋପାଡି ଦିଅନ୍ତୁ। ଆର୍ଥିକ ଅବସ୍ଥା ଠିକ ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।