କାର୍ତ୍ତିକ ମାସରେ କରନ୍ତୁ ନାହିଁ ଏହି ସବୁ ଭୁଲ୍, ନଚେତ ବରବାଦ ହୋଇଜିବେ ଜାଣନ୍ତୁ କଣ କଣ

0

ଓଡ଼ିଆ ମାସ ମାନଙ୍କ ମଧ୍ୟରୁ କାର୍ତ୍ତିକ ମାସ କୁ ସବୁଠୁ ଅଧିକ ପବିତ୍ର ମାନା ଯାଇଥାଏ। ଏହି ମାସ କୁ ଧର୍ମ ମାସରେ ବୋଲି ମଧ୍ୟ କୁହା ଯାଇଥାଏ। କାହିଁକି ନା ଏହି ମାସର ଅନେକ ମହତ୍ଵ ରହିଛି। ଏହି ମାସ ରେ ଅଁଳା ଗଛ କୁ ଭକ୍ତିର ସହିତ ପୂଜା କରିବା ଦ୍ୱାରା ଭଗବାନ କୃଷ୍ଣ ଓ ମାତା ରାଧା ବହୁତ ପ୍ରସନ୍ନ ହୋଇଥାନ୍ତି । ତେବେ ଏହି କାର୍ତ୍ତିକ ମାସ ଟି ବହୁତ ଶୁଭ ହୋଇଥିବାରୁ ଏହି ମାସରେ ଅନେକ ନୀତି ନିୟମ ପାଳନ କରିବା ପାଇଁ ପଡିଥାଏ ଯେଉଁ ଗୁଡିକ କି ଆପଣ ଜାଣିବା ନିହାତି ଆବଶ୍ୟକ। ଏହି ମାସରେ ତୁଳସୀ ଗଛ ଲଗାଇବା ଓ ତୁଳସୀ ଗଛକୁ ପୂଜା କରିବା ବହୁତ ଶୁଭ ହୋଇଥାଏ। ଏହା ଦ୍ୱାରା ମାତା ବୃନ୍ଦାବତୀ ଙ୍କ ର ଆଶୀର୍ବାଦ ଆମକୁ ପ୍ରାପ୍ତି ହୋଇଥାଏ। ତେଣୁ ସବୁ ଦିନ ସକାଳୁ ଉଠି ତୁଳସୀ ଗଛ କୁ ଭକ୍ତିର ସହିତ ପୂଜା କଲେ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତି ହେବ।


ଏହି ମାସ ରେ ଦୀପ ଜାଳିବା ଓ ଦାନ କରିବା ଅଧ୍ୟ ଏକ ବହୁତ ବଡ଼ ପୁଣ୍ୟ କାର୍ଯ୍ୟ ଅଟେ। କାର୍ତ୍ତିକ ମାସ ରେ ଏହି ପରି କାର୍ଯ୍ୟ କଲେ ଆପଣଂକୁ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଯାହା ଫଳରେ ଆପଣଙ୍କ ର ଏହି ପୁଣ୍ୟ କେବେବି କ୍ଷୟ ହୋଇ ନଥାଏ। ଏହା ସହ ଏହି ମାସରେ ସୂର୍ୟ ଉଦୟ ପୂର୍ବରୁ ବିଛଣା ତ୍ୟାଗ କରିବାର ନିୟମ ରହିଛି। ଏବଂ ବିଳମ୍ବ ପର୍ଯ୍ୟନ୍ତ ଶୋଇବା କିମ୍ବା ଦିନରେ ଶୋଇବା କୁ ବର୍ଜିତ କରା ଯାଇଛି।ତେଣୁ ଏସବୁ କାର୍ଯ୍ୟ କାର୍ତ୍ତିକ ମାସରେ କରିବା ଅନୁଚିତ ହୋଇଥାଏ।

ଏହି କାର୍ତ୍ତିକ ମାସ ଟି ମାତା ଲକ୍ଷ୍ମୀଙ୍କ ର ମାସ ବୋଲି ମଧ୍ୟ ମନା ଯାଇଥାଏ। ଏହି ମାସରେ ମାତା ଲକ୍ଷ୍ମୀ ଧରା ପୃଷ୍ଠାକୁ ବୁଲିବା ପାଇଁ ଆସିଥାନ୍ତି। ତେବେ ଏହି ମାସ ରେ ଆପଣ ମାତା ଲକ୍ଷ୍ମୀଙ୍କ ପୂଜା କଲେ ଆଓଅନଙ୍କ ର ଧନ ଜନିତ ସବୁ ସମସ୍ୟା ଦୁର ହେବା ସହ ମାତା ଲକ୍ଷ୍ମୀଙ୍କ ର ଆଶୀର୍ବାଡା ସର୍ବଦା ଆପଣଙ୍କ ସହିତ ରହିବ।


ଏହି କାର୍ତ୍ତିକ ମାସରେ ଶରୀରରେ ତେଲ ଲଗାଇବା ମଧ୍ୟ ବାରଣ ଅଟେ ଏହା ସହ ଏହି ମାସରେ ମଧ୍ୟ ଶାରୀରିକ ସମ୍ପର୍କ ଠୁ ଦୂରରେ ରହିବା ଉଚିତ। ଏହି ସବୁ ନିୟମ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହା ସହିତ କାର୍ତ୍ତିକ ମାସରେ ସବୁ ଦିନ ପାଖ ମନ୍ଦିର କୁ ଭଗବାନ ଙ୍କ ର ଦର୍ଶନ ନିମନ୍ତେ ଯିବା ଉଚିତ ଏହା ଦ୍ୱାରା ଭଗବାନ ଙ୍କ ର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତି ହୋଇ ଥାଏ। ଏହି କାର୍ତ୍ତିକ ମାସରେ ପରାନିନ୍ଦା ଓ କଲି ଝଗଡା କରିବା ମଧ୍ୟ ବର୍ଜିତ ଅଟେ। ତେଣୁ ଏହି ଜର୍ତ୍ତିକ ମାସ ଟି ସବୁ ମାସ ଠାରୁ ପବିତ୍ର ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।