100 % ଗ୍ୟାରେଣ୍ଟି ଚୁଟିକୁ ଲମ୍ୱା ଘନ ଓ ସ୍ମୁଥ କରିବା ପାଇ ହେଲେ ବ୍ୟବହାର କରନ୍ତୁ ଏହି ଘୋରଇ ଉପଚାର ଯାହା ଆପଣଙ୍କର ସମସ୍ତ ସମସ୍ୟା ଦୂର କରିବ

0

ଆଜିର ସମାଜରେ ସମସ୍ତ ଲୋକମାନଙ୍କ ଠାରେ ଚୁଟିର ସମସ୍ୟା ରହିଥାଏ ସେଥିପାଇ ସେମାନେ ବହୁତ ଚିନ୍ତିତ ମଧ୍ୟ ହୋଇଥାନ୍ତି । ନିଜର ହେୟାରକୁ ଗ୍ରଥ ଏବଂ ଲଙ୍ଗ କରିବା ପାଇ ହେଲେ ଅନେକ ଉପାୟ ରହିଛି ଯାହାକୁ ବ୍ୟବହାର କରି ଚୁଟିର ସମସ୍ତ ସମସ୍ୟାକୁ ଦୂର କରିପାରିବେ ।
ହେୟାର ଲସ – ପ୍ରଥମତଃ ଆପଣ ଶରୀରର ଡାଇଟ କମାଇଥିଲେ , ହଠାତ୍ ସେମ୍ପୁ ବଦଳାଇଲେ , ଆପଣ ଖାଉଥିବା ପନିପରିବା ଜାତୀୟ ଖାଦ୍ୟ ଖାଇବା ବନ୍ଦ କରିଲେ ଓ ସ୍ଥାନ ପରିବର୍ତ୍ତନ ଯୋଗୁଁ ମଧ୍ୟ ହେୟାର ଫୋଲ ହୋଇଥାଏ । ଏହାକୁ ଠିକ କରିବା ପାଇ ବା ହେୟାର ଗ୍ରଥ କରିବା ପାଇ ଡିଆଇୱଏ ହେୟାର ଟର୍ନିଙ୍ଗ ବ୍ୟବହାର କରିନ୍ତୁ ଯାହା ଆପଣଙ୍କର ସମସ୍ତ ସମସ୍ୟାକୁ ଦୂର କରିଥାଏ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ ।


Stp – 1 ପ୍ରଥମେ ଏକ ବାଉଲରେ ଦୁଇ ଚାମଚ ମେଥି , ଶୁଖିଲା ଆମ୍ୱଲା ଏହାକୁ ରାତିରେ ପାଣିରେ ପାକାଇ ସକାଳେ ଏହାକୁ ଫୁଟାଇ ଦିଅନ୍ତୁ ଏହା ଭଲ ଭାବରେ ହୋଇସାରିବା ପରେ ଏହାକୁ ଛାଣି ଏକ ସ୍ପ୍ରେ ବୋଟଲରେ ନେଇ ଚୁଟିରେ ଭଲ ଭାବରେ ଲଗାନ୍ତୁ । ଏହାକୁ 30 ରୁ 32 ମିନିଟ ପର୍ଯ୍ୟନ୍ତ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତି ଏହାକୁ ବ୍ୟବହାର କରିବା ଦ୍ୱାରା ଚୁଟିର ସମସ୍ତ ସମସ୍ୟା ଦୂର କରିଥାଏ ।


Stp – 2 ଥଣ୍ଡା ହେଲେ ଆମର ଚୁଟି ରୁକ୍ଷ ହେବା ସହିତ ଚୁଟିର ସାଇନ କମିଯାଏ ଏହାକୁ ଦୂର କରିବା ପାଇ ପ୍ରଥମେ ଏକ ବାଉଲ ବସୁମତି ଚାଉଳକୁ ରାତିରେ ଭିଯାଇ ଦିଅନ୍ତୁ । ସକାଳେ ଏହାର ପାଣି ବାହାର କରି ଚାଉଳର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ସେଥିରେ ଏକ ଚାମଚ ହନି ମିଶାନ୍ତୁ ଏହାକୁ ଭଲ ଭାବରେ ମିଶାଇବା ପରେ ସ୍ପ୍ରେ ବଟଲରେ ଏହାକୁ ନେଇ ଚୁଟିରେ ଆପ୍ଲାଏ କରନ୍ତୁ । ଏହାକୁ 30 ମିନିଟ ପର୍ୟ୍ୟନ୍ତ ରହିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।


Stp – 3 ଆପଣଙ୍କର ଚୁଟିକୁ ସ୍ମୁଥ କରିବାକୁ ଚାହୁଥିଲେ ଏକ ଘୋରେଇ କଣ୍ଡିଶନର ବ୍ୟବହାର କରନ୍ତୁ ଯାହାକୁ ପ୍ରସ୍ତୁତ କରିବା ପାଇ ଦୁଇ ବାଉଲ ପାଣଇ ଓ ସେଥିରେ ଗୁଆର ଗମ ପାଉଡର 2 ଚାମଚ ପକାନ୍ତୁ ଏହା ଭଲ ଭାବରେ ମିକ୍ସ ହେବା ପରେ ସେଥିରେ 2 ଚାମଚ ନଡିଆ ତେଲ ଓ ଅଳ୍ପ ଏଲୋବିରା ମିଶାଇ ପ୍ରସ୍ତୁତ କରନ୍ତୁ ଘରୋଇ କଣ୍ଡିସନର । ଚୁଟି ଧୋଇ ସାରିବା ପରେ ଏହି କଣ୍ଡିସନର ଲଗାଇ 10 ମିନିଟ ପର୍ଯ୍ୟନ୍ତ ରଖିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

Stp – 4 ସର୍ଦ୍ଧି ସମୟରେ ଚୁଟି ବହୁତ ସମସ୍ୟା ଦେଖାଯାଏ ସେଥଇପାଇ ନଡିଆର ପେଷ୍ଟ 2 ଚାମଚ , 1 ଚାମଚ ମହୁ , 1 ଚାମଚ ରୋଜୱାଟର , ହାପ ଚାମଚ ଗ୍ଲିସରିନ ଓ ଭିଟାମିନ ଇ କ୍ୟାପସୁଲ ଏହାକୁ ଭଲ ଭାବର ମିଶାଇ ଆପଣଙ୍କର ଚୁଟିରେ ଲଗାନ୍ତୁ ଏହାକୁ 20 ମିନିଟ ପର୍ଯ୍ୟନ୍ତ ରଖି ଏହାକୁ ଧୋଇଦିଅନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।