ବ୍ୟବହାର କରନ୍ତୁ ଏହି ପେଷ୍ଟକୁ ଏବଂ 5 ଦିନରେ ଦୂର କରନ୍ତୁ ଶରୀରର ସମସ୍ତ ଦାଗକୁ ଏହିସବୁ ଉପାୟ ମାଧ୍ୟମରେ ।

0

ସମାଜରେ ଅନେକ ଲୋକମାନଙ୍କର ବିଭିନ୍ନ ପ୍ରକାର ଦାଗର ସମସ୍ୟା ରହିଥାଏ ସେଥିପାଇ ସେମାନେ ଅନେକ ପ୍ରକାର ଔଷଧ ବ୍ୟବହାର କରିବା ସତ୍ତ୍ୱେ ସେମାନଙ୍କର ଦାଗ ଦୂର ହୋଇନଥାଏ । ଏହି ଦାଗ ସୃଷ୍ଟି ହେବାର ଅନେକ କାରଣ ରହିଥାଏ ସେଥି ମଧ୍ୟରୁ ପ୍ରଥମତଃ ଶରୀରକୁ ପରିଷ୍କାର ନକରିବା ଦ୍ୱାରା ଏବଂ ଜଙ୍ଘରେ ବିଭିନ୍ନ ପ୍ରକାର କୁଣ୍ଡିଆଣ ଜନିତ ଦାଗ ହୋଇଥାଏ ଓ ଅନ୍ୟ ଲୋକର ପୋଷାକକୁ ପରିଧାନ କଲେ ବିଭିନ୍ନ ପ୍ରକାର ଇନଫେକସନ ହୋଇଥାଏ । ଏହି ଦାଗ ସମସ୍ୟାକୁ ଦୂର କରିବା ପାଇ ଆଜି ଆପଣଙ୍କ ପାଇ ଏକ ଘୋରେଇ ଉପଚାର ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଅଳ୍ପ ଦିନରେ ଦୂର ହୋଇଥାଏ । ଆସନ୍ତୁ ଜାଣିବା ସେହି ଘୋରେଇ ଉପଚାର ପ୍ରସ୍ତୁତି ବିଷୟରେ ।

ନମ୍ୱର – 1  କଞ୍ଚା ଅମୃତଭଣ୍ଡା – ଏହି ଅମୃତଭଣ୍ଡାରେ ଏଣ୍ଟିବ୍ୟାକ୍ଟେରିଆଲ ରହିଥାଏ ଯାହା ସମସ୍ତ ଦାଗର ସମସ୍ୟାକୁ ଦୂର କରିବା ସହିତ ଶରୀରର ସମସ୍ତ ଚର୍ମ ରୋଗ ମଧ୍ୟ ଦୂର କରିଥାଏ । ସେହି ଅମୃତଭଣ୍ଡାର ଚୋପା ବାହାର କରି ତାହାର ଜୁସ ବାହାର କରନ୍ତୁ । ଦାଗ ସୃଷ୍ଟି ହୋଇଥିବା ସ୍ଥାନରେ ଏହାକୁ ଲଗାଇଲେ ଥଣ୍ଡା ପଡିଥାଏ ଏବଂ ଶରୀରର ସମସ୍ତ ଯନ୍ତ୍ରଣା ଦୂର କରିଥାଏ । ପ୍ରସ୍ତୁତ କରାଯାଇଥିବା ଅମୃତଭଣ୍ଡାର ପେଷ୍ଟ ଏକ ଚାମଚ ଏକ ଖାଲି ପାତ୍ରରେ ରଖନ୍ତୁ ।


ନମ୍ୱର – 2 ହଳଦୀ – ଏହାକୁ ଅଧା ଚାମଚ ସେଥିରେ ମିଶାନ୍ତୁ ଏବଂ ହଳଦୀ ଆମ ଶରୀରର ସମସ୍ତ ଦାଗ ସମସ୍ୟା ଦୂର କରିବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ମଧ୍ୟ ଆମ ଶରୀର ପାଇ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।


ନମ୍ୱର – 3 ଭିଟାମିନ c କ୍ୟାପସୁଲ – ଏହି କ୍ୟାପସୁଲ ସହଜରେ ସମସ୍ତ ମେଡିସିନ ଦୋକାନରେ ମିଳିଯାଏ ଏବଂ ଏହି କ୍ୟାପସୁଲ ଆମର ସ୍କିନ ପାଇ ବହୁତ ଇଫେକ୍ଟିଭ ହୋଇଥାଏ । ଏହି କ୍ୟାପସୁଲକୁ ସେଥିରେ ପକାଇ ଭଲ ଭାବରେ ସମସ୍ତ ଜିନିଷକୁ ଭଲ ଭାବରେ ମିଶ୍ରାଣ କରନ୍ତୁ ।

ନମ୍ୱର – 4 ଏଲୋବିରା – ତା ସହିତ ଏଲୋବିରା ଜେଲକୁ ଅଧା ଚାମଚ ସେଥିରେ ମିଶାନ୍ତୁ ଏହି ଏଲୋବିରା ଜେଲ ଆମ ଶରୀରର ସମସ୍ତ ଦାଗ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ସେଥିପାଇ ଏଲୋବିରାର ପ୍ରୟୋଗ ଅତ୍ୟନ୍ତ ଜରୁରୀ ହୋଇଥାଏ ଏବଂ ଏହା ଆମର ସମସ୍ତ ଦାଗ ଦୂର କରିଥାଏ ।

ଆସନ୍ତୁ ଜାଣିବା ଏହାର ପ୍ରୟୋଗ ବିଷୟରେ ପ୍ରଥମେ ଶରୀରରେ ଯେଉଁ ସ୍ଥାନରେ ହୋଇଛି ତାହାକୁ ଭଲ ଭାବରେ ଗରମ ପାଣିରେ ଧୋଇଦିଅନ୍ତୁ ଏବଂ ସଫା କପଡାରେ ଏହାକୁ ପଛି ଦିଅନ୍ତୁ । ପ୍ରସ୍ତୁତ କରାଯାଇଥିବା ପେଷ୍ଟର ରସକୁ ଶରୀରରେ ହୋଇଥିବା ସ୍ଥାନରେ ଲଗାନ୍ତୁ ଏବଂ ଏହାକୁ ଏକ ଘଣ୍ଟା ପର୍ଯ୍ୟନ୍ତ ସେହିପରି ଲଗାଇ ରଖନ୍ତୁ । ଏହା ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।