ଜାଣନ୍ତୁ ସତରେ କଣ ରଚନା ଙ୍କୁ ସଦ୍ଧାନ୍ତ ବିବାହ କରିଥିଲେ ? ଜାଣନ୍ତୁ ଏପରି ଅନେକ ତଥ୍ୟ ସିଦ୍ଧାନ୍ତ ମହାପାତ୍ର ଙ୍କ ବିଷୟରେ।

0

ଓଡ଼ିଆ ସିନେ ଜଗତ ର ଅନେକ ଏମିତି ଷ୍ଟାର ଅଛନ୍ତି ଯେଉଁମାନେ ନିଜ ଅଭିନୟ ମାଧ୍ୟମରେ ଖୁବ ଅଳ୍ପ ସମୟ ଭିତରେ ଓଡ଼ିଆଙ୍କ ମନ।ଜିତି ପାରିଛନ୍ତି, ସେମାନଙ୍କ ମଧ୍ୟରେ ସିଦ୍ଧାନ୍ତ ମହାପାତ୍ର ହେଲେ ଅନ୍ୟତମ। ତେବେ ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ ସିନେ ଜଗତର ଜଣେ ନାମୀ ଏବଂ ସର୍ଵଗୁଣ ସମ୍ପର୍ଣ୍ଣ ପ୍ରସିଦ୍ଧ ଅଭିନେତା ଅଟନ୍ତି। ଏମିତି ଅନେକ ପରିଚୟ ଦେଲେ ମଧ୍ୟ ତାଙ୍କ ର ନାମ ପାଇଁ କମ ପଡିଯିବ। ତେବେ ଆସନ୍ତୁ ଜାଣିବା ତାଙ୍କର ସମ୍ପୂର୍ଣ୍ଣ ଜୀବନୀ।


ସିଦ୍ଧାନ୍ତ ମହାପାତ୍ର ଙ୍କ ଜନ୍ମ ହୁଏ ୪ ମେ ୧୯୬୬ ମସିହା। ସେ ଜଣେ ବ୍ରାହ୍ମଣ ପରିବାରରେ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲାରେ ରେ ଜନ୍ମ ନିଅନ୍ତି। ସେ ନିଜ ର ସ୍କୁଲ ପଢା ଏକ ଇଂରାଜୀ ସ୍କୁଲ ରୁ ସମାପ୍ତ କରନ୍ତି। ତା ପରେ ନିଜର ସ୍ନାତକ ଡିଗ୍ରୀ ପାଇଁ କେଉଁଝର ରୁ ଡ଼ି ଡି କଲେଜ ରେ ସମାପନ କରନ୍ତି। ତାପରେ ତାଙ୍କ ର ମାଷ୍ଟର ଡିଗ୍ରୀ ହୁଏ ଦିଲ୍ଲୀ ର ଏକ ଅନୁଷ୍ଠାନ ରୁ। ତାଙ୍କର ମାତା ପିତା ଉଭୟ ହେଉଛନ୍ତି ଡାକ୍ତର। ତେବେ ସେ ମାମା ମିଶ୍ର ଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ଏକ ଝିଅ ରହିଛି ଯାହାର ନାମ ସାଇସିଦ୍ଧି ମହାପାତ୍ର ଅଟେ।


ତାଙ୍କର ସିନେମା ପ୍ରତି ଆଗ୍ରହ ବଢେ। ସେଥିପାଇଁ ସେ ପ୍ରଥମ ଓଡ଼ିଆ ଫିଲ୍ମ ଶ୍ରଦ୍ଧାଞ୍ଜଳୀ ରେ କାମ ଆରମ୍ଭ କରିଥିଲେ। ଏହା ୧୯୯୩ ପ୍ରଥମ ଫିଲ୍ମ ତାଙ୍କର ଥିଲା। ଏହା ପରେ ଅନୁଭବ ନିଜ ଅଭିନୟ ମାଧ୍ୟମରେ ଅଗଣିତ ଫିଲ୍ମ ରେ କେବେ ମୁଖ୍ୟ ଅଭିନେତା ଆଉ କେବେ ଅନ୍ୟ ଚରିତ୍ର ମାନଙ୍କ ରେ କାମ କରି ଚାଲିଲେ। ଏପରିକି ତାଙ୍କୁ ଓଡିଶା ରାଜ୍ୟ ଫିଲ୍ମ ଆୱାର୍ଡ ରେ ସଂଵୋଧିତ କରାଯାଇଛି। ସେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୫୦ ରୁ ଅଧିକ ଓଡ଼ିଆ ଫିଲ୍ମ ରେ କାମ କରି ସାରିଛନ୍ତି। ତାଙ୍କୁ ଅନେକ ଓଡ଼ିଆ ଦର୍ଶକ ଏବେ ମଧ୍ୟ ପସନ୍ଦ କରିଥାନ୍ତି।


ସିଦ୍ଧାନ୍ତ ମହାପାତ୍ର ଙ୍କ ଅନ୍ୟ ଏକ କ୍ଷେତ୍ର ହେଲା ରାଜନୀତି। ରାଜ୍ୟ ରାଜନୀତି ରେ ଜଣେ ଆଗ ଧାଡ଼ିର ରାଜନେତା। ଫିଲ୍ମ ଜଗତରୁ ରାଜନୀତି କୁ ଯାଇଥିବା ସିଦ୍ଧାନ୍ତ ମହାପାତ୍ର ଜଣେ MP ମଧ୍ୟ ରହି ସାରିଛନ୍ତି। ନିଜ ବ୍ରହ୍ମପୁର ନିର୍ବାଚନ କ୍ଷେତ୍ରରୁ ୨୦୧୪ ମସିହା ପ୍ରାୟ ଏକ ଲକ୍ଷ ଭୋଟ ମାର୍ଜିନ ର ନିଜ ବିପକ୍ଷ ଙ୍କୁ ହରାଇ ଜିତିଥିଲେ। ତେବେ ତାଙ୍କର ରାଜିନୀତି ରେ ମଧ୍ୟ ଅନେକ ପ୍ରଶଂସକ ରହିଛନ୍ତି। ସବୁଠାରୁ ବଡ଼ କଥା ହେଲା ସେ ବିଜୁ ଜନତା ଦଳ ଯାହା ଓଡ଼ିଶାର ସର୍ବାଧିକ ଲୋକ ପ୍ରାୟ ଦଳ। ଯାହା ଏବେ ଓଡ଼ିଶା ର ଶାସନ ଭାର ବହନ କରିଛନ୍ତି। ସିଦ୍ଧାନ୍ତ ଙ୍କ ଅନେକ ଏମିତି ଫିଲ୍ମ ଅଛି ଯାହାର ନାମ ଗୁଡିକ ହେଲା ସିନ୍ଦୁର ନୁହେଁ ଖେଳ ଘର, ପୁଅ ମୋର ଜଗତଜିତା, ଏଇଠି ସ୍ୱର୍ଗ ଏଇଠି ନର୍କ , ଅମ ଶାନ୍ତି ଅମ, ଶାଶୂ ଘର ଚାଲିଯିବି, ଏକା ଏକା। ଏପରି ସୁପରହିଟ ଫିଲ୍ମ ପାଇଁ ସେ ବେଷ୍ଟ ଅଭିନେତା ପାଇଁ ଆୱାର୍ଡ ପାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।