ଭାଇରାଲ ଭିଡିଓ – ଏକ ଲଜ୍ଜିତ ଦୃଶ୍ୟ ମହିଳା ଜଣକ ଉଲଗ୍ନ ଅବସ୍ଥାରେ ବାଇକ ଉପରେ ବସିଥିବାର ଭିଡିଓ ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି

0

ଆଜିର ସମାଜରେ ଲୋକମାନଙ୍କର ବେଶ ପୋଷାକ ପରିଧାନ କରିବାର ଢାଞ୍ଚା ଏପରି କଳୁଷିତ ହୋଇଗଲାଣି ଯାହାକି ସେମାନେ ଖୋଲା ରାସ୍ତାରେ ମଧ୍ୟ ନିଜକୁ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଯିବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ ଯାହା ଏବେ ଏହି ଭିଡିଓଟି ସବୁଆଡେ ଭାଇରାଲ ହେବାରେ ଲାଗିଛି ।  ଘଟଣାଟି ହେଉଛି ଗୋଟିଏ ବାଇକରେ ଉଲଗ୍ନ ଅବସ୍ଥାରେ ବସିଥିବାର ନଜର ଆସିଛି । ମହିଳାଙ୍କର ଏପରି ଉଲଗ୍ନ ଅବସ୍ଥାରେ ବସିବା ଦେଖି ସମସ୍ତ ଜନସାଧାରଣ ଚକିତ ହୋଇଛନ୍ତି । ଭିଡିଓଟିକୁ ସମ୍ପର୍ଣ୍ଣ ଭାବରେ ଦେଖିବା ପରେ ଜଣାଜାଇଛି କି ମହିଳା ଜଣକ ବାଇକ ଚଲାଉ ନାହାନ୍ତି ବରଂ ଉଲଗ୍ନ ଅବସ୍ଥାରେ ବାଇକର ପଛ ସିଟରେ ବସିଥିବାର ଜଣାଯାଇଛି ।

ଏକ ନିଛାଟିଆ ସ୍ଥାନରେ ବାଇକଟି ଅଟକି ଥିଲା ଏବଂ ସେହି ବାଇକରୁ ଉଲଗ୍ନ ଅବସ୍ଥାରେ ବସିଥିବା ମହିଳା ଜଣକ ଓହ୍ଲାଇଥିଲେ । କିନ୍ତୁ ଏହି ମହିଳା ଜଣକ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ କି ସେ କେଉଁ ସ୍ଥାନରୁ ଆସିଛନ୍ତି । ଏହି ଘଟଣା ବାବଦରେ କୌଣସି ସନ୍ଧାନ ଏ ପର୍ଯ୍ୟନ୍ତ ମିଳିନାହିଁ ଏବଂ ପୋଲିସ କମିସନର ବି ଏସ ଲୋକେସ କୁମାର କହିଛନ୍ତି କି ମହିଳା ଜଣକ କୌଣସି ଅନ୍ୟ ସହରର ମଧ୍ୟ ହୋଇ ପାରନ୍ତି । କାରଣ ଏପରି ଘଟଣା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି ସେଥିପାଇ ଏହି ଘଟଣାଟି ମଧ୍ୟ ଆମପାଇ କଷ୍ଟ କର ହେବ ନାହିଁ ।

ପୋଲିସ କର୍ମଚାରୀ ଏହା ମଧ୍ୟ କହିଛନ୍ତି କି ଏ ପ୍ରକାର ମାମଲା ମଧ୍ୟ ଆମ ମାନଙ୍କ ପାଇ ନୂଆ କଥା ନୁହେଁ କାରଣ ପୂର୍ବରୁ 3 ଟି ଝିଅ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଯାଉଥିଲେ ଏବଂ ସେମାନଙ୍କୁ ମଧ୍ୟ ଆରେଷ୍ଟ କରାଯାଇ ଥାନାରେ ରଖାଯାଇଛି । ସେଥିପାଇ କୁହାଯାଇଛି ସମାଜରେ ମହିଳା ମାନଙ୍କର ଏପରି ଅନୌତିକ ଅବସ୍ଥା ପାଇ ସେମାନେ ନିଜକୁ ଲଜ୍ଜିତ ହେବା ବଦଳରେ ସେମାନେ ସର୍ବ ସମ୍ମୁଖରେ ଏପରି ଅବସ୍ଥାରେ ମଧ୍ୟ ଯାଇ ପାରୁଛନ୍ତି ।

ମହିଳା ମାନଙ୍କୁ ସମାଜରେ ମାନ୍ୟତା ଦିଆଯିବା ସହିତ ସେମାନେ ସମାଜ ପାଇ ଅନେକ ଭଲ କାର୍ଯ୍ୟ କରିଥିବାର ଜଣାଯାଏ । ସେମାନେ ଚାହିଁଲେ ସମାଜରୁ କୁ ସସ୍କୃତିକୁ ଏଡାଇ ପାରିବେ ଏବଂ ସମାଜରେ ଭଲ ପରିବେଶ ସୃଷ୍ଟି ମଧ୍ୟ କରିପାରିବେ । ମହିଳା ମାନଙ୍କର ଏପରି ଅବସ୍ଥା ସମାଜର ଅନ୍ୟ ଲୋକ ମାନଙ୍କ ପ୍ରତି କୁ ପ୍ରଭାବ ମଧ୍ୟ ପକାଇ ପାରେ ତେଣୁ ସେମାନଙ୍କୁ ଏପରି ଖରାପ କାର୍ଯ୍ୟରୁ ଦୂରେଇ ରହି ପରିବେଶକୁ ସୁନ୍ଦର ରୂପେ ଗଢି ତଳିବା ଆବଶ୍ୟକ ହୋଇଥାଏ । ରସ୍ତାରେ ଧରା ପଡିଥିବା 3 ଜଣ ଝିଅଙ୍କୁ ପୋଲିସ ପଚାରିବାରୁ ସେମାନେ ଉତ୍ତର ଅଜବ ପ୍ରକାର ଦେଇଥିଲେ । ସେହିପରି ମହିଳା ଜଣକ ଏପ୍ରକାର ଅବସ୍ଥା ଦେଖାଯିବାର ସମ୍ପୂର୍ଣ୍ଣ ତଥ୍ୟ ମିଳିନାହିଁ ଏବଂ ଏହାର ଅନୁ ସନ୍ଧାନ କରାଯାଉଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।