Intresting GK Q ueastion – ଗୋମାତା ଶରୀରରେ କେତେ କୋଟି ଦେବା ଦେବୀ ଙ୍କ ଆଖ୍ୟା ରହିଛି, କିଏ କହିପାରିବ ଏହାର ଉତ୍ତର ?

0

ଆପଣ ମାନେ ତ ଜାଣିଥିବେ ଆଜି କାଲି ସବୁଆଡେ ଲୋକ ମାନଙ୍କ ବୁଦ୍ଧି ପରୀକ୍ଷା କରିବା ପାଇଁ କେତେକ ଜେନେରାଲ୍ କୁଶ୍ଚେନ୍ ପଚାରା ଯାଉଚି। ଆଉ ଏପରି ବି କୁଶ୍ଚେନ୍ ପଚରା ଯାଉଛି ଯେଉଁ ପ୍ରଶ୍ନ ଗୁଡିକ ଶୁଣିବି ପାଇଁ ଯେତିକି ଇନ୍ଟ୍ରେଷ୍ଟିଙ୍ଗ୍ ଲାଗେ ତାର ଉତ୍ତର ଖୋଜି ବାହାର କରିବା ପାଇଁ ମଧ୍ୟ ସେତିକି ମଜା ଲାଗିଥାଏ।

ଆଜି କାଲି ତ ଆମେ ମାନେ ଏକ ଚାକିରି ପାଇଁ ଏନ୍ଟ୍ରାନ୍ସ ଦେବା ପାଇଁ ଗଲା ବେଳକୁ ମଧ୍ୟ ଏହି ପ୍ରଶ୍ନ ସବୁ ପଚାରୁଛନ୍ତି। ଏହି ସବୁ ପ୍ରଶ୍ନ ର ଉତ୍ତର ଦେବା ପାଇଁ ବୁଦ୍ଦି ର ଆବଶ୍ୟକତା ପଡିଥାଏ। ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ପରି କିଛି ମଜାଳିଆ ପ୍ରଶ୍ନ ଏବଂ ତାର ଉତ୍ତର ସମ୍ବନ୍ଧରେ କହିବୁ।

1 – ଟେଷ୍ଟ କ୍ରିକେଟ ରେ ସବୁଠାରୁ ଅଧିକ ଉଇକେଟ୍ କିଏ ନେଇଛନ୍ତି?
ଉତ୍ତର: ମୁଥିଆ ମୁରଲୀ ଧରନ୍।

2 – ଆଇ. ପି. ଏଲ୍ ମ୍ୟାଚ୍ ସର୍ବ ପ୍ରଥମେ କେଉଁ ମସିହା ରେ ଆରମ୍ଭ ହୋଇଥିଲା?
ଉତ୍ତର: ୨୦୦୮ ମସିହାରେ।

3 – ଜଣେ କୁଆଁରୀ ଝିଅ ତଳେ ଛିଡ଼ା ହୋଇଛନ୍ତି। ଏହାକୁ ଇଂରାଜୀ ରେ କଣ କହିବା?
ଉତ୍ତର: ମିସ୍ ଅଣ୍ଡର ସ୍ତାଣ୍ଡିଂ।

4 – କେଉଁ କ୍ରିକେଟ୍ ଖେଳାଳି ଜଣକ ଗୋଟିଏ ଏକ ଦିବସୀୟ କ୍ରିକେଟ୍ ଖେଳରେ ଦ୍ରୁତ ତମ ଶତକ ହାସଲ କରିଥିଲେ?
ଉତ୍ତର: ଏ. ବି. ଡିଭିଲିୟସ୍।

5 – ଶରୀର କେଉଁ ଅଂଗରେ ତେଲ ଲଗାଇବା ଦ୍ଲାରା କାନ ସଫା ହୋଇଥାଏ ?
ଉତ୍ତର:- ନାଭି

6 – ଇଂରେଜ ମାନେ କେବେ ଓଡ଼ିଶା କୁ ଶାସନ କଲେ?
ଉତ୍ତର: ୧୪ ଅକ୍ଟୋବର ୧୮୦୩ ରେ।

7 – ଓଡ଼ିଶା ରାଜ୍ୟ ଏକ ସ୍ବତନ୍ତ୍ର ପ୍ରଦେଶ ଭାବରେ କେବେ ଗଠନ ହୋଇ ଥିଲା?
ଉତ୍ତର: ୧୯୩୬ ମସିହା।

8 – ଗୋମାତା ଶରୀରରେ କେତେ କୋଟି ଦେବା ଦେବୀ ଙ୍କ ଆଖ୍ୟା ରହିଛି ?

ଉତ୍ତର – 33 କୋଟି

9 -ପୃଥିବୀ ର ସବୁଠୁ ଉଚା କ୍ରିକେଟ ଗ୍ରାଉଣ୍ଡ ର ନାମ କଣ ?
ଉତ୍ତର:-ଚାଏଲ୍ କ୍ରିକେଟ ଗ୍ରାଉଣ୍ଡ

10 –  ଷ୍ଟାଚ୍ୟୁ ଅଫ ଇଉନିଟି କାହାର ପ୍ରତି ମୂର୍ତ୍ତି ?
ଉତ୍ତର:- ବଲଭ ଭାଇ ପଟେଲ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।