Brahmacharya – ପୁଣି ଥରେ ନିଜର ଶୁଦ୍ଧ ଧାତୁକୁ ପ୍ରାପ୍ତ ବକରିବାକୁ ଚାହୁଁଛନ୍ତି ତେବେ କରନ୍ତୁ ଏହି କାର୍ଯ୍ୟ ନିଶ୍ଚିତ ଭାବରେ ଆପଣଙ୍କ ମଧ୍ୟରେ ଶୁଦ୍ଧ ଧାତୁ ସୃଷ୍ଟି ହେବ

0

କୁହାଯାଏ କି ତୁଳସୀ ଦୁଇ ପତ୍ରରୁ ବାସେ ଏବଂ ବିଛୁଆତି କୁଣ୍ଡାଏ ବୋଲି। ତେବେ ଏହି ଲୋକ ବାଣୀ ର ଅର୍ଥ ଆପଣ ମାନେ ଜଣିଛନ୍ତି ଯେ ଗୋଟିଏ ମଣିଷ ଭଲ ଭବିଷ୍ୟତ ରେ ତୁଳସୀ ପରି ହେବ କି ବିଛୁଆତି ପରି ହେବ ତାହା ତାର ପିଲାଦିନ ରୁ ହିଁ ଜଣାପଡ଼ିଥାଏ ।ତେବେ ଆମେ ଏକଥା ମଧ୍ୟ ଜାଣିଚୁ ଯେ ଗୋଟିଏ ପିଲା ଜନ୍ମ ହେବା ମାତ୍ରେ ସେ ସବୁକିଛି ଜାଣିନଥାଏ ସେ ଯେଉଁ ପରିବେଶ ରେ ବଢ଼ିଆସେ ଏବଂ ସେହି ପରିବେଶ ତାକୁ ଯାହା ଶିଖାଇ ଥାଏ ସେ ସେହିପରି ଗଢି ହୋଇଯାଏ ।ଏବଂ ତାଙ୍କର ବ୍ୟବହାର ମଧ୍ୟ ସେହିପରି ହୋଇଥାଏ ।

ତେବେ ବନ୍ଧୁଗଣ ଆମର ଜ୍ଞାନୀ ବିରିଷ୍ଟ ଲୋକମାନେ ଜଣେ ବ୍ୟକ୍ତି ଙ୍କ ମଧ୍ୟରେ ଶୁଦ୍ଧ ଧାତୁ ର ଅବସ୍ଥିତି ବିଷୟରେ ବର୍ଣ୍ଣନା କରିଛନ୍ତି ।ତେବେ ଏହି ଶୁଦ୍ଧ ଧାତୁ କହିଲେ ଜଣେ ବ୍ୟକ୍ତି ଙ୍କ ମଧ୍ୟରେ ଥିବା ସମସ୍ତ ପଜିତିଭ ତଥା ସୁଗୁଣ ଗୁଡିକ ବିଷୟରେ କହିଛନ୍ତି। ତେବେ ମହାନ ବ୍ୟକ୍ତି ଙ୍କର କହିବା ଅନୁସାରେ ଜଣେ ବ୍ୟକ୍ତି ଙ୍କ ମଧ୍ୟରେ ଏହି ଶୁଦ୍ଧ ଧାତୁ ଜନ୍ମ ଠାରୁ ୧୨ ବର୍ଷ ପର୍ଯ୍ୟନ୍ତ ଏହି ଶୁଦ୍ଧ ଧାତୁ ଆମ ଶରୀର ମଧ୍ୟରେ ସୃଷ୍ଟି ହୋଇ ପୁଣି ନଷ୍ଟ ହୋଇଯାଇଥାଏ ।
ଜ୍ଞାନୀ ବ୍ୟକ୍ତି ଙ୍କ କହିବା ଅନୁଯାୟୀ ଜଣେ ଛୋଟ ପିଲା ର ଭବିଷ୍ୟତ ତାର ଶୁଦ୍ଧ ଧାତୁ ର ସ୍ୱଭାବ ବିଷୟରେ ଜଣେଇଥାଏ।ତେବେ ଯଦି ଏହି ବୟସ ସୀମା ମଧ୍ୟରେ ଜଣେ ପିଲା ଗୋଟିଏ ଭଲ ପରିବେଶ ରେ ରହେ ତଥା ସବୁବେଳେ ପଜିଟିଭ ଚିନ୍ତା ଧାରା ଶୁଣିଥାଏ , ସର୍ବଦା ଧର୍ମ ଅଧର୍ମ , ସତ୍ୟ ଅସତ୍ୟ ତଥା ସତ ଓ ମିଛ ମଧ୍ୟରେ ଥିବା ଫରକ କୁ ଠିକ ସେ ଜାଣିପାରିଥାଏ। ତେବେ ତାର ଜୀବନ କାଳ ମଧ୍ୟରେ ସେ ବହୁତ ଭଲ ମଣିଷ ଟେ ହୋଇଥାଏ।

ମାତ୍ର ଏହାର ବିପରୀତ ରେ ଯଦି ଗୋଟିଏ ପିଲା ଛୋଟ ବେଳ ରୁ ଏକ ଅସାମାଜିକ ପରିବେଶ ରେ ଗଢ଼ି ଉଠିଥାଏ କିମ୍ବା ସେ କିଛି ଏପରି ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥାଏ ଯିଏକି ବହୁତ ନେଗେଟିଭ ଚନ୍ତାଧାର ବିଶିଷ୍ଟ ହୋଇଥାନ୍ତି। ତେବେ ସେହି କ୍ଷେତ୍ରରେ ପିଲାର ଶୁଦ୍ଧ ଧାତୁ ନେଗେଟିଭ ଭାବରେ ଗଢି ଆସିଥାଏ। ଆଉ ଭବିଷ୍ୟତ ରେ ସେ ଜଣେ ଅସାମଜିକ ବ୍ୟକ୍ତି ଭାବରେ ପରିଚିତ ହୋଇଥାଏ।
ତେବେ ଯଦି ଜଣେ ବ୍ୟକ୍ତିଙ୍କର ଏହି ଶୁଦ୍ଧ ଧାତୁ ଉପରେ ନିୟନ୍ତ୍ରଣ ନଥାଏ ତେବେ ସେ ଉଭୟ ମାନସିକ ଓ ଶାରୀରିକ କ୍ଷେତ୍ରରେ ବହୁତ ଦୁର୍ବଳ ହୋଇଯାଏ ।କିନ୍ତୁ ଏହାକୁ ପୁନର୍ବାର ସୃଷ୍ଟି ମଧ୍ୟ କରିହୋଇଥାଏ। ତେବେ ଯଦି ଆପଣ ନିଜର ନେଗେଟିଭ ଗୁଣ କୁ ଛାଡି ପୁଣି ଏକ ସୁସ୍ଥ ମାନସିକତା ରେ ରହିବାକୁ ଚାହାନ୍ତି ତେବେ ନିଜ ଉପରେ ସଂଯମତା ଆଣିବା କୁ ଚେଷ୍ଟା କରନ୍ତୁ ।ଏବଂ ଏହା କେବଳ ଗୋଟିଏ କାର୍ଯ୍ୟ କରିବା ଦ୍ବାରା ସମ୍ଭବ ହୋଇଥାଏ। ତାହା ହେଉଛି ଯୋଗ ଓ ଧ୍ୟାନ ର ଅଭ୍ୟାସ ଏହା କରିବା ଦ୍ୱାରା ଆପଣ ପୁଣି ଥରେ ନିଜ ଭିତରେ ଶୁଦ୍ଧଧାତୁ କୁ ପାଇପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।