ଏହି କାରଣ ପାଇଁ ସମାନ ମଣ୍ଡପରେ ଦୁଇ ଭଉଣୀଙ୍କୁ ବିବାହ କଲେ ଜଣେ ବର ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ ହୋଇଯିବେ

0

ଆମ ଦେଶରେ ଅନେକ ପରମ୍ପରା ମଧ୍ୟରୁ ବିବାହ ହେଉଛି ସବୁଠୁ ସୁନ୍ଦର ପରମ୍ପରା, ତେବେ ବିବାହ ଏକ ଏପରି ପରମ୍ପରା , ଯାହା ସବୁ ପୁଅ ଓ ଝିଅ ପାଇଁ ପବିତ୍ର ହୋଇ ଥାଏ,ଏହାକୁ ମାନିବାକୁ ସମସ୍ତଙ୍କୁ ପଡିଥାଏ। ତେବେ ସବୁ ଝିଅ ଓ ପୁଅ ମାନେ ବିବାହ କରି ଥାନ୍ତି, ଏହା ଦ୍ୱାରା ସେମାନେ ଏ ସମାଜ କୁ ଆଗକୁ ନେଇ ପାରିବେ । ବିବାହ ପରେ ଗୋଟେ ପୁଅ ଝିଅ ସ୍ୱାମୀ ଓ ସ୍ତ୍ରୀ ହେଇ ଯାନ୍ତି। ତେବେ ଦୁଇ ଜଣ ଗୋଟେ ପବିତ୍ର ବନ୍ଧନରେ ଯୋଡି ହୋଇ ଯାନ୍ତି। ଦୁଇ ଜଣଙ୍କ ମଧ୍ୟରେ ବିଶ୍ୱାସ ଓ ଭଲ ପାଇବା ରହି ଥାଏ।


ତେବେ ଏହି ବିବାହ ସମୟ ରେ ବେଳେ ବେଳେ ଏମିତି ଘଟଣା ଘଟି ଯାଏ ଯାହା ଆମେ କେବେ ଭାବି ନ ଥିବା,ଆଉ ସେହି ଘଟଣା ପାଇଁ ଆମେ ବହୁତ ଅସୁବିଧା ରେ ସମୁଖୀନ ହୋଇ ଥାଉ। ତେବେ ଏମିତି ଏକ ଘଟଣା ଘଟିବାର ଦେଖିବାକୁ ମିଳୁଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ। ତେବେ ବେଳେ ଆମ ବୈବାହିକ ଜୀବନରେ ଏମିତି ଘଟଣା ଘଟେ ଯାହା ପାଇଁ ଆମେ ଦ୍ୱିତୀୟ ବିବାହ କରିବାକୁ ବାଧ୍ୟ ହେଉ। ତେବେ ସେହି ପରି ଅନେକ ଘଟଣା ରହିଛି,ସେମିତି ଏକ ଘଟଣା ମଧ୍ୟପ୍ରଦେଶ ରେ ଘଟିଛି।

ତେବେ ଦିଲୀପ ନାମ ରେ ଜଣେ ବ୍ୟକ୍ତି ଦୁଇଟି ବିବାହ କରିଛନ୍ତି, ସେହି ବ୍ୟକ୍ତି ଜଣକ ପ୍ରଥମେ ଭନିତା ନାମକ ଜଣେ ମହିଳା ଙ୍କୁ ବିବାହ କରିଥିଲେ ଏବଂ ପରେ ତାଙ୍କର ତିନୋଟି ଛୁଆ ହୋଇ ଥିଲା ହେଲେ ଧୀରେ ଧୀରେ ତାଙ୍କ ସ୍ତ୍ରୀ ଭନିତା ଙ୍କ ଦେହ ଅଧିକ ଖରାପ ହେବାରେ ଲାଗିଲା।ତେଣୁ ସେ ବାଧ୍ୟ ହୋଇ ତାଙ୍କ ସ୍ତ୍ରୀ କହିଲେ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ, ଆଉ ଯିଏ ତାଙ୍କ ଛୁଆ ମାନଂକର ଯତ୍ନ ନେବ , ତାଙ୍କୁ ପାଳିବ। ଏବେ ଏହି ବିବାହ ପାଇଁ ସେ ତାଙ୍କ ଭଉଣୀ ଙ୍କୁ ବିବାହ କରିବାକୁ କହିଥିଲେ, ତେବେ ସେ ବରଣ ମାଳ ବଦଳିଇ ତାଙ୍କ ସ୍ତ୍ରୀ ବିଚାର ରେ ସେ ତାଙ୍କ ଶାଳୀ ଙ୍କୁ ବିବାହ କରିଥିଲେ। ତେବେ ଆମ ଦେଶ ର ନିୟମ ଅଛି କି , ଜଣେ ଲୋକ ତାର ପ୍ରଥମ ସ୍ତ୍ରୀ କୁ ଛାଡ଼ପତ୍ର ନ ଦେଇ ଦ୍ୱିତୀୟ ବିବାହ କରି ପାରିବ ନାହିଁ।


ତେବେ କଲିକତା ରେ ୨୦୦୮ ମସିହା ରେ କୌସିକ ଦତ୍ତ ନାମ ଜଣେ ବ୍ୟକ୍ତି ମଧ୍ୟ ଏପରି ଦ୍ୱିତୀୟ ବିବାହ କରିଥିଲେ। ସେ ଜୁମା ଓ ସୋମା ନାମକ ଦୁଇ ଜଣ ମହିଳା ଙ୍କୁ ବିବାହ କରିଥିଲେ। ତେବେ ଏହି ବିବାହ ସେମାନେ ତାଙ୍କ ପରିବାର ଓ ସାଙ୍ଗ ସାଥି ଙ୍କ ଉପସ୍ଥିତି ରେ ହୋଇ ଥିଲା। ତେବେ ସେହି ଦୁଇ ଜଣ କହିଥିଲେ କି , ସେମାନେ ସବୁ କିଛି ଭାଗ କରି ନେବେ । ତେବେ ସେହି ପରି ଏକ ବିବାହ ମହାରାଷ୍ଟ୍ର ରେ ଦେଖିବାକୁ ମିଲିଥିଲା। ତେବେ ଜଣେ ଲୋକ ଦୁଇ ଜଣ ଝିଅ ଯିଏ କି ମସ୍ତିକ ବିକ୍ରୁତି ଥିଲେ। ତେବେ ସେହି ବ୍ୟକ୍ତି ଜଣକ ତାଙ୍କ ଭବିଷ୍ୟତ କଥା ଚିନ୍ତା କରି ସେ ତାଙ୍କୁ ବିବାହ କରି ଥିଲେ। ତେବେ ଏଭଳି ବିବାହ କୁ ପଲିଗେମ୍ସ କୁହା ଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।