ଡାଳ ନାହିଁ କି ପତ୍ର ନାହିଁ , ଫୁଲ ନାହିଁ କି ଫଳ ନାହିଁ , ରଙ୍ଗ ତାର କଳା ଆଉ ଗଛ ସିଏ ଲତା ମିଣିଷ କୁ ଛାଇ ଦିଏ ଖରାକୁ ସେ ଛତା ? କୁହ ଉତ୍ତର ଟି କ’ଣ

0

ବନ୍ଧୁଗଣ ଆପଣ ମାନେ ତ ସମସ୍ତ ଜାଣିଥିବେ ଆଜି କାଲି ଯୁଗ ଯାଇକି କଉଠି ପହଞ୍ଚିଲାଣି। ସବୁ ଲୋକ ମାନେ ପାଠ ପଢି ଶିକ୍ଷିତ ହେବା ପାଇଁ ଚାହୁଁଛନ୍ତି। ଏବଂ ଚାକିରି କରି ନିଜ ଗୋଡ଼ ରେ ନିଜେ ଠିଆ ହେବା ପାଇଁ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି। ତେବେ ସେଥିପାଇଁ ଆଜି କାଲି ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା। ଯାହା ଫଳରେ ପରୀକ୍ଷା ଗୁଡ଼ିକ ରେ ପଡୁଥିବା ପ୍ରଶ୍ନ ଗୁଡ଼ିକ ମଧ୍ୟ ସମୟ କ୍ରମେ ଜଟିଳ ହେବାରେ ଲାଗିଛି।

ତେବେ ଯେଉଁ ପିଲାର ଯେତେ ଜ୍ଞାନ ସେ ହିଁ କେବଳ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଈ ପାରିବ। ତେବେ କେବଳ ପରୀକ୍ଷା ନୁହଁ ତାପରେ ମୌଖିକ ପ୍ରଶ୍ନ ମଧ୍ୟ ପଚରା ଯାଇଥାଏ ଯାହା ପାଇଁ ଆପଣଙ୍କୁ ସଜାଗ ହୋଇ ମଧ୍ୟ ରହିବାକୁ ପଡ଼ିବ। ଓ ସବୁ ପ୍ରଶ୍ନ ର ଠିକ୍ ଠିକ୍ ଉତ୍ତର କୁ ଅତି ଚାଲାକ ର ସହିତ ତାଙ୍କ ଆଗରେ ଉପସ୍ଥିତ କରିବାକୁ ପଡ଼ିଥାଏ।

ତାପରେ ଯାଇକି ପରୀକ୍ଷକ ସନ୍ତୁଷ୍ଟ ହୋଇଥାନ୍ତି। ସେଥିପାଇଁ ତ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ଏପରି ପ୍ରଶ୍ନ ଓ ତାହାର ଉତ୍ତର ଯାହା ହେଉଥିବା ଅଧିକାଂଶ ପରୀକ୍ଷା ଅଥବା ଇଣ୍ଟରଭ୍ୟୁରେ ଆସିଥାଏ। ଓ ଯାହାର ଉତ୍ତର ଜାଣିବା ଆପଣଙ୍କ ପାଇଁ ମଧ୍ୟ ନିହାତି ଜରୁରୀ ଅଟେ। ତେବେ ଆସନ୍ତୁ ଜାଣିବା ସେପରି କିଛି ପ୍ରଶ୍ନ ଉତ୍ତର ବିଷୟରେ।

୧. ସେଇ ଜିନିଷ ଟି କଣ ଯାହାକି ଆମର କିନ୍ତୁ ତାକୁ ବ୍ୟବହାର କରିଥାନ୍ତି ଅନ୍ୟ ଲୋକ?
ଉତ୍ତର: ନିଜର ନାମ।

୨. ଯେତେବଳେ ଜଣେ ଝିଅ ବୟସ୍କ ଲୋକ ଙ୍କୁ ନଇଁ କରି ମୁଣ୍ଡିଆ ମାରିଥାଏ। ତାହାର କଣ ଦେଖା ଯାଏ?
ଉତ୍ତର: ସଂସ୍କାର।

୩. ସେଇଟା କଣ ଯାହା ମାସକୁ ଥରେ ଆସେ କିନ୍ତୁ ୨୪ ଘଣ୍ଟା ପରେ ଚାଲି ଯାଇଥାଏ?
ଉତ୍ତର: ତାରିଖ।

୪. ଏମିତି କଣ ଜିନିଷ ଯାହାକୁ ଉପରୁ କିସ୍ କରାଯାଏ, ମଝିରୁ ଧରାଯାଏ ଓ ତଳୁ ନିଆଁ ଲଗା ଯାଏ। ତାହା କଣ?
ଉତ୍ତର: ସିଗାରେଟ୍।

୫.ଭାରତ ରେ ବର୍ତମାନ କେତେ ଗୋଟି ରାଜ୍ୟ ଅଛି?
ଉତ୍ତର:-29ଟି

6 – ଡାଳ ନାହିଁ କି ପତ୍ର ନାହିଁ , ଫୁଲ ନାହିଁ କି ଫଳ ନାହିଁ , ରଙ୍ଗ ତାର କଳା ଆଉ ଗଛ ସିଏ ଲତା ମିଣିଷ କୁ ଛାଇ ଦିଏ ଖରାକୁ ସେ ଛତା ? କୁହ ଉତ୍ତର ଟି କଣ –

ଉତ୍ତର – କେଶ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।