ପୁଣି ଓଡ଼ିଶା କୁ ମାଡ଼ିଆସୁଛି ଭୟଙ୍କର ବାତ୍ୟା ! ବାତ୍ୟା “ଫନି” ଠାରୁ ଆହୁରି ଭୟଙ୍କର ହେବ, ୧୦୦ ରୁ ୨୦୦ କିମି ବେଗରେ ପବନ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ଆମେ ଶୁଣିଥିଲେ କି ଯେତେବେଳେ ଦେଶ ରେ ପାପ ର ଭାର ବଢିଯିବ ସେତେବେଳେ ଭଗବାନ ଖଣ୍ଡ ବିଖଣ୍ଡିତ କରି ଏ ବିଶ୍ବରୁ କିଛି କିଛି ଅଂଶ କୁ ଭାଙ୍ଗି ଦେବେ ।କଣ ଏହି କଥା ଟି ସତ୍ୟ ହୋଇ ଗଲା କି !ଆସ୍ତେ ଆସ୍ତେ ଆମ ସମସ୍ତଙ୍କ ଉପରକୁ ବିପଦ ଉପରେ ବିପଦ ମାଡ଼ି ଆସୁଚି । କୋରନା ତାର ପ୍ରକୋପ ଦେଖାଇବା ପରେ ପରେ ସେ ମହାମାରୀ ନ ଯାଉନୁ ପ୍ରକୃତି ତାର କରାଳ ଛାୟା ଦେଖାଇବାକୁ ଯାଉଚି,ଯାହା ପାଇଁ ଆଜି ସମସ୍ତେ ବହୁତ୍ ଚିନ୍ତା ରେ ପଡିଯାଇଛନ୍ତି ।

ପ୍ରକୃତି ର କରାଳ ଛାୟା ଉପରୁ କେହି ଭି ବର୍ତ୍ତି ଯାଇପାରିନାହାନ୍ତି ।କେବଳ ଏତିକି ଅସୁବିଧା ନୁହଁ ତା ସହ ମଧ୍ୟ ଏବେ ଏବେ ଆମ ସମସ୍ତଙ୍କ ଆଗରେ ଏକ ବିରାଟ ବିପଦ ଆସି ପଡ଼ିଛି ଯାହା ଦ୍ଵାରା ମଣିଷ ଜୀବନ ଚାଲିଯାଉଛି ।ଯାହା କି ମଣିଷ ଙ୍କ ର ନିହାତି ଆବଶ୍ୟକ ବଞ୍ଚିବ ପାଇଁ ତା ହେଉଚି ଅମ୍ଳଜାନ ଯାହା ପାଇଁ ଏବେ ଶତାଧିକ ଲୋକ ଜୀବନ ବିକଳରେ ମୃତ୍ୁ ବରଣ କରୁଛନ୍ତି ।ଜୀବନ ପାଇଁ ଏବେ ଯେ କେତେ ସଂଘର୍ଷ ଚାଲିଚି ତାହା କୋଳନା ଭି କରାଯାଇ ପାରିବ ନାହିଁ।
ଅନ୍ୟ ପକ୍ଷରେ ପ୍ରକୃତି ତା ର କରାଳ ଛାୟା ଦେଖାଇ ଚାଲିଛି ପୁଣି ଏକ ଗୁରୁତ୍ଵ ପୂର୍ଣ୍ଣ ଖବର ଆମ ପାଖରେ ଆସି ପହଞ୍ଚିଛି କି ରାଜ୍ୟ ରେ ଏକ ବାତ୍ୟା ଆସିବାରେ ସମ୍ଭାବନା ରହିଛି । ଭୁବନେଶ୍ୱର ରେ ଥିବା ବିଶିଷ୍ଟ ପାଣିପାଗ କେନ୍ଦ୍ର ର ନିର୍ଦ୍ଧେଶ ରୁ ଯାହା ଜଣା ପଡ଼ୁଛି କି ଚଳିତ ମାସ ମେ ୧୩ ରୁ ୧୪ ତାରିଖ ମଧ୍ୟ ରେ ବାତ୍ୟା ଆସିବାର ସମ୍ଭାବନା ରହିଛି,

ଯାହା ଶୁଣି ଲୋକ ମାନେ ନିଜ ଭିତରେ ଭୟାବହତା ପ୍ରକାଶ କରିଛନ୍ତି କାରଣ ସମସ୍ତେ କୋରନା ମହାମାରୀ ପାଇଁ ଯାହା ହନ୍ତସନ୍ତ ହେଲେଣି ତାପରେ ପୁଣି ପ୍ରକୃତି ର ଦାଉ ।ଏଇ ଖବର ମୁତାବକ ଏବେ ତ ଦେଶ ବ୍ୟାପି ଚାରିଆଡ଼େ କାଳବୈଶାଖୀ ଦେଖା ଦେଇଛି ହେଲେ ତାପରେ ପରେ ବାତ୍ୟା ର ସମ୍ଭାବନା ପୁଣି ଏକ ନୂଆ ମାଧ୍ୟମ ହୋଇଚି।
ତେବେ ଏହି ବାତ୍ୟା ମେ ମାସ ୧୨ ତାରିଖ ରେ ତାମିଲନାଡୁ ନିକଟସ୍ଥ ଦକ୍ଷିଣ ବଙ୍ଗୋପ ସାଗର ରେ ଏକ ବିରାଟ ଘୂର୍ଣ୍ଣିବଳୟ ର ରୂପ ନେବ। ତା ପରେ ଏହି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ବାତ୍ୟା ର ରୂପ ନେଇ ଆସିବାର ସମ୍ଭାବନା ରହିଛି ଏବଂ ଏହା ଓଡ଼ିଶା,ବିହାର ଓ ଝାଡ଼ଖଣ୍ଡ ଆଦି ଛୁଇଁବା ର ସମ୍ଭାବନା ରହିଛି ।
ଏହି ବର୍ଷ ୯ତାରିଖ ରେ ଆଣ୍ଡାମାନ ରେ ସ୍ତୃଷ୍ଟି ହେବାକୁ ଯାଉଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ନିଆଁମାର ଆଡ଼କୁ ଗତିକରିବା ର ସମ୍ଭାବନା ରହିଛି।ଏହି ଘୂର୍ଣୀ ବଳୟ ପ୍ରଭାବ ରେ ସମସ୍ତ ସ୍ଥାନ ରେ ବର୍ଷା ,ଘଡଘଡି ଓ ବିଜୁ ହେବାର ସମ୍ଭାବନା ରହିଥିବା ବେଳେ ଓଡ଼ିଶା ରେ ଏ ସବୁ କେତେ ମାତ୍ର ରେ ଘଟିବ ତାହା ଆକଳନ କରା ଯାଇ ପରି ନାହିଁ ।ତେଣୁ ପାଣିପାଗ ବିଭାଗୀୟ ମାନେ ଏ ବିଷୟରେ ସନ୍ଧାନ କରୁଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।