ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ । ଅଭଦ୍ର ଶ୍ୱଶୁରର କାରନାମା ବୋହୁକୁ ଗାଁ ଦାଣ୍ଡରେ ଚୁଟି ଘୋଷାଡି ଶେଷରେ କଲା ଏମିତି ଛିଃ ଛିଃ……

0

ସମାଜରେ ଅନେକ ଅନ୍ୟାୟ ଘଟଣା ସବୁ ଘଟୁ ଥିବାର ଦେଖିବା କୁ ପାଇବେ, ତେବେ ଏହା ଏତେ ବଢ଼ି ଗଲାଣି କି ଏହି ସବୁ ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି ଆଉ ମଣିଷ ମାନେ ଏହା ସବୁବେଳେ କରିଚାଲିଛନ୍ତି। ଏହି ଆଜିର ସମାଜ ରେ ରହୁ ଥିବା ମଣିଷ ମାନଙ୍କ ଭିତରେ ମାନବିକତା ଆଉ ନାହିଁ ଦୟା , ଭଲ ପାଇବା ଆଉ ନାହିଁ । ମଣିଷ ମନ ରେ ଖାଲି ଲୋଭ , କ୍ରୋଧ , ହିଂସା ଭାରି ରହିଛି,ଯାହା ଦ୍ୱାରା ପ୍ରତିଦିନ କିଛି ନା କିଛି ଘଟଣା ଦେଖିବାକୁ ମିଳୁଛି।

ତେବେ ଏ ସମାଜରେ ପ୍ରଥମରୁ ନାରୀ ମାନଙ୍କ ପ୍ରତି ଅନ୍ୟାୟ ହୋଇ ଚାଲିଛି, ଦେଶ ର ପ୍ରତେକ ଲୋକ ନାରୀ କୁ ନୀଚ ଆଖିରେ ଦେଖି ଆସିଛନ୍ତି ଯାହା ଦ୍ୱାରା ଆଜି ନାରୀ ଏତେ ତଳେ ରହିଛି ।ତା ଉପରେ ସବୁବେଳେ ଅନ୍ୟାୟ ଅତ୍ୟାଚାର ହୋଇ ଚାଲିଛି। ଏବେ ସମାଜ ରେ ନାରୀ ହତ୍ୟା , ନାରୀ ଦୁସ୍କର୍ମ୍ , ନାରୀ ନିର୍ଯାତନା ବଢ଼ି ଯାଉଛି,ତେଣୁ ଆମ ଦେଶ ର ନାରୀ ମାନେ ସୁରକ୍ଷିତ ନୁହନ୍ତି। ସ୍ୱାଧୀନତା ଆଗରୁ ବି ଅସୁରକ୍ଷିତ ଥିଲେ ଆଉ ସ୍ୱାଧୀନତା ପରେ ମଧ୍ୟ ଅସୁରକ୍ଷିତ ଅଛନ୍ତି, ତେବେ ନାରୀ ମାନେ ଦିନ କୁ ଦିନ ଅବହେଳିତ ହେଇଯାଉଛନ୍ତି।ଆମ ଦେଶ ର ନାରୀ ମାନେ ଏବେ ବି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି , ଏହି ପୁରୁଷ ପ୍ରଧାନ ସମାଜ ରେ। ତେବେ ଏହା ଏତେ ପରିମାଣ ରେ ବଢ଼ି ଯାଇଛି କି ଏହାର ସମାଧାନ ପାଇଁ କେହି ଚାଁହୁ ନାହାନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଯାହା କୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଅଭାବନିୟ ଆଶ୍ଚର୍ଯ୍ୟଜନକ ଘଟଣା ଟି ଘଟିଛି ଭଦ୍ରକ ଜିଲାରେ କେନ୍ଦୁଆ ଗ୍ରାମରେ ବାଲି ସାହିରେ। ଏହି ଘଟଣାରେ ଗୋଟେ ଶଶୁର ତା ବୋହୂ ର ଚୁଟି ଧରି ତାକୁ ଘୋଷାଡ଼ି ଘୋଷାଡ଼ି ତାକୁ ଅତି ହିଂସ୍ର ଭାବେ ପିଟୁଛି,ଆଉ ସେହି ବୋହୁ ଟି ଅତି ବିକଳ ହୋଇ କାନ୍ଦୁଚି , ଚିତ୍କାର କରୁଛି,ହେଲେ ହିଂସ୍ର ପାଲଟି ଯାଇଥିବା ଶଶୁର କୁ ଟିକେ ବି ଦୟା ଆସୁ ନାହିଁ। ତେବେ ତା ଥାପି ତା ମନ ପୁରୀ ନାହିଁ ଆଉ ତାକୁ ଅତି ନିର୍ଦୟ ଭାବେ ମାରୁଛି ,ଏହାକୁ ତାର ୪ ବର୍ଷ ର ପୁଅ ଦେଖି କିଛି କରି ନପାରି ଜୋରରେ କାନ୍ଦୁଚି।

ତେବେ ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ବହୁତ ଭାଇରଲ ହୋଇଛି। ଲୋକ ମାନେ ଏହା କୁ ବହୁତ ନିନ୍ଦା କରୁଛନ୍ତି। ତେବେ ସେହି ବହୁ କୁ ନ୍ୟାୟ ମିଳିବା ଦରକାର ବୋଲି ସବୁ ଦାବି କରିଛନ୍ତି। ତେବେ ସମାଜରେ ଏଭଳି ଘଟଣା ଅଧିକ ଘଟୁଛି,ଆଉ ବହୁ ମାନେ ଏହି ଏହି ଘଟଣା ପାଇଁ ବହୁତ ଅତ୍ୟାଚାର ର ସମୁଖୀନ ହେଉଛନ୍ତି।ତେବେ ଏହି ଭଳି ଅଭାବନିୟ କାର୍ଯ୍ୟ କରିବାକୁ ବନ୍ଦ କରା ଯାଉ,ଏହା ପାଇଁ କଡା ନିୟମ ବାହାରୁ,ନହେଲେ ଏହି ସବୁ ଘଟଣା ସମାଜ ଉପରେ ଖରାପ ପ୍ରଭାବ ପକାଉଛି,ଏହା କୁ ରୋକିବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।