ପୁଣି ସାମ୍ନାକୁ ଆସିଲା ବଡ ଖବର ଥାନାକୁ ଗଲେ ଅନୁଭବଙ୍କର ମା କାରଣ ଜାଣିଲେ ପାଦ ତଳୁ ମାଟିଖସିଯିବ ଜାଣନ୍ତୁ ସମ୍ପୂର୍ଣ ଖବର

0

ଓଲିଉଡ଼ ର ସୁପର ଷ୍ଟାର ଭାବେ ଜଣା ଶୁଣା କଳାକାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ,ତେବେ ଏମାନଙ୍କ ଫିଲ୍ମ ଲୋକ ମାନେ ଦେଖିବାକୁ ବହୁତ ପସନ୍ଦ କରନ୍ତି। ସେମାନେ ଓଲିଉଡ଼ ରେ ସବୁଠୁ ସୁନ୍ଦର ଯୋଡି, ତାଙ୍କର ସବୁ ଫିଲ୍ମ ସୁପର୍ ହିଟ ହୁଏ।ତେବେ ସେମାନେ ମିଳିମିଶି ଅନେକ ଫିଲ୍ମ କରିଛନ୍ତି। ତେବେ ଗତ ୬ ବର୍ଷ ଆଗରୁ ସେମାନେ ପରସ୍ପର ବିବାହ କରିଥିଲେ। ହେଲେ ଏବେ ତାଙ୍କର ବୈବାହିକ ଜୀବନ ରେ ଏକ୍ ପ୍ରକାର ଝଡ଼ ସୃଷ୍ଟି ହୋଇଛି। ତେବେ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ଅନୁଭବ ଙ୍କ ନାମ ରେ କିଛି ଅଭିଯୋଗ ଆଣିଥିଲେ। କି ଅନୁଭବ ତାଙ୍କୁ ଶାରୀରିକ ଓ ମାନସିକ ୟନ୍ତ୍ରଣା ଦେଉଥିଲେ। ତେବେ ଏହା ପରେ ଅନୁଭବ ମଧ୍ୟ ବର୍ଷା ଙ୍କ ନାମ ରେ ଅନେକ ଅଭିଯୋଗ ଆଣିଲେ। କି ବର୍ଷା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଦେଉ ନଥିଲେ,ଯାହା ପାଇଁ ସେ ବହୁତ ଚିନ୍ତା ରେ ରହୁ ଥିଲେ।


ତେବେ ଏହା ପରେ ତାଙ୍କ ବିବାଦ ଥମି ନ ଥିଲା , ଗୋଟେ ପରେ ଗୋଟେ ପରେ ଅଭିଯୋଗ ଲାଗି ରହିଥିଲା । ତେବେ ଅନୁଭବ ମଧ୍ୟ ଏହି ଗୋଟେ ଅଭିଯୋଗ କରି ସେ ରହି ଯାଇ ନଥିଲେ,ଅନେକ ଅଭିଯୋଗ କରି ଥିଲେ ବର୍ଷା ଙ୍କ ନାମ ରେ। ତେବେ ବର୍ଷା ଏହା କୁ ଖାତିର ନକରି, ସେ ନିଜର ଖୁସି ଖୋଜିବା ପାଇ ବାହାରେ ଗୋଟେ ମିଶନ ପ୍ରସ୍ତୁତ କରିଥିଲେ । ସେହି ମିଶନ ମାଧ୍ୟମ ରେ ସେ ଗରିବ ଲୋକ ଙ୍କୁ ସାହାଯ୍ୟ କରୁ ଥିଲେ। ବାହାରେ ଲୋକ ଙ୍କ ଦୁଃଖ କଥା ବୁଝୁ ଥିଲେ, ହେଲେ ଅନୁଭବ ଅନେକ ଅସୁବିଧା ରେ ସମୁଖିନ ହୋଇ ଥିଲେ। ତେବେ ଏହା ପରେ ପୁଣି ଏକ ଅଭିଯୋଗ ଆସିଛି । ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ପୁଣି ଥରେ ବର୍ଷା ଙ୍କ ଶାଶୁ ଘର ଲୋକେ ବର୍ଷା ଙ୍କ ନାମ ରେ ଅଭିେଯାଗ ଆଣିଛନ୍ତି, ଏବେ ଏହି ଅଭିଯୋଗ ଅନୁଭବ ଙ୍କ ମା ମଧୁସ୍ମିତା ମହାନ୍ତି। ଏହି ଅଭିଯୋଗ କଟକ ର ପୁରି ଘାଟ ଥାନା ରେ କରା ଯାଇଛି ଏହି ଅଭିଯୋଗ। ତେବେ ଅଭିଯୋଗ ହେଉଛି ଅନୁଭବ ରହୁ ଥିବା ଘରେ ୬୦ ବର୍ଷ ପୁରୁଣା ଘର, ତେବେ ଏହି ଘର ର ମରାମତି ଆବଶ୍ୟକ। ତେବେ ଘର ର ପାଇଖାନା ଟାଙ୍କି ରେ କଣ ଅସୁବିଧା ଥିବାରୁ ତାହାର ମରାମତି ଆବଶ୍ୟକ ରହିଛି,ତେବେ ଏଥି ପାଇଁ ବର୍ଷା ଙ୍କୁ ତାଙ୍କ ବାପ ଘରକୁ ଚାଲି ଜିବାକୁ କୁହା ଯାଇ ଥିଲା ,

ହେଲେ ବର୍ଷା ବାପ ଘରକୁ ଯିବାକୁ ପ୍ରସ୍ତୁତ ନୁହନ୍ତି। ତେବେ ଏବେ ତାଙ୍କ ପାଇଁ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକ ଏବେ ଅସୁବିଧା ଭୋଗୁ ଛନ୍ତି। ତେବେ ପୋଲିସ ର ଅଭିଯୋଗ ପରେ ପୋଲିସ ଏହାର ଘଟଣା ର ଅନୁଧ୍ୟାନ କରିଲା ପରେ ଏହି ଘଟଣା ର ସମାଧାନ ପାଇଁ କିଛି ରାସ୍ତା ବାହାର କରିବ। ତେବେ ଏଭଳି ଗୋଟେ ପରେ ଗୋଟେ ଗୋଟେ ଅଭିଯୋଗ ଲାଗି ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।