ଅଷ୍ଟମ ଶ୍ରେଣୀ ରେ ଫେଲ କିନ୍ତୁ ଏବେ ସେ ଦୁଇ ହଜାର କୋଟି ଟଙ୍କାର ମାଲିକ । କେମିତି ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…..

0

ଆମେ ଯେତେବେଳେ ଆମ ସମାଜରେ ଜଣେ ସଫଳ ମଣିଷ ଙ୍କୁ ଦେଖୁ ତା ଆମେ ତାଙ୍କ ବିଷୟରେ ବହୁତ କିଛି ଭାବିଥାଉ । ଆମକୁ ଲାଗେ କି ଜଣେ ନିଜ ଜୀବନରେ ସଫଳତା ପାଇବା ଏତେ ବି କଷ୍ଟ ନୁହଁ ମାତ୍ର ଯେତେବେଳେ ଆପଣ ସେହି ସଫଳ ମଣିଷ ଟୀକୁ ପଚାରିଥାଉ ସେତେବେଳେ ସେ କହନ୍ତି ପ୍ରକୃତ କଥା । ତେବେ ଆମେ କହି ରଖୁଚୁ ଯେ ସଫଳତା କେବେ ହେଲେ ଆପେ ଆପେ ମିଳିନଥାଏ । ଏହାକୁ ହାସଲ କରିବକୁ ହୁଏ ଏବଂ ଏହା ପାଇଁ କଠିନ ରୁ ଅତି କଠିନ କାମ ମଧ୍ୟ କରିବାକୁ ହୋଇଥାଏ । ଯଦିଓ ଏହା ଉପରକୁ ବହୁତ ସହଜ ଦେଖାଯାଏ କିନ୍ତୁ ଏହାର ମଧ୍ୟରେ ବହୁତ କଷ୍ଟ ପରିସ୍ଥିତି ସବୁ ଗତି କରିଥାଏ ।


ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଏକ ଲୋକଙ୍କ ଜୀବନ ତଥା ତାଙ୍କର ସଫଳତା ଉପରେ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାହିଁକି ନା ସେ ନିଜର ଏକ ସଫଳତା ପାଠ ପଢି ପାଇଁ ନାହାନ୍ତି ବରଂ ନିଜର କର୍ମନିଷ୍ଠା ପାଇଁ ପାଇପାରିଛନ୍ତି ।ତେବେ ଘଟଣା ଟି ହେଉଛି ପଞ୍ଜାବ ର ।ସୂଚନାଯୋଗ୍ୟ ଯେ ,ପଞ୍ଜାବ ରେ ଜଣେ ଅଷ୍ଟମ ଶ୍ରେଣୀ ରେ ଫେଲ ହୋଇଥିବା ଯୁବକ ଏବେ ୨୦୦୦ କୋଟି ର ମାଲିକ ଅଟନ୍ତି ।କଥା ଟି ଆଶ୍ଚର୍ଯ୍ୟ ଜନକ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ ।


ସୂଚନା ଅନୁସାରେ , ପଞ୍ଜାବ ରେ ୧୯୯୨ ମସିହା ଅକ୍ଟୋବର ୨ ତାରିଖରେ ଏକ ଧନୀକ ଶ୍ରେଣୀ ର ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ତ୍ରିଶ ନାମକ ଜଣେ ଯୁବକ । ଯିଏକି ବର୍ତ୍ତମାନ ନିଜର ସଫଳତା କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବରେ ଲାଗିଛନ୍ତି ।ତେବେ ଉଲେଖଯୋଗ୍ୟ ଯେ, ତ୍ରିଶ ଛୋଟ ବେଳେ କେବେ ବି ପାଠ ପଢିବା ରେ ଇଛା ପ୍ରକାଶ କରିନଥିଲେ । ସେ ସବୁବେଳେ ନିଜର ଦୁନିଆଁ ରେ ବଞ୍ଚିବାକୁ ପସନ୍ଦ କରିଥିଲେ । କିନ୍ତୁ ତାଙ୍କର ବାପା ଚାହୁଁଥିଲେ ତାଙ୍କୁ ପଢେଇବାକୁ ତେଣୁ ସେ ସବୁବେଳେ ତ୍ରିଶ କୁ ପଡିବାକୁ ବାଧ୍ୟ କରିଥିଲେ ।ଏଥି ଲାଗି ତାଙ୍କର ଅଷ୍ଟମ ଶ୍ରେଣୀରେ ସେ ତାଙ୍କୁ ଏକ ଲାକଟପ କିଣିଦେଇଥିଲେ । ମାତ୍ର ସେ ଲାକଟପ ପାଠ ପଢା ଛାଡି ଗେମ ଖେଳିବାରୁ ସେ ତାକୁ ମଧ୍ୟ ବନ୍ଦ କରିଦେଇଥିଲେ ।ଏବଂ ଅଷ୍ଟମ ଶ୍ରେଣୀରେ ଫେଲ ହେବା ପରେ ତ୍ରିଶ ମଧ୍ୟ ଆଉ ପାଠ ପଢିଲେ ନାହିଁ ।


ଆଉ ନିଜର ଗୁଜୁରାଟ ମେଣ୍ଟାଇବା ପାଇଁ ଏକ କମ୍ପ୍ୟୁଟର କମ୍ପାନୀ ରେ କାମ କରୁଥିଲେ । ଏବଂ ପ୍ରତି ମାସରେ ପ୍ରାୟ ୬୦,୦୦୦ ଟଙ୍କା ଆୟ କରିଥିଲେ ।ତେବେ ଏମିତି ବହୁତ ଟଙ୍କା ଆୟ କରିବା ପରେ ସେ ସ୍ଥିର କଲେ କି ନିଜର ଏକ କମ୍ପ୍ୟୁଟର କମ୍ପାନୀ ଖୋଲିବେ ବୋଲି ।ଆଉ ସତରେ କିଛି ବର୍ଷ ପରେ ସେ ହାଇଦ୍ରାବାଦ ରେ କେତେକ ଅଞ୍ଚଳରେ ନିଜର କମ୍ପାନୀ ଖୋଲି ଏବେ ପ୍ରାୟ ୨୦୦୦୦ କୋଟି ଟଙ୍କା ର ମାଲିକ ଅଟନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।